ଝିଟିପିଟି ଆପଣଙ୍କୁ ରାତାରାତି କରିପାରେ ଧନୀ, କରନ୍ତୁ ଏହି ଉପାୟ | Ajira Anuchinta

କିଛି ଲୋକ ମାନେ ଘରେ ଝିଟିପିଟି ଦେଖିଲେ ତାହା ସାଧାରଣ ବୋଲି ମାନିବା ସହ ତାକୁ ଏକ ସାଦହରଣ ଜୀବ ବୋଲି ମାନିଥାନ୍ତି । ମଣିଷ ଓ ଜୀବ ମଧ୍ୟରେ ପ୍ରକୃତିର କିଛି ଅଲଗା ସ-ମ୍ପ-ର୍କ ରହିଥାଏ । ଏହି କଥାଟି ଖୁବ କମ ଲୋକେ ଜଣାଇଥିବେ । ଶାସ୍ତ୍ର ଅନୁସାରେ ଝିଟିପିଟି ଦେଖିବା ଓ ତାର ଗତିବିଧିକୁ ନେଇ ଅନେକ କଥା ବର୍ଣ୍ଣିତ ରହିଛି । ଝିଟିପିଟି କାନ୍ଥରେ ଦେଖାଯିବା, ଶରୀରର କୌଣସି ଜାଗାରେ ପଡିବା, ଭୂମିରେ ପଡିବା ଦ୍ଵାରା ଦର୍ଶାଇଥାଏ ଅନେକ ଶୁଭ ଓ ଅଶୁଭ ବିଷୟରେ । ଦୀପାବଳି ଦିନ ଝିଟିପିଟି ଦେଖାଗଲେ ମା ଲକ୍ଷ୍ମୀଙ୍କର ଶୁଭ ସଙ୍କେତ ମିଳିଥାଏ । ଆଜି ଆମେ ଆପଣ ମାନଙ୍କୁ ଝିଟିପିଟି ଦେଖିବା ଦ୍ଵାରା କେଉଁ ଉପାୟମାନ କରିଲେ ଧନ ପ୍ରାପ୍ତି ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଝିଟିପିଟି ଦେଖାଯିବା ଦ୍ଵାରା ଧନ ସହ ଜଡିତ ସବୁ ସମସ୍ୟାର ନିବାରଣ ହୋଇଥାଏ । ଯଦି ଆପଣ ସନ୍ଧ୍ୟା ସମୟରେ ଝିଟିପିଟି ଭୂମିରେ ଚାଲୁ ଥିବାର ଦେଖନ୍ତି ତେବେ ଠାକୁର ଘରୁ କିଛି ସିନ୍ଦୁର ଓ ଅରୁଆ ଚାଉଳ ଆଣି ଝିଟିପିଟି ଉପରେ ପକାଇ ଦିଅନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କର ସମସ୍ୟାର ସମାଧାନ ହୋଇଥାଏ । ଆପଣ ନିଜର ମନସ୍କାମନା ମନ ଭିତରେ ସ୍ମରଣ କରନ୍ତୁ । କିଛି ଲୋକ ମାନେ ଝିଟିପିଟି ଘରେ ଦେଖିଲେ ତାକୁ ଘୃଣା କରି ବାହାରୁ ଫିଙ୍ଗି ଦେଇଥାନ୍ତି । କିନ୍ତୁ ଝିଟିପିଟି ହେଉଛି ମା ଲକ୍ଷ୍ମୀଙ୍କର ପ୍ରତୀକ ତାହା ଖୁବ କମ ଲୋକ ଜାଣିଥାନ୍ତି । ଯଦି ଆପଣ ମୃ-ତ ଝିଟିପିଟି ଘରେ ଦେଖନ୍ତି ତେବେ ଏହା ଅଶୁଭ ହୋଇଥାଏ ।

ଏହା ସହ ଯଦି ଆପଣଙ୍କ ହାତରେ କୌଣସି ଝିଟିପିଟିର ମୃ-ତ୍ୟୁ ହୋଇଥାଏ ତେବେ ଆପଣଙ୍କୁ ବହୁତ ବଡ ଦୋଷ ଲାଗିଥାଏ । ତେଣୁ ଆପଣ ମାଟି ତଳେ ମୃ-ତ ଝିଟିପିଟିକୁ ପୋତି ଦିଅନ୍ତୁ । ଏହା କରିବା ଦ୍ଵାରା ଜୀବ ହତ୍ୟାରୁ ଆପଣଙ୍କୁ ମୁକ୍ତି ମିଳିଥାଏ । ଯଦି ଆପଣ ଏପରି ନ କରିବେ ତେବେ ଆପଣଙ୍କ ଜୀବନରେ ଦୁଖ କଷ୍ଟର ଆଗମନ ହୋଇଥାଏ । ଯଦି ଆପଣ ଖାଉଥିବା ସମୟରେ ଝିଟିପିଟିର ଶବ୍ଦ ଶୁଣିଥାନ୍ତି ତେବେ ଧାନ ଆଗମନ ହୋଇଥାଏ । ଯଦି ଝିଟିପିଟି ହାତରେ ବା ମୁଣ୍ଡରେ ପଡିଥାଏ ତେବେ ଏହାର ଅର୍ଥ ହେଉଛି ଆପଣ ଆଗାମୀ ଭବିଷ୍ୟତରେ ମାନ ସମ୍ମାନ ପ୍ରାପ୍ତ କରିବେ ।

ଏହା ସହ ଧନ ମଧ୍ୟ ପ୍ରାପ୍ତି ହୋଇଥାଏ । ଖାଇବା ସମୟରେ ଝିଟିପିଟି ଦେଖିଲେ ଶୁଭ ହୋଇଥାଏ । କିନ୍ତୁ ଖାଇବା ସମୟରେ ଯଦି ଝିଟିପିଟି ଆପଣଙ୍କ ପାଦ ଉପରେ ଆସିଯାଏ ତେବେ ଆପଣ ବଡ ରୋଗର ଶିକାର ହୋଇ ପାରନ୍ତି । ଯଦି ଆପଣ କଥା ହେଉଥିବା ସମୟରେ ଝିଟିପିଟି ଶବ୍ଦ କରେ ତେବେ ଆପଣଙ୍କ କଥା ସତ ହୋଇଯାଏ । ଝିଟିପିଟି ମଥାରେ ଖସି ପଡିଲେ ଧନ ପ୍ରାପ୍ତି ହୋଇଥାଏ । ଯଦି ଦକ୍ଷିଣ କାନ୍ଧରେ ଖସିପଡେ ତେବେ ଦାମୀ ଦ୍ରବ୍ଯ ପ୍ରାପ୍ତ ହୋଇଥାଏ । ତେବେ ଏହା ଥିଲା ଝିଟିପିଟି ଦେଖିଲେ କିପରି ଭାବେ ଧନ ପ୍ରାପ୍ତ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଆମ ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *