ଝିଅରୁ ସାଜିଥିଲେ ନବ ବଧୁ, 8 ଦିନ ବି ସହିପାରିଲାନି ଦଇବ…. ସମ୍ପୁର୍ଣ୍ଣ ଘଟଣା ଜାଣି ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ବନ୍ଧୁଗଣ ବାହାଘରକୁ ମାତ୍ର 8 ଦିନ ପୁରିଥିଲା । କେତେ ଖୁସି ରେ ଝିଅ ଟି ବୋହୂ ବେସ ସାଜି ବେଦିରେ ବସି ସାତ ଜନ୍ମ କୁ ସାକ୍ଷୀ କରି ବିବାହ କରି ପର ଘରକୁ ଚାଲି ଯାଇଥିଲା । ଝିଅର ଆଖି ରେ ଥିଲା ଅନେକ ସ୍ଵପ୍ନ । ହେଲେ ଝିଅ ଦେଖିଥିବା ସ୍ଵପ୍ନ ବେସୀ ଦିନ ରହିଲା ନାହି । ବିବାହର 8 ଦିନ ପରେ ସବୁ ସ୍ଵପ୍ନ ଶେଷ ହୋଇଗଲା । ନବ ବଧୁ ଦେଖିଥିବା ସ୍ଵପ୍ନ ମାଟିରେ ମିସିଗଲା ।

ଆଉ ନବ ବଧୁ ସବୁ ଦିନ ପାଇଁ ଆ-ର-ପା-ରି-କୁ ଚାଲିଗଲା । ସୂଚନା ଅନୁଯାୟୀ ଫେବୃଆରୀ 22 ତାରିଖରେ ଧୂଆଁପଦ ଗାଁ ର ବନବିହାରୀଙ୍କ ଜେନା ଙ୍କ ଝିଅ ଶୁଭସ୍ମିତାଙ୍କୁ ଗାରୋଇ ଗାଁର ଅବଧୂତ ବିଶ୍ଵାଳଙ୍କ ପୁଅ ଅରୂପାନନ୍ଦ ବୈଦିକ ରୀତିରେ ବିବାହ କରିଥିଲେ । ହେଲେ ବିବାହର 8 ଦିନ ପରେ ଶୁଭସ୍ମିତା ଘର ଭିତରେ ଜୀବନ ହା-ରି-ଥି-ଲେ । ଏହା ପରେ ଝିଅର ପରିବାର ଲୋକେ ସେଠାରେ ପହଞ୍ଚିଥିଲେ ।

ଦେଖିଲା ବେଳକୁ ଝିଅର ମୃ-ତ୍ୟୁ ହୋଇ ସାରିଛି ଏବଙ ତା ଶରୀରରେ ବିଭିନ୍ନ ଜାଗାରେ କ୍ଷତ ଚିହ୍ନ ରହିଛି । ତେବେ ଶୁଭସ୍ମିତାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ବିବାହ ସମୟରେ ଆବଶ୍ୟକ ମୁତାବକ ଯୌତୁକ ଦିଆଯାଇଥିଲା । ହେଲେ ଆବଶ୍ୟକ ଠାରୁ ଅଧିକ ଯୌତୁକ ଦାବି କରିଥିଲେ ଶାଶୁଘର ଲୋକେ । ତାଙ୍କ ଝିଅ ନିଜେ ମ-ରି ନାହି ବରଂ ତାକୁ ଶାଶୁଘର ଲୋକେ ମା-ରି ଦେଇଥିବା ଝିଅର ପରିବାର ଅଭିଯୋଗ କରିଛନ୍ତି ।

ସେପଟେ ନବ ବଧୁଙ୍କ ସ୍ଵାମୀ ଅରୂପାନନ୍ଦ କହିଛନ୍ତି ମୁଁ ମୋ ମାମୁଁ ଘରକୁ ଯାଇଥିଲି ମୋତେ ମୋ ପରିବାର ଲୋକେ ଜଣାଇଲେ । ଯାହାକୁ ଶୁଣିବା ପରେ ମୁଁ ସଙ୍ଗେ ସଙ୍ଗେ ଚାଲିଆସିଲି । ସେପଟେ ଗାରୋଇ ଫାଣ୍ଡି ଅହଡିକାରୀ ପହଞ୍ଚି ନାଉଆଣ ଥାନା ଅଧିକାରୀଙ୍କୁ ଏ ବାବଦରେ ଜଣାଇଥିଲେ । ପରେ ସେଠାରେ ମାଜିଷ୍ଟେଟ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିବା ପରେ ଶବ ବ୍ୟବଛେଦ ପାଇଁ ପଠାଯାଇଥିଲା ।

ଶାଶୁଘର ଲୋକେ କହିଛନ୍ତି ଝିଅ ନିଜ ଇଚ୍ଛାରେ ଜୀବନ ହା-ରି-ଛି । ହେଲେ ବାପଘର ଲୋକେ କହିଛନ୍ତି ଆମ ଝିଅକୁ ସେମାନେ ମାରି ଦେଇଛନ୍ତି ଯାହାର ଅଭିଯୋଗ କରିଛନ୍ତି ଝିଅର ବାପା । ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ସ୍ଵାମୀ ଅରୂପାନନ୍ଦ ବିଶ୍ଵାଳଙ୍କୁ ଥାନାରେ ଅଟକ ରଖିଛି ।

ସେପଟେ ଜଗତସିଂପୁର ମେଡିକାଲରୁ ଶ-ବ ବ୍ୟ-ବ-ଛେ-ଦ ରିପୋର୍ଟ ଆସିବା ପରେ ପରିବାର ଲୋକଙ୍କୁ ଶ-ବ ହସ୍ତାନ୍ତର କରାଯାଇ ନବ ବଧୁଙ୍କ ଶେ-ଷ-କୃ-ତ୍ୟ ସମ୍ପନ୍ନ ହୋଇଛି । ଝିଅଟି ବିବାହ ପରେ କେତେ ସ୍ଵପ୍ନ ଦେଖିଥାଏ । ବେଦିରେ ବସିବି ସାତ ଜନ୍ମକୁ ସାକ୍ଷୀ ରଖିକି ବିବାହ କରିବି । ବିବାହ ପରେ ନୂଆ ଘରେ ପାଦ ରଖିକି ନୂଆ ଜୀବନ ଗଢିବା ପାଇଁ ବସା ବାନ୍ଧିଥାଏ ।

ହେଲେ ଆଜିର ସମାଜରେ ବିବାହ ପରେ ଲୋକେ ମା-ରି-ବା-କୁ ପଛାଉ ନାହାନ୍ତି । ତାଙ୍କୁ ଭଲ ବୋହୂ ଦରକାର ନାହି ଖାଲି ଟଙ୍କା ଦରକାର । ଆଉ ଏ ଟଙ୍କା ପାଇଁ ଚାଲିଯାଉଛି ନବ ବଧୁଙ୍କ ଜୀବନ । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *