ଝିଅଙ୍କ ଓଠ ତାଙ୍କ ସ୍ଵଭାବ ବିଷୟରେ କହି ଥାଏ, ଜାଣନ୍ତୁ ନିଜ ଗର୍ଲଫ୍ରେଣ୍ଡ ବିଷୟରେ ରହସ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ମଣିଷ ଭବିଷ୍ୟତ, ଗତ କଥା ଏବଂ ବର୍ତମାନ ନା କେବଳ ତାଙ୍କ ଜାତକରୁ ଜଣା ପଡେ ତେବେ ମଣିଷ ଶରୀର ଅଙ୍ଗ ମଧ୍ୟ ବହୁତ ପ୍ରକାର ରହସ୍ୟ କହି ଥାଏ । ଭାରତୀୟ ଜ୍ୟୋତିଷ ଶାସ୍ତ୍ର ବା ସମୁଦ୍ର ଶାସ୍ତ୍ର ଅନୁଯାଇ ଏହି କଥା ଗୁଡିକ କୁହା ଯାଇଛି, କୁହା ଯାଇଛି ଯେ ମଣିଷ ଶରୀର ଅଙ୍ଗ ତାଙ୍କ ସ୍ଵଭାବ ଏବଂ ବ୍ୟବହାର ଚିହ୍ନିବାରେ ସାହାଯ୍ୟ କରି ଥାଏ ।

କଣ ଆପଣ ଜାଣିଛନ୍ତି ଯେ ମହିଳାଙ୍କ ଓଠ ଆକାର ଏବଂ ରଙ୍ଗ ତାଙ୍କ ବିଷୟରେ ବହୁତ ରହସ୍ୟ ଖୋଲି ଥାଏ, ତେବେ ଆସନ୍ତୁ ଜାଣିବା ମହିଳାଙ୍କ ଓଠ ଆକାର ଏବଂ ରଙ୍ଗ ଦ୍ଵାରା ତାଙ୍କ ସ୍ଵଭାବ କିପରି ହବ ।

ମୋଟା ଓଠ :

ଯେଉଁ ଝିଅଙ୍କ ଓଠ ମୋଟା ହୋଇ ଥାଏ ସେହି ଝିଅ ଝଗଡା କରିବା ପ୍ରକୃତି ର ହୋଇ ଥାନ୍ତି, ନିଜ ପାର୍ଟନର ସହ ମଧ୍ୟ ଏହି ପରି ଝିଅ ଅଧିକ ଦିନ ରହି ପାରନ୍ତି ନାହିଁ । ମୋଟା ଓଠ ଝିଅ ବହୁତ ରାଗି ଏବଂ ଜିଦ୍ଦି ହୋଇ ଥାନତି, ଅନ୍ୟ କାହା ସହ ମିସିବା ପାଇଁ ମଧ୍ୟ ଏହି ପରି ଝିଅଙ୍କୁ ସମୟ ଲାଗି ଥାଏ ।

ପତଳା ଓଠ :

ଯେଉଁ ଝିଅଙ୍କ ଓଠ ପତଳା ହୋଇ ଥାଏ ଏହି ପରି ଝିଅ ବହୁତ ସରଳ ସ୍ଵଭାବର ହୋଇ ଥାନ୍ତି, ଏହା ସହ ସେ ନିଜ ପାର୍ଟନରକୁ ବହୁତ ଭଲ ପାଇ ଥାନ୍ତି । ପତଳା ଓଠ ଝିଅ ପାରିବାରିକ ନହୋଇ ପାରନ୍ତି କିନ୍ତୁ ନିଜ ପାର୍ଟନରକୁ କୌଣସି ଅସୁବିଧା ରେ ଏକୁଟିଆ ଛାଡିବେ ନାହିଁ । ପତଳା ଓଠ ଲୋକ ମାନେ ନିଜ ଜୀବନ ରେ ବହୁତ ସଂଘର୍ଷ କଲା ପରେ ଉନ୍ନତି ପାଇ ଥାନ୍ତି ।

ଆକର୍ଷକ ଓଠ :

ଯେଉଁ ଝିଅଙ୍କ ଓଠ ବହୁତ ଆକର୍ଷକ ହୋଇ ଥାଏ ସେହି ଝିଅ ବହୁତ ପରିଶ୍ରମୀ ହୋଇ ଥାନ୍ତି, ସେହି ଝିଅ ବୁଦ୍ଧିମାନ ମଧ୍ୟ ହୋଇ ଥାଏ । ଆକରଷକ ଓଠ ଝିଅ ନିଜ କାମରେ ବହୁତ ସଚ୍ଚୋଟ ହୋଇ ଥାନ୍ତି ।

କଳା ଓଠ :

ପ୍ରାୟତଃ ଝିଅଙ୍କ ଓଠ କଳା ହୋଇ ଥାଏ, କଳା ଓଠ ଝିଅମାନେ ବହୁତ ହୋସିଆର ଏବଂ ବୁଦ୍ଧିମାନ ହୋଇ ଥାନ୍ତି । ଏହି ଝିଅମାନଙ୍କ ସହ କଥା ରେ କେହି ପାରିବେ ନାହିଁ, ଯଦି ଆପଣଙ୍କ ଗର୍ଲଫ୍ରେଣ୍ଡ ବା ସ୍ତ୍ରୀ ଓଠ କଳା ଅଛି ତେବେ ଖୁସି ହୋଇ ଯାନ୍ତୁ କାହିଁକିନା ଏହି ପରି ଝିଅମାନେ ନିଜ ସ୍ଵାମୀ ସେବା କରି ଥାନ୍ତି ।

Leave a Reply

Your email address will not be published. Required fields are marked *