ଝିଅର ବିଦାଇ ରେ ଏହି 4ଟି ଜିନିଷ ଭୁଲରେ ବି ଦିଅନ୍ତୁ ନାହିଁ, ନଚେତ ଝିଅର ଜୀବନ ହୋଇଯିବ ବର୍ବାଦ

ଯେତେବେଳେ କାହା ଘରେ ଝିଅ ଜନ୍ମ ହୋଇଥାଏ ସମସ୍ତେ କୁହନ୍ତି ମାତା ଲକ୍ଷ୍ମୀ ଘରକୁ ଆସିଛନ୍ତି । ତେବେ ଆମ ଭାରତୀୟ ସଂସ୍କୃତିରେ ଝିଅଙ୍କୁ ଲକ୍ଷ୍ମୀ ଓ ଦୂର୍ଗା କୁହା ଯାଏ । କଣ ଆପଣ ଜାଣିଛନ୍ତି ଯେତେବେଳେ କାହା ଘରେ ଝିଅ ଜନ୍ମ ହୋଇଥାଏ ସେହି ଦିନ ଠାରୁ ମା ବାପା ତା ବିବାହ ପାଇଁ କିଛି ନା କିଛି ରଖିବା ଆରମ୍ଭ କରି ଥାନ୍ତି ସବୁ ଝିଅଙ୍କ ବିବାହ ତାଙ୍କ ମା ବାପପା ପାଇଁ ବହୁତ ବଡ ପର୍ବ ହୋଇଥାଏ ଯାହା ତାଙ୍କ ଜୀବନରେ ଥରେ ଆସିଥାଏ ଓ ଏହି ଦିନ ପାଇଁ ସେ ବର୍ଷ ବର୍ଷ ଧରି ଅପେକ୍ଷା କରିଥାନ୍ତି ।

ତେବେ ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ଅଛି କନ୍ୟାଦାନ ଠାରୁ ବଡ କୌଣସି ଦାନ ନାହିଁ, ତେବେ ଝିଅ ସେହି ଘରେ ଜନ୍ମ ହୋଇଥାନ୍ତି ଯେଉଁ ଘର ଲୋକେ ପୂଣ୍ୟ କରିଥାନ୍ତି ଓ ପାପୀ ଘରେ ପୁଅ ଜନ୍ମ ହୁଅନ୍ତି । ତେବେ ଝିଅ ଦାନ ମହାପୂଣ୍ୟ ଅଟେ ।

Image Courtesy: Google

ଆଉ ସବୁ ମା ବାପପା ଦିନେ ନା ଦିନେ ନିଜ ଝିଅକୁ ବିଦା କରନ୍ତି ଏହା ବହୁତ କଷ୍ଟକର ହୋଇଥାଏ ସମସ୍ତେ ଏହି କଷ୍ଟ ସାହି ପାରନ୍ତି ନାହିଁ କିନ୍ତୁ ସଂସ୍କାର ଓ ପରମ୍ପରା ଅନୁଯାଇ ତାଙ୍କୁ ଏହା କରିବାକୁ ପଡିଥାଏ । ତେବେ ସମସ୍ତେ ନିଜ ଝିଅ ବିଦାଇରେ ତାଙ୍କୁ ସବୁ ପ୍ରକାର ଭଲ ମନ୍ଦ ଜିନିଷ ଦେଇ ବିଦା କରନ୍ତି ଯାହା ଦ୍ଵାରା ତାଙ୍କ ଝିଅକୁ କୌଣସି ପ୍ରକାର କଷ୍ଟ ନହେଉ । ତେବେ ଶାସ୍ତ୍ରରେ ବହୁତ ଏମିତି ଜିନିଷ ଅଛି ଯାହାର ବାରଣ ବିଷୟରେ କୁହା ଯାଇଛି ସେଥିରୁ ୪ଟି ଜିନିଷ ବହୁତ ମହତ୍ଵପୂର୍ଣ୍ଣ ଅଟେ ।

Image Courtesy: Google

୧. ଝାଡୁ :

କୌଣସି ଝିଅ ବିବାହରେ ଝାଡୁ କେବେ ବି ଦିଅନ୍ତୁ ନାହିଁ ନଚେତ ଘର ସବୁ ସୁଖ ଘର ବାହାରାକୁ ଯାଇଥାଏ, ସେଥିପାଇଁ ଭୁଲରେ ବି ଝାଡୁ ଦିଅନ୍ତୁ ନାହିଁ ।

୨. ଛୁଞ୍ଚି :

ଝିଅ ବିଦାଇରେ ଛୁଞ୍ଚି ଦବା ଉଚିତ ନୁହ ଏହା ଦ୍ଵାରା ଆପଣଙ୍କ ଝିଅ ଜୀବନ କେବେ ସୁଖମୟ ହବ ନାହିଁ ।

Image Courtesy: Google

୩. ଚାଲୁଣି :

ଘରେ ଆପଣ ଚାଲୁଣି ବ୍ୟବହାର କରୁଥିବେ ଅଟା ଚଲା ବା ଅନ୍ୟ ଛତୁଆ ପାଇଁ ମଧ୍ୟ ଏହି ଭଳି ଜିନିଷ ଝିଅ ବିଦାଇରେ କେବେ ବି ଦିଅନ୍ତୁ ନାହିଁ ।

୪. ଆଚାର :

କୌଣସି ଝିଅ ବାହାଘରରେ ଆଚାର ଦିଅନ୍ତୁ ନାହିଁ ଯଦି କୌଣସି ଝିଅ ବିଦାଇରେ ଆଚାର ନେଇ ଯାଇଥାଏ ତେବେ ତା ସମ୍ପର୍କ ସାସୁଘର ଲୋକଙ୍କ ସହ ଭଲ ରହିବ ନାହିଁ ତାକୁ ସମସ୍ତେ ଓଲଟା କଥା କହିବେ ଯାହା ଦ୍ଵାରା ତାଙ୍କ ମନ ଭାଙ୍ଗିଯିବ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *