ଝିଅମାନେ ପଟୁନଥିଲେ, ଭାରି ଖରାପ ଲାଗୁଥିଲା! ବାଧ୍ୟ ହୋଇ ଅସ୍ତ୍ରପ୍ରଚାର କରି ନୂଆ… ଦେଖନ୍ତୁ Video କଣ କହୁଛନ୍ତି ଯୁବକ

ଦର୍ଶକ ବନ୍ଧୁ ପ୍ରେମିକ ମାନେ ପ୍ରେମ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହେଉଛନ୍ତି । ପ୍ରେମ ପାଇଁ ଜୀବନ ଦେବା ତ ଦୂରର କଥା ଏବେ ପ୍ରେମ ପାଇଁ ଯେ କୌଣସି ପଦକ୍ଷେପ ନିଆ ଯାଉଛି ତାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯେବେ ସାରା ଦେଶରେ ତାପମାତ୍ରା ବୃଦ୍ଧି ପାଇଛି ସେତେବେଳେ ପ୍ରେମକୁ ନେଇ ଏକ ତାଜା ଖବର ସାମନାକୁ ଆସିଛି । ଯାହାକୁ ଶୁଣିଲେ ମଣିଷ ତାଯୁବ ହୋଇ ଯାଉଛି ।

ଆଉ ଏହି ଖବରକୁ ନେଇ ମଣିଷ କଣ ପ୍ରତିକ୍ରିୟା ଦେବ ତାହା ଜାଣିପାରୁ ନାହାନ୍ତି । ହଁ ଦର୍ଶକ ବନ୍ଧୁ ଆଜି ଜଣେ ମଣିଷ ତାର ଉଚ୍ଚତା କୁ ବଢାଇ ଦେଇଛି । ତାହା ପୁଣି ଅସ୍ତ୍ରୋପୋଚାର ରେ । ଟିକେ ଉଚ୍ଚତା କମ କାରଣରୁ ଝିଅ ମାନେ ତାଙ୍କୁ ସମ୍ମାନ ଦେଉ ନ ଥିଲେ । ଗେଡା ଗେଡା ବୋଲି ଚିଲାଉ ଥିଲେ ଝିଅ ମାନେ ମନ ଦେବାକୁ ରାଜି ନ ଥିଲେ । ସେଥିପାଇଁ ସେ ନିଷ୍ପତି ନେଲେ ତାଙ୍କ ଉଚ୍ଚତା ବଢାଇବା ପାଇଁ ।

ସେଥିପାଇଁ ସେ ଅନେକ ପଦକ୍ଷେପ ଗ୍ରହଣ କରିଲେ କିନ୍ତୁ ଫେଲ ହେଲେ । ବ୍ୟାୟାମ ଠାରୁ ଆରମ୍ଭ କରି ମିଳୁଥିବା ପ୍ରୋଟିନ ପାଉଡର ବି ପିଇଲେ । ଶେଷରେ ନିଷ୍ପତି ନେଲେ ଘରକୁ ଯେମିତି ମାଟି ତଳୁ ଉପରକୁ ଉଠା ଯାଉଛି ସେମିତି ତାଙ୍କ ଗୋଡ ଉପରକୁ ଶରୀରକୁ ଅପରେସନ ଅର୍ଥାତ ଅସ୍ତ୍ରୋପୋଚାର ଦ୍ଵାରା ଉଠାଯିବ । ଆଉ ସେଥିରେ ସଫଳ ବି ହେଲେ ।

ଆମେ କହୁଛୁ ଆମେରିକୀୟ ବ୍ୟକ୍ତି ଯାହାଙ୍କର ଉଚ୍ଚତା 5 ଫୁଟ 5 ଇଞ୍ଚ ହେଲା । ଯେଉଁଥି ପାଇଁ ସେ ମାନସିକ ଚିନ୍ତା ରେ ରହୁଥିଲେ । ଆଉ ନିଜର ଉଚ୍ଚତା ବଢାଇବା ପାଇଁ ନିଷ୍ପତି ନେଲେ ଆଉ ଅସ୍ତ୍ରୋପୋଚାର କରିଲେ । ଏକ ଦୀର୍ଘ ଅସ୍ତ୍ରୋପୋଚାର ହେଲା । ଯେଉଁଥି ରେ ସମସ୍ଯା ହେଲା ଯନ୍ତ୍ରଣା ବି ହେଲା । ପାଖାପାଖି କୋଟିଏ ଟଙ୍କା ରୁ ଅଧିକ ଟଙ୍କା ଖର୍ଚ୍ଚ ହେଲା । 2016 ରୁ ଅସ୍ତ୍ରୋପୋଚାର ଆରମ୍ଭ ହୋଇ ଏବେ ସରିଲା ।

2ଟି ରାଉଣ୍ଡ ରେ ଅସ୍ତ୍ରୋପୋଚାର ହେଲା । ଆଉ ଏହା ମାଧ୍ୟମରେ ଆହୁରି 3 ଇଞ୍ଚ ଉଚ୍ଚତା ବୃଦ୍ଧି ପାଇଲା । ଉଚ୍ଚତା ବୃଦ୍ଧି ପାଇଁ 1.35 କୋଟି ଟଙ୍କା ଖର୍ଚ୍ଚ ହେଲା । ସବୁଠାରୁ ବଡ କଥା ଉଚ୍ଚତା ବଢି ସାରିବା ପରେ ବ୍ୟକ୍ତି ଜଣକ ନିଜର ଗାର୍ଲଫ୍ରେଣ୍ଡ ପାଇଛନ୍ତି । ଏଠାରେ କହି ରଖୁଚୁ ଲୋକେ ତାଙ୍କୁ ପରିହାସ କରୁଥିଲେ । ବର୍ତ୍ତମାନ ନିଜର ଉଚ୍ଚତା ବୃଦ୍ଧି କରି ଆତ୍ମବିଶ୍ଵାସ ଅନୁଭବ କରୁଛନ୍ତି । ଆଉ ନୂଆ ନୂଆ ଗାର୍ଲଫ୍ରେଣ୍ଡ ପାଇ ବଜାର ସାରା ଘୁରି ବୁଲୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *