“ଝିଅ ଆମର ନୂଆ ବୋହୁ” ରେ ଅଭିନୟ କରୁଥିବା କଳାକାର ମାନଙ୍କ ରିୟଲ ଲାଇଫ ପାର୍ଟନର

ଓଡିଆ ଜଗତରେ ଅଭିନୟ କରୁଥିବା କଳାକାର ମାନେ ଦମଦାର ପ୍ରଦର୍ଶନ କରି ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । କିଛି କଳାକାର ଏମିତି ଅଛନ୍ତି ଯିଏ ନିଜର ଷ୍ଟାଇଲ ଓ ବ୍ୟକ୍ତିତ୍ବ ପାଇଁ ମଧ୍ୟ ଖୁବ ଚର୍ଚ୍ଚା ରେ ରହିଛନ୍ତି । ଆପଣ ଏମାନେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସିରିଏଲ “ଝିଅ ଆମର ନୂଆ ବୋହୁ” ନିଶ୍ଚୟ ଦେଖୁଥିବେ । ଏଥିରେ ଅଭିନୟ କରୁଥିବା କଳାକାର ମାନେ ଜବରଦସ୍ତ ପରଫୋମାଂସ ଦେଉଛନ୍ତି । ଆଜି ମେ ଆପଣ ମାନଙ୍କୁ ଏହି ସିରିଏଲର କଳାକାର ମାନଙ୍କର ପ୍ରକୃତ ଜୀବନ ସାଥି କିଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଆମ ଲିସ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଲୋପାମୁଦ୍ରା ଦାସ ଯିଏ “ଝିଅ ଆମର ନୂଆ ବୋହୁ” ସିରିଏଲରେ ଲୋପା ଭୂମିକାରେ ଅଭିନୟ କରୁଛନ୍ତି । ତାଙ୍କର ରିୟଲ ଲାଇଫ ପାର୍ଟନର ହେଉଛି ପ୍ରୟାସ ଦାସ ।

୨- ଆମ ଲିଷ୍ଟର ଦିତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଲାଭରିନ ଖାନମ ଯିଏ ଏହି ସିରିଏଲରେ ପୂଜା ଚରିତ୍ରରେ ମୁଖ୍ୟ ନାୟିକା ଭାବେ ଅଭିନୟ କରୁଛନ୍ତି । ତାଙ୍କର ଅଭିନୟକୁ ଦର୍ଶକ ଏମାନେ ବେଶ ପସନ୍ଦ କରୁଛନ୍ତି । ସେ ରିୟଲ ଲାଇଫରେ ଶିଂଗଲ ଅଛନ୍ତି ।

୩- ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ବିଦୂସ୍ମିତା ଦାସ ଯିଏ ଏହି ସିରିଏଲରେ ଜ୍ୟୋତିକା ଭୂମିକାରେ ଅଭିନୟ କରୁଛନ୍ତି । ତାଙ୍କର ଅଭିନୟ ପାଇଁ ସେ ଖୁବ ଲୋକପରିୟ ହାସଲ କରି ଅପରିଛନ୍ତି । ତାଙ୍କର ରିୟଲ ଲାଇଫ ପାର୍ଟନରଙ୍କ ନାଁ ହେଉଛି ଅନନ୍ତ ଦାସ ଯାହାଙ୍କ ସହ ସେ ୨୦୧୧ରେ ମ୍ୟାରେଜ କରିଥିଲେ ।

୪- ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଅଭିନେତା ଅଭିଜିତ ଦାସ ଯିଏ ଏହି ସିରିଏଲରେ ସିବା ଭୂମିକାରେ ମୁଖ୍ୟ ନାୟକ ଭାବେ ଅଭିନୟ କରୁଛନ୍ତି । ତାଙ୍କର ରିୟଲ ଲାଇଫ ପାର୍ଟନର ହେଉଛନ୍ତି ନୀଳିମା ଦାସ ଯାହାଙ୍କ ସହ ମ୍ୟାରେଜ କରିଛନ୍ତି ।

୫- ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ସୁସ୍ମିତା ମିଶ୍ର ଯିଏ ଏହି ସିରିଏଲରେ ବୈଶାଳୀ ଭୂମିକାରେ ନଜର ଆସୁଛନ୍ତି । ତାଙ୍କର ରିୟଲ ଲାଇଫ ସାଥି ହେଉଛନ୍ତି ହାର ପ୍ରସାଦ ଯାହାଙ୍କ ସହ ସେ ମ୍ୟାରେଜ କରି ବେଶ ଖୁସିରେ ଲାଇଫ ବିତାଉଛନ୍ତି ।

୬- ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ଅଭିନେତା ଚିଙ୍କୁ ସାମଲ ଯିଏ ଏହି ସିରିଏଲରେ ବିରାଜ ଭୂମିକାରେ ଅଭିନୟ କରୁଛନ୍ତି । ବିରାଜ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ସେ ରିୟଲ ଲାଇଫରେ ମ୍ୟାରେଜ କରି ନାହାନ୍ତି ।

୭- ଆମ ଲିଷ୍ଟର ସପ୍ତମ ସ୍ଥାନରେ ଅଛନ୍ତି ଅଭିନେତା ଭଗବାନ ବେହେରା ଯିଏ ଏହି ସିରିଏଲରେ ରାଜ ରାଜେନ୍ଦ୍ର ଭୂମିକାରେ ଅଭିନୟ କରୁଛନ୍ତି । ତାଙ୍କର ଅଭିନୟକୁ ଦର୍ଶକ ମାନେ ବେଶ ପସନ୍ଦ କରୁଛନ୍ତି । ସେ ୨୦୧୩ ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ “ଝିଅ ଆମର ନୂଆବୋହୂ” ସିରିଏଲର କଳାକାର ମାନଙ୍କ ଅଭିନୟ କିପରି ଲାଗିଲା କମେଣ୍ଟ ଜରିଆରେ ଜଣାଇବେ । ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *