ଝିଅ ମାନଙ୍କୁ ଦେଖାଇବାକୁ ଯଦି ଏତେ ଇଚ୍ଛା ତାହେଲେ ସବୁ ଖୋଲିକି…. ଭାଇରାଲ ହେଉଛି କଲେଜ ଛାତ୍ରୀଙ୍କ ଏହି Video, ଯାହା କହୁଛନ୍ତି ଶୁଣି ଆପଣ ବି ହେବେ ଆଶ୍ଚର୍ଯ୍ୟ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ଜଣେ କଲେଜ ଛାତ୍ରୀ ଉତେଜନା ହୋଇ କିଛି ଏମିତି କଥା କହିଛନ୍ତି ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ କଲେଜ ଛାତ୍ରୀ ଜଣକ କହିଛନ୍ତି ପୁଅ ପିଲା ବୋଲି କଣ କଲର ଟେକି କି ଆମ ଆଗରେ ବୁଲିବେ ଆଉ ଆମକୁ ଦେଖେଇ ହେବେ । ଯଦି ଝିଅ ମାନଙ୍କୁ ଦେଖାଇବାର ଏତେ ସଉକ ଅଛି ତେବେ ସବୁ ଖୋଲିକି ଦେଖାଉ ନାହାନ୍ତି ଏଭଳି ମନ୍ତବ୍ୟ ଦେଇଛନ୍ତି କଲେଜ ଛାତ୍ରୀ ଜଣକ । ଆହୁରି ମଧ୍ୟ ଛାତ୍ରୀ ଜଣକ କହିଛନ୍ତି କି ତାଙ୍କ କଲେଜ ଆଗରେ ଗୋରୁ ଛେଳି ପସୁଛନ୍ତି କାହିଁ କେହି ତ ଏହାର ପ୍ରତିବାଦ କରୁ ନାହାନ୍ତି ।

ପୁଅ ପିଲା ମାନେ ତାଙ୍କ କଲେଜ କ୍ୟାମ୍ପସ ଭିତରେ ଦେଇ ଯିବେ ତାହାର ପ୍ରତିବାଦ କରିବାକୁ ସେମାନେ କଲର ଟେକି ଝିଅ ମାନଙ୍କ ଆଗରେ ଚାଲୁଛନ୍ତି ଏଇଟା କଣ ଠିକ କଥା । ତାଙ୍କ କଲେଜ ର ସାର ମ୍ୟାଡମ ମାନେ ଅଭିଯୋଗ କରିବା ପରେ ମଧ୍ୟ କେହି ତାଙ୍କର କଥା ଶୁଣୁ ନାହାନ୍ତି । ଛାତ୍ରୀ ଜଣକ କହିଛନ୍ତି କଲେଜ ଆଗରେ ଯେଉଁ ତ୍ଯୁୱେଲ ଅଛି ସେଠାରେ ପୁଅ ମାନେ ଗାଧଉଛନ୍ତି ।

ଏମିତି ଝିଅ ମାନଙ୍କ ଆଗରେ ଦେଖେଇ ହୋଇ ସେମାନଙ୍କୁ ଏମିତି କଣ ମିଳୁଛି । କଲେଜ ଆଗରେ ଝାଡା କରୁଛନ୍ତି ଏମିତି କି ଛୁଆ ମାନଙ୍କ ଆଗରେ ପୁଅ ମାନେ ଝିଅ ମାନଙ୍କୁ କମେଣ୍ଟ ପାସ କରୁଛନ୍ତି । ଝିଅ ମାନଙ୍କ କଲେଜ ଆସିପାରୁ ନାହାନ୍ତି ଯାହାର କାରଣ ଗୁଡିକ ଏହି ସବୁ ଅଶ୍ଳୀଳ ପୁଅ ମାନଙ୍କର ଖରାପ ଆଚରଣ ପାଇଁ । ପୁଅ ମାନେ ଟ୍ଯୁୱେଲ ଭାଙ୍ଗି ଦେଇଛନ୍ତି ବୋଲି ଛାତ୍ରୀ ଜଣକ କହିଛନ୍ତି ।

ଲକ ଡାଉନ ଥିବା କାରଣରୁ କଲେଜ ବନ୍ଦ ଥିଲା ତେବେ ଟ୍ଯୁୱେଲ କେମିତି ମନକୁ ମନ ଭାଙ୍ଗି ଗଲା ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରୀ ଜଣକ । ଏବେ ସେମାନେ କହୁଛନ୍ତି ପାଇଖାନା କରିବାକୁ କିନ୍ତୁ ଯେତେବେଳେ ତାଙ୍କ ସାରା ମ୍ୟାଡମ ମାନେ କହୁଥିଲେ କେହି ତ ଶୁଣୁ ନ ଥିଲେ । ଚିପ୍ସ ବାଲି କାହାକୁ ପଚାରି କଲେଜ ଆଗରେ ପକାଇଛନ୍ତି ସବୁ କଲେଜ ପଛ ପଟେ ପଡିଛି ।

ଏଠି କଣ ରାସ୍ତା ନାହି ରାସ୍ତା ବାଟେ ଯାଇ ହେବ ନାହି ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରୀ । ଆମ କଲେଜ କଣ କଲେଜ ନୁହେଁ ନା ଆମ ସାର ମ୍ୟାଡମ ମଣିଷ ନୁହନ୍ତି ଏଭଳି ରାଏ ଦେଇଛନ୍ତି କଲେଜର ଛାତ୍ରୀ ଜଣକ । ତମ କଲେଜ କଣ ବଡ ପିଲାଙ୍କୁ ପଢାଇବା ବୋଲି କଣ ଆମ ଛୋଟ ଲୋକ ବୋଲି କଲେଜରେ ପଢି ପାରିବା ନାହି ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରୀ ।

ଗରିବ ବୋଲି କଣ ଆମର ଇଜ୍ଜତ ମହତ ନାହି କଣ ପାଇଁ ଉଲଗ୍ନ ହୋଇ କଲେଜ ଆଗରେ ଗାଧୋଇବେ ପୁଅ ମାନେ । ତେବେ ଏଭଳି ମନ୍ତବ୍ୟ ଦେଇଛନ୍ତି କଲେଜର ଛାତ୍ରୀ ପୁଅମାନଙ୍କର ଅଶ୍ଳୀଳ ବ୍ୟବହାର ବିଷୟରେ । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *