ଝିଅମାନେ ନିଜର କେଉଁ 4ଟି କଥା ସମସ୍ତଙ୍କୁ ମିଛ କୁହନ୍ତି- Ajira Anuchinta

ଆଜି ଆମେ ଆପଣଙ୍କୁ ଘରର ବାସ୍ତୁ ବିଷୟରେ କିଛି ବିଶେଷ ସୂଚନା ଦେବୁ । ଯାହାକି ଆପଣଙ୍କ ଘରର ଲକ୍ଷ୍ମୀ ଅର୍ଥାତ ପତ୍ନୀଙ୍କ ସହ ଜଡିତ ଅଛି । ଯଦି ଆପଣ ଏହି ସମସ୍ତ ବାସ୍ତୁ ଦୋଷକୁ ଦୂର କରିବେ ନାହିଁ ତେବେ ଆପଣଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରିବାକୁ ପଡୁଥିବ କିମ୍ବା ସମସ୍ୟା ମଧ୍ୟ ଦେଇ ଗତି କରୁଥିବେ । ତେବେ ଚାଲାନ୍ତୁ ଜାଣିବା ସେହି ସମସ୍ତ ବାସ୍ତୁ ଦୋଷ ବିଷୟରେ ।

୧. ଯଦି ଆପଣ ଘରେ ପାଣିର ବୋରିଙ୍ଗ ସିଷ୍ଟମ କରୁଛନ୍ତି ତେବେ କେବେ ବି ଏହାକୁ ଦକ୍ଷିଣ ଦିଗରେ କରନ୍ତୁ ନାହିଁ । କାରଣ ଏହି ଦିଗରେ କରିଲେ ଘରେ ସର୍ବଦା ମହିଳାମାନଙ୍କର ସ୍ୱାସ୍ଥ୍ୟ ଖ-ରା-ପ ହୋଇଥାଏ । ୨. ମହିଳାମାନେ କେବେ ବି ଦକ୍ଷିଣ ଦିଗକୁ ମୁହଁ କରି ରୋଷେଇ କରନ୍ତୁ ନାହିଁ ଏହିଭଳି କରିବା ଦ୍ଵାରା ମହିଳାମାନଙ୍କୁ ଆଣ୍ଠୁଗଣ୍ଠି ଭଳି ସମସ୍ୟାର ସାମ୍ନା କରିବାକୁ ପଡିପାରେ ।

୩. ଘରର ଉତ୍ତର ପୂର୍ବ ଦିଗରେ କେବେ ବି ଶୌଚାଲୟ କରନ୍ତୁ ନାହିଁ । ଯଦି ଆପଣଙ୍କ ଘରେ ଏହି ଦିଗରେ ଶୌଚାଲୟ ଅଛି ତେବେ ଏହା ମହିଳାମାନଙ୍କର ବଂଶବୁଦ୍ଧିରେ ବାଧା ସୃଷ୍ଟି କରିଥାଏ ।

୪. କହିଦେଉଛୁ କି ସ୍ଵାମୀ ସ୍ତ୍ରୀଙ୍କ ବେଡରୁମ କେବେ ବି ଘରର ଉତ୍ତର ପୂର୍ବ ଦିଗରେ କରିବା ଉଚିତ ନୁହେଁ । ନଚେତ ଏହା ସେମାନଙ୍କର ଉନ୍ନତିରେ ବାଧା ସୃଷ୍ଟି କରିଥାଏ ।

୫. ମହିଳାମାନେ କେବେ ବି ଘରର ଦ୍ଵାର ମୁହଁରେ ବସି କୌଣସି ଖାଦ୍ୟ ଜିନିଷ ସେବନ କରନ୍ତୁ ନାହିଁ । ଏହା ସହିତ ଘରର ମହିଳାମାନେ କେବେ ବି ଝାଡୁକୁ ଗୋଡ ମା-ର-ନ୍ତୁ ନାହିଁ, ଏହା ଅଶୁଭ ହୋଇଥାଏ ।

୬. ରୋଷେଇ ଘରେ ମହିଳାମାନେ କେବେ ବି ଅଇଁଠା ବାସନ ରଖନ୍ତୁ ନାହିଁ ଓ ରୋଷେଇ ଘରେ ବାସନ ସଫା କରିବା ଉଚିତ ନୁହେଁ । ଏହି ଦୁଇଟି କାମ ଅଶୁଭ ହୋଇଥାଏ ।

୭. ଘରର ମହିଳାମାନେ ଯଦି ସବୁଦିନ କୌଣସି ବି ଧଳା ଜିନିଷ ଦାନ କରିବେ ତେବେ ବହୁତ ଜଲ୍ଦି ଆପଣଙ୍କ ଘରେ ଧନର ଅଭାବ ଦୂର ହୋଇଯିବ ।

୮. ଯଦି ଆପଣଙ୍କର ଧାତୁ ଦୁର୍ବଳ ଅଛି ତେବେ ଦୁଇ ମାସ ପର୍ଯ୍ୟନ୍ତ ସବୁଦିନ ଅଳ୍ପ ଗରମ ପାଣିରେ ରସୁଣ ରସ ପକାଇ ପିଅନ୍ତୁ ଓ ଏହା ଦ୍ଵାରା ଆପଣଙ୍କର ଏହି ସମସ୍ୟା ବହୁତ ଜଲ୍ଦି ଦୂର ହୋଇଯିବ ।

୯. ଯଦି କୌଣସି ମହିଳା ଗର୍ଭବତ୍ତୀ ଅଛନ୍ତି ଓ ସେ ନିଜର ପ୍ରସବ ଯନ୍ତ୍ରଣାକୁ କମ କରିବା ପାଇଁ ଚାହୁଁଛନ୍ତି ତେବେ ସେମାନେ ରସୁଣକୁ ଚୋବାଇ ଖାଆନ୍ତୁ । ଏହା ଦ୍ଵାରା ଆପଣଙ୍କ ପ୍ରସବ ଯ-ନ୍ତ୍ର-ଣା କମ ହୋଇଯିବ ଓ ଆପଣଙ୍କ ସନ୍ତାନ ବି ଜଲ୍ଦି ଜନ୍ମ ହୋଇଯିବ ।

୧୦. ଯଦି ଆପଣଙ୍କର ଅତ୍ୟଧିକ ଜର ହୋଇଛି ଓ ବହୁତ ଔଷଧ ଖାଇବା ପରେ ବି ଜର କମ ହେଉ ନାହିଁ । ତେବେ ରସୁଣକୁ ଛେଚି ତାହାର ରସକୁ ନାଭି ଚାରିପଟେ ଲଗାନ୍ତୁ । ଅଳ୍ପ ସମୟ ମଧ୍ୟରେ ଜର କମିଯିବ ।

୧୧. ଯଦି କୌଣସି ମହିଳାର ବ-ନ୍ଧ୍ୟା ଦୋ-ଷ ଅଛି ତେବେ ସେମାନେ କିଛି ଦିନ ପର୍ଯ୍ୟନ୍ତ ରସୁଣ ସେବନ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଗର୍ଭାଶୟ ପରିଷ୍କାର ହୋଇଯିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *