ରାତି ଅଧରେ ନିଜ ସ୍ଵାମୀଙ୍କ ସହ କାରରେ ବୁଲିବାକୁ ଯାଇ Jhilik କଲେ କିଛି ଏମିତି କି ଭାଇରାଲ ହେଉଛି Video

ଓଲିଉଡ ଜଗତରେ ଅଭିନୟ କରୁଥିବା କଳାକାର ମାନେ ନିଜର ଅଲଗା ପରିଚୟ ଓଲିଉଡ ଇଣ୍ଡଷ୍ଟ୍ରି ରେ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି । ଏହା ବ୍ଯତୀତ ଅନେକ କଳାକାର ମାନେ ନିଜର ସୁନ୍ଦରତା, ଲୁକ ଓ ଷ୍ଟାଇଲ ପାଇଁ ମଧ୍ୟ ବେଶ ଚର୍ଚ୍ଚା ରେ ରହିଥାନ୍ତି । ଓଡିଆ ଜଗତର ଅଭିନେତା ଓ ଅଭିନେତ୍ରୀ ମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇ ବେଶ ହସ ଖୁସିରେ ଜୀବନ ଅତିବାହିତ କରୁଛନ୍ତି । କିଛି କଳାକାର ମାନେ ଏମିତି ଅଛନ୍ତି ଯେଉଁ ମାନେ ପ୍ରେମ ବିବାବ କରିଛନ୍ତି ତ ଆଉ କିଛି ଆରେଞ୍ଜ ମ୍ୟାରେଜ କରିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଅଭିନ୍ତେରି ଝିଲିକ ଭଟ୍ଟାଚାର୍ଜ୍ୟ ନିଜ ସ୍ଵାମୀ ଙ୍କ ସହ କିପରି ଟାଇମ ସ୍ପେନ୍ଡ କରୁଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ବଙ୍ଗାଳୀ ନାୟିକା ଝିଲିକ ଭଟ୍ଟାଚାର୍ଜ୍ୟ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଦମଦାର ଅଭିନୟ ଦ୍ଵାରା ଓଡିଆ ଇଣ୍ଡଷ୍ଟ୍ରି ରେ ନିଜର ଅଲଗା ପରିଚୟ ସୃଷ୍ଟି କରି ପାରିଛନ୍ତି । ସେ ଗତ ବର୍ଷ ସୁକିନ୍ଦର ବିଧାୟକ ପ୍ରୀତି ରଞ୍ଜନ ଘଡୋଇ ଙ୍କ ସହ ବିବାହ ବନ୍ଧନ ରେ ଆବଦ୍ଧ ହୋଇଛନ୍ତି । ବର୍ତ୍ତମାନ ଝିଲିକ ଅଲିଉଡ ଜଗତରୁ ନିଜକୁ ଦୂରେଇ ରଖିଛନ୍ତି । ସେ ତାଙ୍କ ପରିବାର ସହ ସମୟ ଅତିବାହିତ କରୁଥିବାର ନଜର ଆସୁଛନ୍ତି ।

ଏହା ସହ ସେ ତାଙ୍କ ସ୍ଵାମୀ ପ୍ରୀତି ରଞ୍ଜନ ଙ୍କୁ ତାଙ୍କର ପଲିଟିକାଲ କ୍ଷେତ୍ର ରେ ସାହାଜ୍ଯ କରୁଛନ୍ତି । ଏମିତିକି ଗରିବ ଓ ଅସହାୟ ଲୋକଙ୍କୁ ଝିଲିକ ସାହାଜ୍ଯ କରୁଥିବାର ନଜର ଆସୁଛନ୍ତି । ସୂଚନା ଅନୁସାରେ ଝିଲିକ ଗତ କାଲି ରାତି ରେ ତାଙ୍କ ସ୍ଵାମୀ ଙ୍କ ସହ ଅସହାୟ ଲୋକଙ୍କୁ ସାହାଜ୍ଯ କରିବା ପାଇଁ କାର ରେ ଯାଉଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସୋର ରେ ଭାଇରାଲ ହେବାରେ ଲାଗିଛି । ତାଙ୍କର ଏହି କାମ ପାଇଁ ତାଙ୍କର ଫ୍ୟାନ୍ସ ମାନେ ତାଙ୍କର ପ୍ରଶଂସା ନ କରି ରହିପାରୁ ନାହାନ୍ତି । ତାଙ୍କର ଏହି ମହାନ କାମ ବାସ୍ତବରେ ଝିଲିକ ପ୍ରଶଂସା ଯୋଗ୍ୟ ଅଟନ୍ତି ।

ବର୍ତ୍ତମାନ ପରିସ୍ଥିତି ରେ ସେ ନିଜ କଥା ନ ଭାବି ଅସହାୟ ଲୋକଙ୍କର ସାହାଜ୍ଯ କରିବାକୁ ଆଗେଇ ଆସିଛନ୍ତି ତାହା ସବୁଠାରୁ ବଡ କଥା । ସେ ୨୦୦୩ ରେ ଓଲିଉଡ ଜଗତରେ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ଅନେକ ଓଡିଆ ଫିଲ୍ମରେ ନିଜର ଜବରଦସ୍ତ ଅଭିନୟ କରି ଖୁବ ଚର୍ଚ୍ଚ ରେ ରହିଛନ୍ତି । ଦର୍ଶକ ମାନେ ମଧ୍ୟ ତାଙ୍କର ଅଭିନୟ ପାଇଁ ବହୁତ ସାରା ଭଲ ପାଇବା ଦେଇଛନ୍ତି । ସେ ବହୁତ ଜଲ୍ଦି ଓଲିଉଡ ଇଣ୍ଡଷ୍ଟ୍ରି କୁ ଫେରିବେ ବୋଲି ନିଜ ରାଏ ରେ କହିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ଝିଲିକ ଙ୍କର ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *