ରଜ କୁଇନ ବିବାଦକୁ ନେଇ Jhilik ଯାହା କହିଲେ ଶୁଣିଲେ ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ Video

ଝିଲିକ ଙ୍କୁ ଆମେ ସମସ୍ତେ ଜାଣିଛେ । ସେ ବହୁ ଜାଗାରେ ଜଜ ମଧ୍ୟ ହୋଇ ସାରିଛନ୍ତି । ସେ ଏକ ବେଙ୍ଗୋଲି ପରିବାରରୁ ଆସିଛନ୍ତି । ସେ ଓଡିଆ ରେ ଏକ ରୁ ଅଧିକ ଚଳଚିତ୍ରରେ ଅଭିନୟ କରିଛନ୍ତି । ସେ ନିଜେ ରଜ କୁଇନ ଓ ଅନ୍ୟ କିଛି ରିଆଲିଟି ସୋ ରେ ଅଭିନୟ କରି ସାରି ଛନ୍ତି । ତାଙ୍କୁ ଅନେକ ଦର୍ଶକ ପସନ୍ଦ କରିଛନ୍ତି । ତାଙ୍କ ଅଭିନୟ ରେ ସେ ଓଡିଆ ଚଳଚିତ୍ର ଜଗତରେ ନିଜ ପାଇଁ ନୂଆ ଜାଗା କରି ପାରିଛନ୍ତି ।

ସେ ଅନେକ ଲୋକଙ୍କ ପ୍ରିୟ ଅଭିନେତ୍ରୀ ମଧ୍ୟ ଅଟନ୍ତି । ସେ ବର୍ତ୍ତମାନ ବିବାହିତ ଅଟନ୍ତି । ବିବାହ ପରେ ମଧ୍ୟ ସେ କିଛି ଜାଗାରେ ଜଜ ହେବାର ଦେଖା ଯାଇଛନ୍ତି । ତେବେ ତାଙ୍କୁ ଏକ ପ୍ରଶ୍ନ ପଚରା ଯାଇ ଥିଲା କି ଜଣେ ଜଜ କିଭଳି ହେବା କଥା । କଣ କଣ ଗୁଣ ରହିବା କଥା ଗୋଟେ ଜଜ ପାଖରେ ।

ସେ ଏହାର ଉତ୍ତର ଦେଇ କି କହିଥିଲେ କି ଯଦି ଜଣେ ଜଜ ହେବା କୁ ଯୋଗ୍ୟ ବୋଲି ଭାବୁଛି ତେବେ ସେ ଆଗେ ଜାଣିବା କଥା କି ସେ କିଭଳି ଭାବେ ନିୟମର ପାଳନ କରୁଛି । ଏହା ସହ ତାଙ୍କ ମତ ଅନୁସାରେ ଜଣେ ଜଜ ହେବା ପାଇଁ ଆପଣ ସତ ତା କହିବା ଆବଶ୍ୟକ । ତାଙ୍କ ମତ ଅନୁସାରେ ସାମନାରେ ଥିବା ଲୋକ ଯାହା ଭି କରୁଛି ସେ କେତେ ଦୂର ଏହାକୁ ଠିକ କରୁଛି ସେ ଜାଣିବା ଆବଶ୍ୟକ ଅଟେ ।

ତାଙ୍କ ଅନୁସାରେ ଜଣେ ଜଜ ହେବ ମାନେ ସେ ଭୁଲ ଜିନିଷକୁ ଦେଖାଇକି କହିବା କଥା କଣ କଣ ଭୁଲ ରହିବ । ସେମାନେ ଜାଣିବା କାଥା ଓ ସେ କେତେ ଭଲ କାମ କରୁଛି ସେକଥା ମଧ୍ୟ ସେ ଜାଣିବା କଥା । ସେ କହିଥିଲେ କି ସେ ଗୋଟେ ଓଡିଆ ରିଆଲିଟି ସୋ ରେ ଥିଲେ ଯାହାର ନାମ ହେଉଛି ଡ୍ରାମେବାଜ ସେଥିରେ ସେ ଯାହା ଠିକ ତାକୁ ଦେଖିକି କହୁଥିଲେ । ଏହା ପରେ ତାଙ୍କୁ ପଚରା ଯାଇଥିଲା କି କଣ ରିୟାଲିଟି ସୋ ରେ ଭି ଆମେ ସେହି ଭଳି ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ଥଟା କରିବା କିମ୍ବା କିଛି ଖରାପ କରି କହିବା ଅଭାଷୟକତା ଅଛି ।

ଏହା ଶୁଣି ଝିଲିକ କହିଥିଲେ କି ହଁ ଦେଖନ୍ତୁ ସୋ ଓ ରିଆଲିଟି ସୋ ଭିତରେ ପାର୍ଥକ ଅଛି । ଏହାର କାରଣ ହେଉଛି କି ସୋ ରେ ଆମେ କେବଳ କିଛି ଲୋକମାନେ ଥାଉ ମାତ୍ର ରିଆଲିଟି ସୋ ରେ ବହୁ ଜାଗରୁ ବହୁ ଅନେକ ପ୍ରକାର ପିଲା ମାନେ ତାଙ୍କ ସ୍ଵପ୍ନ ପୂରଣ କରିବା ଆସିଥାନ୍ତି । ମାତ୍ର ସେମାନଙ୍କ ଭିତରୁ କିଛି ଏଭଳି ପିଲା ମାନେ ମଧ୍ୟ ଥାନ୍ତି ଯେଉଁ ମାନେ ଆମକୁ ନିଜ ଆଦର୍ଶ ଭାବି ଆସିଥାନ୍ତି ।

ତେଣୁ କରି ଆମକୁ କିଛି କହିବା ଆଗରୁ କିମ୍ବା କିଛି ପଚାରିବା ଆଗରୁ ଖୁବ ସଚେତନ ହୋଇ ରହିବା ଆବଶ୍ୟକ ଅଟେ । ଥଟ୍ଟା ମଜା ତ ହୋଇଥାଏ ମାତ୍ର କିଛି ଏଭଳି ପ୍ରଶ୍ନ ଆମ ଜୀବନକୁ ଦୋହଲେଇ ଦେଇ ପାରେ । ତ ସେହି ଭଳି ପ୍ରଶ୍ନ ପଚାରିବା କଥା ନୁହେଁ । ଏହା ମୋ ମତ ଅନୁସାରେ ମୁ କହୁଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *