ମାଲିକ ରୋଷେଇଘରେ ଲଗାଇଲେ CCTV, ତା ପରେ Videoରେ ଯାହା ଦେଖିଲେ ଉଡିଗଲା ହୋସ

ଆଜିକାଲି ଏ ଦୁନିଆରେ ଚୋରି କରିବା ଏକ କଳା ହୋଇ ଗଲାଣି । ଦୁନିଆରେ ଏମିତି କିଛି ଚୋର ଅଛନ୍ତି ଯେଉଁ ଏମାନେ ନିଜର ସ୍ମାର୍ଟନେସ ପାଇଁ ଏମିତି ଭାବେ ଚୋରି କରିଥାନ୍ତି ଯେ ସାମନାରେ ଥିବା ବ୍ୟକ୍ତି ଜାଣିପାରେ ନାହି । ଚୋର ମାନେ ଏତେ ସ୍ମାର୍ଟ ହୋଇ ଗଲେଣି କି ଆଖି ପିଛୁଳାକେ ଚୋରି କରି ଚାଲି ଯାଉଛନ୍ତି । କିନ୍ତୁ ଧରା ପଡୁ ନାହାନ୍ତି । ଆମ ଦେଶରେ ବେରୋଜଗାର ଓ ଶିକ୍ଷା ର ଅଭାବ ଯୋଗୁ ଚୋରି କରିବା ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ପୋଲିସ ମାନେ ମଧ୍ୟ ଚୋର କୁ ଧରିବାରେ ସକ୍ଷମ ହେଉ ନାହାନ୍ତି । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ବିଷୟ ବସ୍ତୂ ନେଇ ଆସିଛୁ ।

ଆଜିକାଲି ର ବ୍ୟସ୍ତ ବହୁତ ଜୀବନ ଶୈଳୀ ରେ କିଛି ଲୋକ ମାନେ ନିଜ ଘର କାମ ନିଜେ କରିପାରୁ ନାହାନ୍ତି । ଯାହା ପାଇଁ ସେମାନେ ନିଜ ଘରେ ଚାକର ବା ଚାକରାଣୀ ରଖୁଛନ୍ତି । କିଛି ଲୋକ ମାନେ ଚାକିରି କ୍ଷେତ୍ର ରେ ଥିବାରୁ ନିଜ ଘର ଲୋକଙ୍କ ପାଇଁ ସମୟ ଦେଇପାରୁ ନାହାନ୍ତି । ସେଥିପାଇଁ ଘରେ ସରଭେଣ୍ଟ ରଖୁଛନ୍ତି । ଏମିତି କିଛି ଗରିବ ଓ ଦୁଖୀ ଲୋକ ମାନେ ଅଛନ୍ତି ଯେଉଁ ମାନେ ନିଜର ପରିବାର ର ଭରଣପୋଷଣ କରିବା ପାଇଁ ଅନ୍ୟ ଘରେ କାମ କରୁଛନ୍ତି । ରୋଷେଇ କରିବା ଠାରୁ ଆରମ୍ଭ କରି ବାସନ ମାଜିବା ସହ ଘର ପୋଛା ମାରିବା ଇତ୍ୟାଦି କାମ କରୁଛନ୍ତି ।

ତେବେ ଏହି ଭିଡିଓ ରେ ଜଣେ ସରଭେଣ୍ଟ ରୋଟି ଅକରୁଛନ୍ତି । କିନ୍ତୁ ରୋଟି କରିବା ସମୟରେ ସେଠାରେ କେହି ନ ଠାରୁ ଏହାର ଫାଇଦା ଉଠାଇ ସରଭେଣ୍ଟ ମହିଳା ଜଣକ ରୋଟି ଚୋରି କରୁଛନ୍ତି । ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ତେବେ ଏହି ମହିଳା ଜଣକ ରୋଟି ଚୋରି କରିବା ପଛରେ ଅନ୍ୟ କିଛି କାରଣ ମଧ୍ୟ ଥାଇପାରେ ତାହା କହି ହେଉ ନାହି । କିନ୍ତୁ ଯେଉଁ ଘରେ କାମ କରୁଛ ସେହି ଘରୁ ଚୋରି କରିବା ଠିକ କଥା ନୁହେଁ । କାରଣ ଚୋରି କରିବା ଏକ ବଡ ଅ-ପ-ରା-ଧ ହୋଇଥାଏ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *