ନିଜର ୩ ବର୍ଷର ଝିଅକୁ ବଳାତ୍କାର କରିଥିବା ଅପରାଧୀକୁ, ମାତ୍ର ୨୦ ଦିନରେ ଭିତରେ ମିଳିଲା ଫାଶୀର ଦଣ୍ତ – ଦେଶରେ ପ୍ରଥମ ଥର ଆଇନ ନେଇଛି ଏଭଳି ପଦକ୍ଷପ

ଆଜିର ଦୁନିଆ ଏତେ ବଦଳି ଗଲାଣି ଯେ ସମସ୍ତେ ନିଜ ନିଜ ସ୍ଵାର୍ଥରେ ରହୁଛନ୍ତି । କାହାର କିଛି ହୋଇଗଲେ ଏଠି ଲୋକ ସାହାଜ୍ଯ କରିବା ଆଗରୁ ସେମାନଙ୍କର ମଜାକ ପ୍ରଥମେ ବନାଉଛନ୍ତି । ଏମିତି ବି ବହୁତ ଧର୍ଷଣ, ହତ୍ୟାକାଣ୍ଡ ବିଷୟରେ ଆପଣ ଅନେକ ଶୁଣିଥିବେ । ଯେଉଁଠି ଦୋଷୀକୁ କେବେ ଦଣ୍ଡ ମିଳେ ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଘଟଣା କହିବୁ ଯାହା ଆପଣ କେବେ ଶୁଣି ନଥିବେ । ଆପଣ ଜାଣିଛନତୁ ଆମର ଆଇନ , ନ୍ୟାୟ କେଉନଭଳି ।

କିନ୍ତୁ ଏହି ଘଟଣାରେ ଆଇନର ଏଭଳି ପଦକ୍ଷପ ଦେଖି ଲୋକ ଏବେ ପୁଲିସଙ୍କ ଉପରେ ଭରସା କରିବା ଆରମ୍ଭ କଲେଣି ।

ଆସନ୍ତୁ ଜାଣିବା ଘଟଣାଟି କଣ-

ଏହି ଘଟଣା ହେଉଛି ରାଜସ୍ଥାନର । ଝୁଂଝୁନୁ ଜିଲ୍ଲା ର ପୋକ୍ସୋ ଅଦାଲତରେ ତିନି ବର୍ଷର ଝିଅକୁ ବଳାତ୍କାର କରିବା ଅପରାଧରେ ଦୋଷିକୁ ଫାଶୀର ଦଣ୍ତ ଦେଇଛନ୍ତି । ସହାୟକ ଲୋକ ଲୋକେନ୍ଦ୍ର ସିଂହ ଖୁଡନିଆ କହିଥିଲେ କି ଏହି ମାମଲା ୨ ଅଗଷ୍ଟକୁ ଅଲସିସର ଥାନା ଇଲାକାର ଅଟେ । ଆରୋପୀ ବିନୋଦ ନିଜ ଛୋଟ ଶିଶୁ ଘରେ ଏକେଲା ପାଇ ତାକୁ ଦୂର୍ଷ୍କମ୍ୟ କରିଥିଲା । ପୋକ୍ସୋ ଅଦାଲତ ଏହି ମାମଲାକୁ ଗମ୍ଭୀରତା ସହ ନେଇ ଚାର୍ଜସିଟ୍ ଦେବାର ମାତ୍ର ୧୯ ଦିନରେ ମୃତ୍ୟୁଦଣ୍ତ ମାନେ ଫାଶୀର ଦଣ୍ତ ଶୁଣାଇଥିଲେ । ସେ କହିଥିଲେ କି ପୋକ୍ସୋ ଅଦାଲତର ନ୍ୟାୟାଧୀଶ ନିରଜା ଦାଧିଚ ଏହିପରି ଜଘନ୍ୟ ଅପରାଧ କୁ ମାନି ମୃତ୍ୟୁଦଣ୍ତ ସଜା ଶୁଣାଇଥିଲେ ।

ଏମିତି କରାଯାଇଥିଲା ଆରୋପୀ କୁ ଗିରଫ :

ସେମାନେ କହିଥିଲେ କି ଏହି ମାମଲା ପୋଲିସ୍ ୨୪ ଘଣ୍ଟା ମଧ୍ୟରେ ଆରୋପୀ କୁ ଗିରଫ କରିଥିଲେ ଓ ୧୦ ଦିନରେ ଚାର୍ଜସିଟ୍ ତିଆରି କରିଥିଲେ ଓ ଅଦାଲତକୁ ପଠାଇଦେଇଥିଲେ । ଘଟଣା ଘଟାଇ ସାରି ଆରୋପୀ ଚିଡାବାରେ ଏକ ଭଡା ଘରେ ଲୁଚି ଥିଲା ।

ସେଠାରେ ପୋଲିସ୍ ସୁଚନା ପାଇ ମଲସିସରରୁ ସେହି ନିର୍ଦ୍ଧୋଶ ଶିଶୁକୁ ଚିକିତ୍ସା କରାଇବା ପାଇଁ ମେଡିକାଲ୍ ଆଣିଥିଲା ଓ ନାନୀ ଙ୍କ ର କହିବା ଅନୁସାରେ ଜିଲ୍ଲା ଭିତରେ କଂସା ବାସନ ବିକ୍ରି କରୁଥିବା ଲୋକଙ୍କ ଚେକିଂ କରାଗଲା । ସେତେବେଳେ ଚିଡବା ରେ ବିନୋଦ ମିଳିଥିଲା । ତାର ସେହି ପରି ଭେଷଭୁଷା ମିଳିବା ପରେ ତାକୁ ନିଜ କବ୍ଜାକୁ ନେଇ ତାକୁ ଶକ୍ତରେ ପଚାରା ପଚରି କରିବାପରେ ସେ ନିଜ କରିଥିବା ମାମଲାକୁ ସ୍ୱୀକାର କରିଥିଲା ।

Leave a Reply

Your email address will not be published. Required fields are marked *