ଯଦି ଝିଟିପିଟି ପାଇଁ ଅଛନ୍ତି ଚିନ୍ତିତ! ତେବେ ବାସ ଏହି ଗୋଟେ ଗୁଳା କରି ରଖି ଦିଅ, ଘରୁ ଝିଟିପିଟି ସବୁଦିନ ପାଇଁ ପଳେଇବେ- Get Rid Of Lizards

ଆପଣ ମାନଙ୍କ ସମସ୍ତଙ୍କ ଘରେ ଝିଟିପିଟି ନିଶ୍ଚିନ୍ତ ହଉଥିବେ ଓ ଆପଣ ଏମାନଙ୍କ ଦ୍ୱାରା ବହୁତ୍ ଅସୁବିଧା ରେ ପଡ଼ିଥିବେ । ତେବେ ବିଶେଷ କରି ମହିଳା ମାନେ ଝିଟିପିଟି କୁ ଦେଖିଲେ ବହୁତ୍ ଡରି ଥାନ୍ତି ଓ ରୋଷେଇ ଘରେ କିଛି ବି ଅଇଁଠା କରିବାର ମଧ୍ଯ ଆସଙ୍କା ହୋଇଥାଏ ଯାହା ସ୍ବାସ୍ଥ୍ୟ ପାଇଁ ବହୁତ୍ ହାନିକାରକ ଅଟେ । ଝିଟିପଟି କୁ ଘରୁ ବାହାର କରିବା ପାଇଁ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ସମସ୍ତଙ୍କ ପାଇଁ ବହୁତ୍ ଲାଭକାରୀ ହବ ଓ ଘରୁ ଝିଟିପିଟି ମଧ୍ଯ ଦୂରେଇଯିବେ ।

ଯଦି ଆପଣ ମାନେ ମଧ୍ୟ ଝିଟିପିଟି କୁ ଘରୁ ବାହାର କରିବାକୁ ଚାହନ୍ତି ତେବେ ଏହି ଉପାୟ ଦ୍ୱାରା କରି ପାରିବେ ଆପଣଙ୍କୁ ଏହା ପାଇଁ ବହୁତ୍ ସହଜ କାମ କରିବାକୁ ହବ । ଆପଣଙ୍କୁ ଦୁଇଟି ଗୁଟକା ବା ତମ୍ବାକୁ ପାଉଚ୍ଚ ନବାକୁ ହବ ଏହା ପରେ ଆପଣଙ୍କୁ ଦୁଇଟି କଫି ପାଉଚ ମଧ୍ୟ ନବାକୁ ହବ ତମ୍ବାକୁ ଓ କଫି ସମାନ ମାତ୍ରା ରେ ନିଅନ୍ତୁ । ତେବେ ଆପଣ ମାନେ ଏହା ବେସ ଭଲ ଭାବରେ ଜାଣିଛନ୍ତି ଯେ ତାମ୍ବାକୁ ଆମ ସ୍ବାସ୍ଥ୍ୟ ପାଇଁ ବହୁତ୍ ଖରାପ୍ ହୋଇଥାଏ ଓ ଏହାର ସେବନ କରିବା ଦ୍ୱାରା ମଣିଷ କୁ ବହୁତ୍ ଭୟଙ୍କର ରୋଗ ହୋଇଥାଏ ଯାହାକୁ କ୍ୟାନ୍ସର କୁହାଯାଏ ।

ବର୍ତମାନ ଦେଶରେ ଯଦି ଭୟଙ୍କର ରୋଗ ଅଛି ତେବେ ତାହା କରୋନା ଅଛି ଓ ତା ପରେ କ୍ୟାନ୍ସର ଅଛି । କ୍ୟାନ୍ସର ଦ୍ୱାରା କେତେ ଲୋକଙ୍କ ମୃତ୍ୟୁ ହୋଇଯାଇଛି ଓ କେତେ ପୀଡ଼ିତ ଅଛନ୍ତି । ଆପଣଙ୍କୁ ଆମେ ଝିଟିପିଟି ଦୁର କରିବା ପାଇଁ ଉପାୟ କହୁଚୁ ଆପଣଙ୍କୁ ତଂବାକୁ ଓ କଫି ଦୁଇ ବୁନ୍ଦା ପାଣି ଦେଇ ମିସେଇବାକୁ ହବ ଓ ଏହା ପରେ କିଛି ମାତ୍ର ଅଟା ଦେଇ ସେହି ମିଶ୍ରଣ କୁ ଗୁଳା କରନ୍ତୁ ଦେଖିବେ ଗୁଳା ଛୋଟ ଛୋଟ କରିବେ ଯାହା ଦ୍ୱାରା ଆପଣ କଉଠି ବି ଗୁଳା ରଖି ପାରିବେ । ଝିଟିପିଟି ପ୍ରାୟତଃ କାନ୍ଥରେ ରହିଥାନ୍ତି ସେଥିପାଇଁ ଏହି ଗୁଳା ସେଲିଙ୍ଗ ରେ ଲଗାଇ ଦିଅନ୍ତୁ ।

ଏହା ଛଡା ବେଶିନ ପାଖରେ ଓ ରୋଷେଇ ଘର କାନ୍ଥ ବେଳେ ବେଳେ ରାତିରେ ରୋଷେଇ ଘରେ ଆସିଲେ ଝିଟିପିଟି ତଳେ ବୁଲୁଥାନ୍ତି ସେଥିପାଇଁ କିଛି ଗୁଳା ତଳେ ମଧ୍ୟ ରଖନ୍ତୁ । ଅଧ୍ୟୟନ ଅନୁଯାଇ ଏହା ଜଣା ପଡ଼ିଛି ଯେ ଝିଟିପିଟି କୁ ଅଟା ବହୁତ୍ ପସନ୍ଦ କିନ୍ତୁ ତମ୍ବାକୁ ଖାଇବା ପରେ ଝିଟିପିଟି ଶରୀର ରେ ନିଆ ଭଳି ଲାଗିଥାଏ ଯାହା ପରେ ସେ ପାଣି ଖୋଜିବ ଓ ଖୋଲା ଯାଗା ଖୋଜିବ ଯାହା ପାଇଁ ସେ ବାହାରକୁ ଯିବ ଓ ଘରକୁ ଆଉ ଫେରିବ ନାହିଁ ତେବେ ଦୁଇ ତିନି ଥର ଏହି ଭଳି ହେଲା ପରେ ଝିଟିପିଟି ଆଉ ଆପଣଙ୍କ ଘରକୁ ଆସିବ ନାହିଁ ଓ ଆପଣଙ୍କ ଘର ଝିଟିପିଟିରୁ ମୁକ୍ତି ପାଇବ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *