ପିତା ନିଜ ଝିଅ ଚୁଟିରେ ଲଗାଇଲେ କ୍ୟାମେରା, ତା ପରେ ଯାହା ହେଲା ଦେଖି ସମସ୍ତଙ୍କ ହୋସ ଉଡିଗଲା

ଆମ ଦେଶରେ ପ୍ରତେକ ଦିନ କିଛି ନା କିଛି ଘଟଣା ଘଟୁଛି । ଯାହାକୁ ଆଖିରେ ନ ଦେଖିଲେ ବିଶ୍ଵାସ ଅକ୍ରିୟ ହେବନି । ଆଜିକାଲିର ଇଣ୍ଟରନେଟ ଦୁନିଆରେ ଅନେକ ପରିବର୍ତ୍ତନ ଦେଖା ଯାଉଛି । ଘଟଣା ଯେତେ ବଡ ହୋଇଥାଉ ନାଁ କାହିଁକି ତାହା କ୍ୟାମେରାରେ କ୍ୟାପଚାର ହୋଇଗଲେ ସତ କଣ ସାମନାକୁ ଆସିଥାଏ । ଆଜିର ଆମର ଏହି ଲେଖାରେ ରହିଛି ଜଣେ ଶିକ୍ଷକଙ୍କ ବ୍ୟବହାର ନିଜ ଛାତ୍ର ପ୍ରତି କିପରି ରହିଛି । ଆଜିକାଲି ଦୁନିଆରେ ଶିକ୍ଷା ବହୁତ ଜରୁରୀ ହୋଇ ଗଲାଣି । ସେଥିପାଇଁ ପ୍ରେକ ବାପା ମା ନିଜ ଛୁଆକୁ ଭଲ ସ୍କୁଲରେ ପଢାଇବାକୁ ଚାହିଁଥାନ୍ତି ।

ଏଥିପାଇଁ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ଏ ସବୁ ସତ୍ବେ ଯେତେବେଳେ ପିଲା ସ୍କୁଲରୁ ଫେରିବା ପରେ କାନ୍ଦିବାକୁ ଲାଗିଥାଏ ସେହି ସମୟରେ ମାତା ପିତାଙ୍କୁ କଣ ଅନୁଭବ ହେଉଥିବ । ସ୍କୁଲରେ ଯେବେ ପିଲାଙ୍କୁ କ୍ଳାସ ଟିଚର ଗାଳି ଦେବା ସହ ତାକୁ ମାରୁଥିବା ବା ତା ସହ ଖରାପ ବ୍ୟବହାର କରୁଥିବା କେମିତି ଲାଗିବ । କିଛି ମାତା ପିତା ଏ କଥାକୁ ସିରିଏସ ନ ନେଇ ନିଜ ପିଲାଙ୍କର ଦୋଷ ବୋଲି ଭାବିଥାନ୍ତି । କିନ୍ତୁ ଏଥିପାଇଁ ଧ୍ୟାନ ଦେବା ଉଚିତ । ଫ୍ଲୋରିଡାରେ ରହୁଥିବା ଥମୋସ ନାମକ ବ୍ୟକ୍ତିଙ୍କର କୁନି ଝିଅ ପାଇଁ ଗ୍ରୋଭ ସ୍କୁଲରେ ପାଠପଢେ ।

ସେ ଝିଅଟି ସ୍କୁଲରୁ ହେରିବା ନିଜ ପିତାଙ୍କୁ ଜଣାଇ ଥିଲା କି ତା ସ୍କୁଲ ଟିଚର ତା ସହ ବହୁତ ଖରାପ ବ୍ୟବହାର କରୁଛି । ଏହା ଶୁଣିବା ପରେ ତା ପିତା ଏହି କଥାକୁ ସିରିଏସ ନେଇଥିଲେ । ଥମୋସ ଭାବିଲେ କି ସ୍କୁଲରେ ଯାଇ ଏ ସବୁ କଥା ପ୍ରିନସିପାଲଙ୍କୁ ଜଣାଇବେ । କିନ୍ତୁ ଏପରି କରିଲେ ହୁଏ ତ ପିଲାର ଟିଚର ତା ସହ ଅଧିକ ଖରାପ ବ୍ୟବହାର କରି ପାରନ୍ତି । ସେଥିପାଇଁ ଥୋମାସ ଏକ ଉପାୟ ଚିନ୍ତା କରିଲେ । ସେ ତାଙ୍କ ଝିଅର ହେୟାର ବ୍ୟାଣ୍ଡରେ ଏକ ହିଡେନ କ୍ୟାମେରା ଲଗାଇ ଦେଲେ ।

 

ଏହା ପରେ ଝିଅ ଘରକୁ ଫେରିବା ପରେ ତା ସହ ତା ତିଚାର ସ୍କୁଲରେ କଣ ସବୁ କରିଛି ତାହା କ୍ୟାମେରା ସାହାଜ୍ଯରେ ଥୋମାସ ଘରେ ବସି ଦେଖିବାକୁ ଲାଗିଲେ । ଏହା ଦେଖିବା ପରେ ସେ ନିଜକୁ ନିୟନ୍ତ୍ରଣ କରି ପାରିଲେ ନାହି । ଏହା ପରେ ତା ପର ଦିନ ସେ ସ୍କୁଲକୁ ଯାଇ ପ୍ରିନସିପାଲଙ୍କୁ ତାଙ୍କ ଝିଅ ସହ ହେଉଥିବା ଅ-ତ୍ୟା-ଚା-ର ର ଭି-ଡି-ଓ ଦେଖାଇଥିଲେ । କିନ୍ତୁ ପ୍ରିନସିପାଲ ଏ କଥା ବିଶ୍ଵାସ ନ କରି ଓଲଟା ଥୋମାସଙ୍କ ଉପରେ କେସ କରିଥିଲେ ।

ଏହା ପରେ ଥୋମାସ ଜାଣିବାକୁ ପାଇଲେ କି ତାଙ୍କ ଝିଅ ଏ ସ୍କୁଲରେ ସୁରକ୍ଷିତ ନୁହେଁ । ଏହା ପରେ ସେ ତାଙ୍କ ଝିଅର ଅନ୍ୟ ସ୍କୁଲରେ ଆଡମିସନ କରାଇ ଥିଲେ । ତେଣୁ ଯେବେ ବି ଆପଣଙ୍କ ପିଲା ଆପଣଙ୍କୁ କିଛି କହୁଛି ତାହା ପ୍ରତି ଆପଣ ମାନେ ଧ୍ୟାନ ଦେବା ଉଚିତ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *