ଟ୍ୟୁସନରୁ ଘରକୁ ଫେରିବା ସମୟରେ ଝିଅଟିର ଏମିତି ହେଲା କିଡନାପ, ଦେଖନ୍ତୁ Live Video

ନମସ୍କାର ବନ୍ଧୁଗଣ । ଆମ ଦେଶରେ ପ୍ରତେକ ଦିନ କିଛି ନା କିଛି ଘଟଣା ଝିଅ ମାନଙ୍କୁ ନେଇ ଘଟୁଛି । ତେବେ ଆଜିର ଅମାର ଏହି ଲେଖାରେ ଏମିତି ଏକ ଘଟଣା ରହିଛି ଯେଉଁଠି ଜଣେ ମା ତା ଝିଅକୁ ନିଜ ପାଖକୁ ଫେରାଇ ଆଣିବା ପାଇଁ ଚାହୁଁଛି । ତେବେ ଏହି ଘଟଣା ଟି ଘଟିଛି ଭଦ୍ରକ ଜିଲ୍ଲାରେ ଯେଉଁଠି ଗୋଟେ ଝିଅ ଟ୍ଯୁସନରୁ ଫେରିବା ସମୟରେ ତାକୁ ଜଣେ ଯୁବକ ଉଠାଇ ନେଇଛନ୍ତି । ଏହି ଭିଡିଓ ରେ ଝିଅଟି ଆସିବା ପୂର୍ବରୁ ସେଠାରେ ଗୋଟେ ପୁଅ ଆଗରୁ ଠିଆ ହୋଇଥିଲା ।

ଯେତେବେଳେ ଝିଅ ଟି ଆସିଲା ସେହି ସମୟରେ ଗୋଟେ କାର ଆସିଲା । ଯେଉଁ ପୁଅଟି ଆଗରୁ ଠିଆ ହୋଇଥିଲା ସେ ଝିଅକୁ ଧକ୍କା ଦେଇ କାର ଭିତରେ ବସାଇ ସେଠାରୁ ନେଇ ପଳାଇ ଥିଲା ।

ଏହା ପରେ ଝିଅର ପରିବାର ଥା-ନା ରେ ଅ-ଭି-ଯୋ-ଗ ଅକରିଥିଲେ ଯେ ତାଙ୍କ ଝିଅକୁ କିଡନାପ କରିଛି । ଏହା ପରେ ଥା-ନା ଅଧିକାରୀ ଏହାର ଯାଞ୍ଚ କରିବେ ବୋଲି ଝିଅର ପରିବାର ଲୋକଙ୍କୁ କହିଥିଲେ । କିନ୍ତୁ ଝିଅର ମା ଙ୍କ କହିବା ଅନୁସାରେ ତାଙ୍କ ଝିଅ ନିଜ ଇଚ୍ଛା ରେ ଯଦି ଯାଇଥିବ ତେବେ ସେ ତାକୁ ଯିବାକୁ ଦେବେ । କିନ୍ତୁ ତାଙ୍କ ଝିଅ ଫୋନ କରି କାନ୍ଦିକୁ କହିଛି ଯେ ତାକୁ ଜୋର ଜ-ବ-ର-ଦ-ସ୍ତି କରି ଉଠାଇ ନେଇଛନ୍ତି ।

ସେ ଏଠାରୁ ଯିବାକୁ ଚାହୁଁଛି ବୋଲି ଝିଅଟି ତା ମା କୁ କହିଛି । ଝିଅର ମା କହିବା ମୁତାବକ ତା ସାଙ୍ଗ ମାନେ ଦେଖିଛନ୍ତି ଯେ ଚାନ୍ଦବାଲିରୁ କାରରେ ଉଠାଇ ନେଇଛନ୍ତି । ଯାହାର ପ୍ରମାଣ ସି-ସି-ଟି-ଭି- କ୍ୟା-ମେ-ରା ରେ ରେକର୍ଡ ହୋଇଛି ବୋଲି ଝିଅ ର ମା କହିଛନ୍ତି । ତେବେ ତାଙ୍କ ଝିଅ କୁ ସେ ନିଜ ପାଖ କୁ ଫେରାଇ ନେବା ପାଇଁ କହୁଛନ୍ତି । ଯେଉଁ ପୁଅ ଟି ସେହି ଝିଅ କୁ ଉଠାଇ ନେଇ ଯାଇଛି ତାକୁ କେବଳ ବାହା ହେବା ପାଇଁ । କିନ୍ତୁ ଝିଅ ର ମା କହିବା ଅନୁସାରେ ବାହାଘର ପୂର୍ବ ରୁ ସେ ତାଙ୍କ ଝିଅ ସହ ଥରେ କଥା ହେବାକୁ ଚାହୁଁଛନ୍ତି ।

ଝିଅ ଟି ଟ୍ଯୁସନ ସାରି ଆସି ଚାନ୍ଦବାଲି ରୁ ଟାଟା ମ୍ୟାଜିକ ଗାଡିରେ ଆସି ରାସ୍ତାରେ ଠିଆ ହୋଇଥିଲା । ତା ପରେ ପୁଅ ଟି ତାକୁ ଜ-ବ-ର-ଦ-ସ୍ତି କାର ରେ ବସାଇ ଭଦ୍ରକ NH ଆଡକୁ ନେଇ ପଳାଇଛି । ତେବେ ଝିଅର ମାଆ ନିଜ ଝିଅକୁ ନିଜ ଘରକୁ ନେବା ପାଇଁ ଦାବି କରିଛନ୍ତି ।

ବନ୍ଧୁଗଣ ଏହି ଘଟଣା କୁ ଆପଣଙ୍କର ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *