ଯେତେବେଳେ ଝିଅକୁ ପଚରା ଗଲା ଏହି ପ୍ରଶ୍ନ – ଶରୀର ର କେଉଁ ଅଙ୍ଗରୁ ଝାଳ ବାହାରେ ନାହିଁ, ମିଳିଲା ଏମିତି ଉତ୍ତର

ସେମିତିରେ ଆପଣ ବହୁତ ପ୍ରକାର ପରୀକ୍ଷା ଦେଇ ଥିବେ କିନ୍ତୁ କଣ ଆପଣ ଜାଣିଛନ୍ତି ଅଫିସର ଗ୍ରେଡ ପରୀକ୍ଷା ପ୍ରଶ୍ନ ସବୁ ଠାରୁ କଷ୍ଟକର ହୋଇ ଥାଏ । ଯେତେକ ପରୀକ୍ଷା ଅଛି ସେଥିରୁ ଆଇଏସ ପରୀକ୍ଷା ସବୁ ଠାରୁ କଠିନ ଅଟେ, ଏହି ପରୀକ୍ଷା ଲେଖା ଏବଂ ଇଣ୍ଟରଭ୍ୟୁ ସବୁ ବହୁତ କଷ୍ଟକର ହୋଇ ଥାଏ । ଯଦି ଆପଣ କମ୍ପିଟିଟିଭ ପରୀକ୍ଷା ଦେଇ ଥିବେ ତେବେ ଆପଣ ଅନୁଭବ କରି ପାରିବେ ଯେ ଆଇଏସ ପରୀକ୍ଷା କେତେ କଷ୍ଟ ହଉଥିବ । ଏହି ପ୍ରଶ୍ନ ଦ୍ଵାରା ପରିକ୍ଷକ ଆପଣଙ୍କ ଆଇକ୍ୟୁ ଏବଂ କରେଣ୍ଟ ଅଫେୟର ବିଷୟରେ ଚେକ କରି ଥାନ୍ତି, ଏହି ପରୀକ୍ଷା ପାସ କରିବା ସମସ୍ତଙ୍କ ଦ୍ଵାରା ସମ୍ଭବ ନୁହେଁ ।

Image Courtesy: Google

ଏହି ଅଜବ ଗଜବ ପ୍ରଶ୍ନ ଶୁଣି ଭଲ ଭଲ ଲୋକ ମୁଣ୍ଡ ଖରାପ ହୋଇ ଯାଏ, ତେବେ ଆପଣ ଭାବୁ ଥିବେ ଏମିତି କଣ ପ୍ରଶ୍ନ ପଚରା ଯାଏ ଯାହା ଉତ୍ତର ଦେଇ ପାରନ୍ତି ନାହିଁ, ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଉତ୍ତର । ଏହା ଜାଣିଲା ପରେ ଆପଣ ମଧ୍ୟ କହିବେ ଏମିତି ପ୍ରଶ୍ନ ମଧ୍ୟ ହୋଇ ଥାଏ ।

Image Courtesy: Google

ପ୍ରଶ୍ନ : ବ୍ୟକ୍ତିର କେଉଁ ଅଙ୍ଗ ଜନ୍ମରୁ ମୃତ୍ୟୁ ପର୍ଜନ୍ତ କେବେ ବଢେ ନାହିଁ ?

ଉତ୍ତର : ଆଖି

ପ୍ରଶ୍ନ : ଗୋଟେ ମଣିଷ ୮ଦିନ ନ ସୋଇକି କେମିତି ରହି ପାରିବ ?

ଉତ୍ତର : ମଣିଷ ରାତିରେ ସୋଇ ପାରିବ, ତେବେ ତାକୁ ଦିନରେ ଶୋଇବା କଣ ଦରକାର ।

Image Courtesy: Google

ପ୍ରଶ୍ନ : ଯଦି ଗୋଟେ ଟେବଲ ଉପରେ ଗୋଟେ ତାଟିଆ ରେ ୫ଟି କଦଳୀ ଅଛି ତେବେ ଆପଣ ୬ ଲୋକଙ୍କ ମଧ୍ୟରେ ସମାନ ଭାବରେ କେମିତି ବାଣ୍ଟିବେ ?

ଉତ୍ତର : ଆପଣଙ୍କୁ କହିବାକୁ ଚାହୁଁଛୁ ଗୋଟେ କଦଳୀ ଟେବଲ ଉପରେ ଅଛି ଓ ୫ଟି ତାଟିଆ ଭିତରେ ତେବେ ୬ ଲୋକଙ୍କ ପାଇଁ ୬ଟି କଦଳୀ ସମାନ ହୋଇ ଗଲା ।

ପ୍ରଶ୍ନ : ବର୍ତମାନ ରେ ଭାରତ ମିସ ୱୋର୍ଲ୍ଡ ଖିତାବ ଜିତି ଛନ୍ତି କଣ ଆପଣ କହି ପାରିବେ ୧୯୯୪ରେ ମିସ ୱୋର୍ଲ୍ଡ ଖିତାବ କିଏ ପାଇ ଥିଲେ ?

ଉତ୍ତର : ୧୯୯୪ରେ ମିସ ୱୋର୍ଲ୍ଡ ଖିତାବ ଏସୱର୍ୟା ରାୟ ଜିତି ଥିଲେ, ଯିଏ ଭାରତ ତରଫରୁ ଯାଇଥିଲେ ।

Image Courtesy: Google

ପ୍ରଶ୍ନ : ରେଲବେ ରେ ଆସନ୍ତା ଦିନ ଦୁର୍ଘଟଣା ହଉଛି ଆପଣ ଏହାର ସବୁ ଠାରୁ ବଡ କାରଣ କଣ ମାନନ୍ତି ?

ଉତ୍ତର : ବର୍ତମାନ ରେ ନିୟମିତ ରୂପରେ ଭର୍ତି ହେଉ ନାହିଁ, ଓ ଯେତେକ ଅଧିକାରୀ ଅଛନ୍ତି ତାଙ୍କର ମଧ୍ୟ ଟ୍ରାନ୍ସଫର ହେଉଛି ସେଥିପାଇଁ ଏତେ ଦୁର୍ଘଟଣା ହେଉଅଛି ।

ପ୍ରଶ୍ନ : ମଣିଷ ଶରୀର କେଉଁ ଅଙ୍ଗରୁ ଝାଳ ବାହାରେ ନାହିଁ ?

ଉତ୍ତର : ଓଠ ଉପର ଲେୟର ପାଇଁ ଓଠରୁ ଝାଳ ବାହାରେ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *