ଏହି ଝିଅର କଷ୍ଟ ଦେଖି ଆପଣଙ୍କ ଆଖିରୁ ବି ଆସିଯିବ ଲୁହ- ଦେଖନ୍ତୁ Video

ଆମ ଦେଶରେ ପ୍ରତି ଦିନ ଅନେକ ଘଟଣା ଦେଖିବାକୁ ମିଳୁଛି । କେହି ସମୟରେ ଚାକିରି ପାଇ ଯାଉଛି ତ ଆଉ କେହି ଗେମରେ ହାରି ରାଗ ସୁଝାଉଛି । କିନ୍ତୁ ଏମିତି କିଛି ଘଟଣା ରହିଛି ଯାହା ଆମେ ଦେଖିପାରୁ ନାହୁଁ । କିଛି ଆଜିର ଆମର ବିଷୟ ବସ୍ତୁ ରେ ଏମିତି କିଛି ଆଶ୍ଚର୍ଯ୍ୟ ହେଲା ଭଳି ଘଟଣା ରହିଛି । ଯାହା ଘଟିବା ସମୟରେ କ୍ୟାମେରାରେ କ୍ୟାପଚାର କରା ଯାଇଛି । ତେବେ ଆସନ୍ତୁ ଜାଣିବା ସେହି ଅଧଭୂତ ଘଟଣା ଗୁଡିକ କଣ ରହିଛି ।

ପ୍ରଥମ ଭିଡିଓ ରେ କୌଣସି ଏକ କଲେଜରେ ଛାତ୍ରୀ ମାନେ ପରୀକ୍ଷା ସମୟରେ ଟାଇମ ରେ ଆସି ପହଞ୍ଚି ପାରିଲେ ନାହି । କୌଣସି କାରଣରୁ ଛାତ୍ରୀ ମାନେ ଦୁଇରୁ ତିନି ମିନିଟ କଲେଜ ରେ ପହଞ୍ଚିବା ଡେରି ହୋଇ ଥିବାରୁ ଗେଟ ବନ୍ଦ ହୋଇ ଯାଇଥିଲା ।

ଏହା ଦେଖି ଛାତ୍ରୀ ମାନେ କାନ୍ଦି କାନ୍ଦି ଗେଟ ଖୋଲିବା ପାଇଁ ଅନୁରୋଧ ଅକରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣି ନ ଥିଲେ । ଏମିତିକି ଛାତ୍ରୀ ମାନଙ୍କର ପରିବାର ଲୋକେ ମଧ୍ୟ ଗେଟ ଖୋଲିବା ପାଇଁ ଅନୁରୋଧ କରିଥିଲେ କିନ୍ତୁ ସଫଳ ହୋଇପାରିଲେ ନାହି ।

ଏମିତି କି ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ କିପରି ଜଣେ ଛାତ୍ରୀ କାନ୍ଦି କାନ୍ଦି ବେହୋସ ହୋଇ ଯାଉଛନ୍ତି । ଜଣେ ଯୁବକ ତାଙ୍କୁ ପାଣି ଦେଇ ହୋସରେ ଆଣିବାକୁ ଚେଷ୍ଟା କରୁଛନ୍ତି । ତେବେ କଲେଜ ତରଫରୁ ଏହି ଛାତ୍ରୀ ମାନଙ୍କ ପ୍ରତି ହୋଇଥିବା ଏହି ଘଟଣା ଉପରେ ଆପଣ ମାନଙ୍କର ମତାମତ ଆମକୁ ଜଣାଇବେ ।

ଅନ୍ୟ ଏକ ଭିଡିଓ ରେ ଜଣେ ମହିଳା କୋଭିଡ଼ ଭ୍ୟାକ୍ସିନ ନ ଲାଗିବା ପାଇଁ ଯେଉଁ ଭଳି ହାଇ ଡ୍ରାମା କରିଛନ୍ତି ତାହା ଦେଖିଲେ ସତରେ ଆଶ୍ଚର୍ଯ୍ୟ ଲାଗିବ । ଏହି ଘଟଣା ଟି ହେଉଛି ରାଜସ୍ଥାନ ର ଯେଉଁ ଠାରେ କୋରୋନା ମହାମାରୀ ସମୟରେ ଡାକ୍ତର ମାନେ ଲୋକ ମାନଙ୍କୁ ଭ୍ୟାକ୍ସିନ ଲଗାଇବା ପାଇଁ ଗାଁ ଗାଁ ବୁଲୁଥିଲେ ।

ସେହି ସମୟରେ ଏହି ମହିଳା ଜଣକ ଭ୍ୟାକ୍ସିନ ନ ଲାଗିବା ପାଇଁ ସଫା ଧରି ମେଡିକାଲରେ ଡ୍ରାମା କରିବାକୁ ଲାଗିଲେ । ମହିଳାଙ୍କ କହିବା ମୁତାବକ ଯଦି ତାଙ୍କୁ ଭ୍ୟାକ୍ସିନ ଲଗାଇବାକୁ କେହି ଆସନ୍ତି ତେବେ ସେ ସାପ ଚୋଟ ଖାଇବା । ଅନେକ ସମୟ ବୁଝାମଣା ପରେ ଗାଁ ଲୋକ ମାନେ ମହିଳାଙ୍କୁ ଭ୍ୟାକ୍ସିନ ନେବା ପାଇଁ ରାଜି କରାଇଥିଲେ ।

ଅନ୍ୟ ଏକ ଭିଡିଓ ରେ ଉତ୍ତର ପ୍ରଦେଶର ଗାଜିୟାବାଦରେ ଏପରି ଏକ ଘଟଣା ଘଟିଛି ଯାହାକୁ ସୋସିଆଲ ମିଡିଆରେ ଚର୍ଚାର ବିଷୟ ହୋଇ ପଡିଛି । ଏଠାରେ ଏକ ହୋଟେଲ ଜଣେ ବ୍ୟକ୍ତି ରୋଟି ତିଆରି କରୁଥିବା ସମୟରେ ରୋଟିରେ ଛେପ ପକାଇବାର ନଜର ଆସୁଛନ୍ତି ।

ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ ସେହି ବ୍ୟକ୍ତିଙ୍କ ବିରୁଦ୍ଧରେ ଆକ୍ସନ ନେଇ ତାକୁ ଗି-ର-ଫ କରିଥିଲେ । ଆମ ଦେଶରେ ଅନେକ ହୋଟେଲରେ ସଫା ସୁତୁରା ରହୁଥିଲେ ମଧ୍ୟ କିଛି କ୍ଷେତ୍ରରେ ଏପରି ଘଟଣା ଦେଖିବାକୁ ମିଳୁଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *