ଝିଅ ଦରକାର ନା ପୁଅ ? Gender ଚୟନ ପଛର ବିଜ୍ଞାନ, ଯାହା ପିତାମାତାଙ୍କୁ ସେମାନଙ୍କର ଶିଶୁର ଲି-ଙ୍ଗ ବାଛିବାରେ ସାହାଯ୍ୟ କରେ…. ଦେଖନ୍ତୁ ଏହା ବିଷୟରେ ସମ୍ପୁର୍ଣ୍ଣ ତଥ୍ୟ

ବନ୍ଧୁଗଣ ଆପଣଙ୍କର ଝିଅ ଦରକାର ନା ପୁଅ ବହୁତ ଜଲ୍ଦି ନେଇ ପାରିବେ ଦମ୍ପତି ଆଗୁଆ ନିସ୍ପତି । ବୈଜ୍ଞାନିକ ମାନେ ଏଭଳି ଜ୍ଞାନ କୌଶଳ ପ୍ରସ୍ତୁତ କରିଛନ୍ତି ଯାହା ସାହାଯ୍ୟରେ ଦମ୍ପତି ଶିଶୁ ଙ୍କ ଲିଙ୍ଗା ନେଇ ନିସ୍ପତି ନେଇ ପାରିବେ । ବୈଜ୍ଞାନିକ ମାନେ ଦାବି କରିଛନ୍ତି ଏହି ନୂଆ ଜ୍ଞାନ କୌଶଳ ସୁରକ୍ଷିତ ଏବଂ 80 ପ୍ରତିସର ମନ ମୁତାବକ ଫଳାଫଳ ଦେଉଛି ।

ଆସନ୍ତୁ ଜାଣିବା କଣ ସେହି ଜ୍ଞାନ କୌଶଳ କେମିତି ଆପଣ ନିସ୍ପତି ନେବେ ପୁଅ ଦରକାର ନା ଝିଅ ଦରକାର । ସୂଚନା ଅନୁଯାୟୀ ନିଯୁର୍କ ର ବେଲକର୍ଣ୍ଣେଲ ମେଡ଼ିସିନ ର ଗବେଷଣା କରୁଥିବା ପ୍ରଫେସର ଜ୍ଞାନ ପିଓରୋ ନୂଆ ତଥ୍ୟ ହାସଲ କରିଛନ୍ତି । ଏହି ରିସର୍ଚ ରୁ ଆପଣଙ୍କର ଝିଅ ଦରକାର ନା ପୁଅ ତାହା ବାବଦରେ ନିସ୍ପତି ନେଇ ପାରିବେ । ଗବେଷକ ଙ୍କ କହିବା ଅନୁଯାୟୀ ଲିଙ୍ଗ ନେଇ ନିସ୍ପତି ନେଇ ସଫଳତା ମିଳିଛି ।

ତେବେ ମନ ମୁତାବକ ଏଭକି କରିବା ପ୍ରକ୍ରିୟା ବେଶ ଗମ୍ଭୀର ବିଷୟ ଅଟେ । ଏହା ଏଥିପାଇଁ ଯେ କାରଣ ବିଶ୍ଵର ଅନେକ ଦେଶରେ ଜନ୍ମ ପୂର୍ବରୁ ଶିଶୁଙ୍କର ଲିଙ୍ଗା ନିରୂପଣ କରିବା ବେଆଇନ । କେବଳ ଗୋଟେ ସର୍ତ୍ତ ରେ ଶିଶୁର ଲିଙ୍ଗ ବାବଦରେ ତଥ୍ୟ ଦିଆଯାଏ ଯେଉଁ ଥରେ ଗର୍ଭସ୍ଥ ଶିଶୁ କୌଣସି ରୋଗରେ ଆକ୍ରାନ୍ତ ଥାଏ । ଲିଙ୍ଗ ଜାଣିବା ଜନ୍ମ ପୂର୍ବରୁ ଆପଣ କେମିତି ଶିଶୁର ଲିଙ୍ଗ ବାବଦରେ ନିସ୍ପତି ନେଇ ପାରିବେ ।

ଶିଶୁ ମାନଙ୍କର ଲିଙ୍ଗ ନିରୂପଣ ପୂର୍ବରୁ କ୍ରମୋଜନ ଙ୍କୁ ମଧ୍ୟ ବୁଝି ନେବା ଦରକାର । ଆମ ଶରୀରରେ 2 ପ୍ରକାରର କ୍ରମୋଜନ ଥାଏ । ଏହା ହେଉଛି X ଏବଂ Y । ଝିଅ ମାନଙ୍କ ଜନ୍ମ ପଛରେ X କ୍ରମୋଜନ ଓ ପୁଅ ମାନଙ୍କ ଜନ୍ମ ପଛରେ Y କ୍ରମୋଜନ ଥାଏ । ବୈଜ୍ଞାନିକ ଲିଙ୍ଗ ନିରୂପଣ ପୂର୍ବରୁ ସେହି କ୍ରମୋଜନ କୁ ଚିହ୍ନଟ କରିଥିଲେ । ଯାହାର ଫଳାଫଳ ସେମାନେ ଚାହୁଁ ଛନ୍ତି ।

ଯେମିତି ପୁଅ ଙ୍କ ପାଇଁ X କ୍ରମୋଜନ ଏହାର ଫଳାଫଳ ଜାଣିବା ପାଇଁ ସେମାନେ ଡ଼େନସିଟି ଜ୍ଞାନ କୌଶଳର ସାହାରା ନେଇଥିଲେ । ବୈଜ୍ଞାନିକ ଙ୍କ କହିବା ଅନୁଯାୟୀ ଡ଼େନସିଟି ଜ୍ଞାନ କୌଶଳ ଜରିଆରେ ଆପଣ ଜାଣି ପାରିବେ ଯେ କ୍ରୋମୋଜନ ଟି X ନା Y । X କ୍ରମୋଜନ କ୍ରମୋଜନ ତୁଳନାରେ ଶକ୍ତିଶାଳୀ ହୋଇଥାଏ ।

ଏଭଳି ଆପଣ କ୍ରମୋଜନ ନିସ୍ପତି ନେବା ପରେ ସେହି ଅନୁସାରେ କ୍ରମୋଜନ ନେଇ ନିସ୍ପତି ନେଇଥାନ୍ତି । IVF ଜରିଆରେ ଲ୍ୟାବ କୁ ଭ୍ରୁଣ କୁ ବିକଶିତ କରାଯାଇ ପାରିବ । ବିଶେଷଜ୍ଞ ଙ୍କ କହିବା କଥା ଯେ ଏହି ଜ୍ଞାନ କୌଶଳ IVF ଜରିଆରେ ଲାଗୁ କରାଯାଇ ପାରିବ । ଆପଣ ଅଣ ପସନ୍ଦ ଅନୁସାରେ ଶିଶୁର ଲିଙ୍ଗ ନେଇ ନିସ୍ପତି ନେଇ ପାରିବେ ।

ଗବେଷଣା ସମୟରେ 1317 ଜଣ ଦମ୍ପତି ଙ୍କୁ ପରୀକ୍ଷା କରାଯାଇଥିଲା । 59ଟି ଯୋଡି ଝିଅ ପାଇଁ ଆଗ୍ରହ ପ୍ରକାଶ କରିଥିଲେ ଯେଉଁଥିରେ 79% ଓ ପୁଅ ପାଇଁ 46ଟି ଯୋଡି ପୁଅ ଚାହିଁଥିଲେ ଯେଉଁଥିରେ 79.6% ସଠିକ ସଫଳତା ମିଳିଛି । ବନ୍ଧୁଗଣ ଆପଣଙ୍କର ଏହାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *