ଝିଅଟି ନିଜର ମୃତ୍ୟୁର 1ଦିନ ପୂର୍ବରୁ କରିଥିଲା ଭବିଷ୍ୟବାଣୀ, ଯେଉଁଠାରେ କହିଥିଲା ସେଠାରେ ହିଁ ମିଳିଥିଲା ଶବ…. ସଂପୂର୍ଣ୍ଣ ଖବର ଜାଣି ଚକିତ ରହିଯିବେ

ପ୍ରତେକ ବ୍ୟକ୍ତି ଜନ୍ମ ନେଇଛି ସତ କିନ୍ତୁ ତାର ମୃ-ତ୍ୟୁ ନିଶ୍ଚିନ୍ତ ଅଟେ । ଏହି କଥାର ସତ୍ୟତା କେବେ କେହି ଏଡାଇ ପାରିବେ ନାହି । କିନ୍ତୁ ବ୍ୟକ୍ତି କଣ ଯାଇଥାଏ ଯେ ତାର ମୃ-ତ୍ୟୁ କେବେ ଓ କେଉଁ ମୂହୁର୍ତ୍ତରେ ଘଟିବ । ଏହା ଏକ ଅଜବ ପ୍ରଶ୍ନ ଅଟେ । କିନ୍ତୁ ଆଜିର ଆମର ଏହି ଲେଖାରେ ଏହି ଭଳିଆ କିଛି ଘଟଣା ରହିଛି ଯେଉଁ ଠାରେ ମଣିଷ ନିଜ ମ-ର-ଣ-ର ସମୟ ନିଜେ ଜାଣି ପାରିଛି । ସ୍ଵାମୀ ବିବେକାନନ୍ଦ ଯିଏ ଆଧାତ୍ମିକ ଭରତ ଦର୍ଶନରେ ପରିପୂର୍ଣ୍ଣ ଥିବା କଥା ଗୁଡିକୁ ଆମେରିକା ଠାରୁ ଆରମ୍ଭ କରି ୟୁରୋପରେ ପହଞ୍ଚାଇ ପାରିଥିଲେ ।

ବିବେକାନନ୍ଦ ନିଜ ରାଏରେ କହିଥିଲେ ଯେ ସେ ୪୦ ବର୍ଷରୁ ଅଧିକ ଦିନ ବଞ୍ଚିବେ ନାହି । ଯେଉଁ ଦିନ ତାଙ୍କର ମୃ-ତ୍ୟୁ ହୋଇଥିଲା ସେହି ଦିନ ସନ୍ଧ୍ୟାରେ ସେ ସଂପୂର୍ଣ୍ଣ ଭାବେ ଧ୍ୟାନରେ ବସିଥିଲେ । ଯେଉଁ କାରଣରୁ ତାଙ୍କର ମୃ-ତ୍ୟୁ ଘଟିଥିଲା ବୋଲି ତାଙ୍କ ଶିଷ୍ୟ ମାନେ କହିଥିଲେ ।

ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ସେ ନିଜର ଆଗାମୀ ଭବିଷ୍ୟତ ବିଷୟରେ ଜାଣି ପାରିଥିଲେ ଯେ କେବେ ତାଙ୍କର ଶେଷ ସମୟ ଆସିବାକୁ ଯାଉଛି । ତେବେ ଆଜିର ଆମର ଏହି ଲେଖାରେ ଜଣେ ୧୭ ବର୍ଷୀୟ ଝିଅ ନିଜର ମୃ-ତ୍ୟୁ-ର ଭବିଷ୍ୟ ବାଣୀ ବିଷୟରେ କଣ କହିଥିଲେ ସେହି ବିଷୟରେ କହିବାକୁ ଯାଉଛୁ ।

ସେହି ୧୭ ବର୍ଷୀୟାଯା ଝିଅ ହେଉଛନ୍ତି କ୍ରିସଚେନ ଗୁମେରା ଯିଏ ନିଜର ମୃ-ତ୍ୟୁ ପୂର୍ବରୁ ନିଜର ଭବିଷ୍ୟବାଣୀ ଘୋ-ଷ-ଣା କରିଥିଲେ । ସେ ଫେସବୁକରେ ନିଜର ମୃ-ତ୍ୟୁ ପୂର୍ବ ରୁ ପୋଷ୍ଟ କରି ଲେଖିଥିଲେ ଯେ ସେ ବହୁତ ଜଲ୍ଦି ମ-ରି-ବା-କୁ ଯାଉଛନ୍ତି । ସେଥିପାଇଁ ସେ ସମସ୍ତଙ୍କୁ ଶେଷ ଥର ପାଇଁ ଦେଖା କରିବାକୁ ଚାହୁଁଛନ୍ତି । ସେ ତାଙ୍କ ହ-ତ୍ୟା-ର କାରଣ କହିଛନ୍ତି ଯେ ସେ ଗୋଟେ ଡ୍ରଗ୍ସ ଡିଲର ଠାରୁ ୪୦ ହଜାର ତାଙ୍କ କରଜ ନେଇଥିଲେ । କିନ୍ତୁ ତାହା ଫେରସ୍ତ ନ କରିବାରୁ ତାଙ୍କର ହ-ତ୍ୟା କରାଯିବ । ଏହା ଛଡା ତାଙ୍କର ଶ-ବ କେଉଁଠାରେ ମିଳିବ ତାହା ମଧ୍ୟ ସେ ମ-ରି-ବା ପୂର୍ବରୁ କହିଥିଲେ ।

ଏହି କଥା ଫେସବୁଲରେ ଆସିବା ପରେ ତାଙ୍କର ଶ-ବ ଦୁଇ ଦିନ ମଧ୍ୟରେ ପୋଲିସକୁ ଠିକ ସେହି ଜାଗାରେ ମିଳିଥିଲା । ଯେଉଁଠାରେ ସେ ନିଜ ଫେସବୁକ ପୋଷ୍ଟ ରେ କହିଥିଲେ । ତେବେ ଏହି ଘଟଣା ରୁ ଏମିତି ସ୍ପଷ୍ଟ ହେଉଛି ଯେ ବ୍ୟକ୍ତି ନିଜର ମୃ-ତ୍ୟୁ ବିଷୟରେ ଆଗରୁ ଜାଣି ପାରିଥାଏ । ବନ୍ଧୁଗଣ ଏହି ଘଟଣା ଗୁଡିକୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *