ମରିବା ପୂର୍ବରୁ ରେକର୍ଡ଼ କରିଲେ ନିଜ ମୃତ୍ୟୁର Video

ଏ ଦୁନିଆରେ ମଣିଷ ଜନ୍ମ ନେଇଛି ମାନେ ତାର ମୃ-ତ୍ୟୁ ନିଶ୍ଚିନ୍ତ ଅଟେ । ଏହାକୁ କେହି ରୋକୀ ପାରିବେ ନାହିଁ । କିନ୍ତୁ ଯେବେ ମଣିଷ ନିଜେ ଜାଣିପାରେ କି ତାର ମୃ-ତ୍ୟୁ ବିଷୟରେ ସେହି ସମୟରେ କଣ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଘଟଣା ବିଷୟରେ କହିବାକୁ ଯାଉଛି ଯେଉଁଠାରେ କିଛି ବ୍ୟକ୍ତି ନିଜର ମୃ-ତ୍ୟୁ ହେବା କଥା ଜାଣିବା ପରେ ନିଜର ଭି-ଡି-ଓ ରେ-କ-ର୍ଡ କରିଛନ୍ତି । ୧- ସ୍କୁବା ଡ୍ରାଇଭିଙ୍ଗ ଯେଉଁମାନେ କରନ୍ତି ସେମାନେ ସମୁଦ୍ରର ଗଭୀର ଯାଏ ଯାଇ ସନ୍ଧାନ କରିଥାନ୍ତି । ଏହା ଦେଖିବାକୁ ଯେତେ ସହଜ ଲାଗେ ଏହାକୁ କରୁଥିବା ବ୍ୟକ୍ତି ପାଇଁ ଏହା କ-ଷ୍ଟ-କ-ର ହୋଇଥାଏ ।

୨୦୧୬ରେ ସ୍କୁବା ଡ୍ରାଇଭର ମାନଙ୍କର ଗୋଟେ ଗୃପ ଅଷ୍ଟ୍ରେଲିୟାର ସମୁଦ୍ର କୁଳ ଠାରୁ ବହୁତ ଦୂରରେ ଥିବା କୁଇୟନ୍ସ ଲ୍ୟାଣ୍ଡରେ ଗୋଟେ ବୁଡି ଯାଉଥିବା ଜାହାଜକୁ ଏକ୍ସପ୍ଲର କରିବା ପାଇଁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଡ୍ରାଇଭର ଜକବ ଯେତେବେଳେ ପାଣି ଭିତରୁ ବାହାରୁ ଥିଲେ ସେହି ସମୟରେ ଗୋଟେ ବଡ ଲହରୀ ଆସିଲା ଯାହା ପାଇଁ ଜାକବ ବହୁତ ଦୂରକୁ ଚାଲିଗଲେ । ଏହା ପରେ ସେ ପାଣିର କେଉଁଠି ଅଛନ୍ତି ତାହା କିଛି ଜାଣି ପାରିଲେ ନାହି । ଏହା ପରେ ଜାକବ ଦୀର୍ଘ ୬ ଘଣ୍ଟା ଧରି ପାଣିରେ ବୁଡି ରହିଥିଲେ । ସେ ନିଜର ଶେଷ ସମୟକୁ ଏକ କ୍ୟାମେରାରେ କ୍ୟାପଚାର କରୁଥିଲେ କିନ୍ତୁ ସେତେବେଳକୁ ସନ୍ଧ୍ୟା ହୋଇ ସାରିଥିଲା । କିନ୍ତୁ ତାଙ୍କ ସାଥିମାନେ ତାଙ୍କୁ ଅନେକ ଚେଷ୍ଟା ପରେ ଖୋଜିବାରେ ସଫଳ ହେବା ପରେ ତାଙ୍କୁ ପାଣିରୁ ଉ-ଦ୍ଧା-ର କରିଥିଲେ ।

୨- ବାଇକ ଚଳାଇବା କିଛି ବି-ପ-ଦ ଠାରୁ କମ ନୁହେଁ । ବିଶେଷ କରି ଘାଟିଥିବା ସ୍ଥାନରେ ବାଇକ ଚଳାଇ ଯିବା ବହୁତ ବି-ପ-ଦ-ଜ-ନ-କ ହୋଇଥାଏ । ଆମେରିକାର କେଭିନ ଡିପେନବ୍ରୋକ ନାମକ ବ୍ୟକ୍ତି ଗୋଟେ ଦିନ ପାହାଡିଆ ଘା-ଟି ଥିବା ରାସ୍ତା ଦେଇ ବାଇକ ନେଇ ଯାଉଥିଲେ । କିଛି ବାଟ ଯିବା ପରେ ତାଙ୍କ ବାଇକାର ଟାୟାର ଫାଟି ଯିବା ଯୋଗୁ ସେ ୧୦୦ଫୁଟ ତଳକୁ ଘାଟିକୁ ପଡିଗଲେ । ଏହା ପରେ ଅନେକ ଚି-ତ୍କା-ର କରିବା ସତ୍ବେ ମଧ୍ୟ ତାଙ୍କୁ ବଞ୍ଚାଇବା ପାଇଁ କେହି ଆସିଲେ ନାହି ।

ଏହା ପରେ ନିଜର ମୃ-ତ୍ୟୁକୁ ନିକଟର ଦେଖି କେଭିନ ଶେଷ ଭି-ଡି-ଓ ନିଜ ପରିବାର ଲୋକଙ୍କ ପାଇଁ କରିବାକୁ ଲାଗିଲେ । ଦୀର୍ଘ ୩୦ ଘଣ୍ଟା ଯାଏଁ କେଭିନ ଆ-ଘା-ତ ହୋଇ ସେହି ଘାଟି ତଳେ ପଡିବା ପରେ ଜେନ ବ୍ୟକ୍ତି ତାଙ୍କର ଆବାଜ ଶୁଣିବା ପରେ ତାଙ୍କର ସୁରକ୍ଷା ପାଇଁ ଉ-ଦ୍ଧା-ର-କା-ରୀ-ଙ୍କୁ ସୂଚନା ଦେଇଥିଲେ । ଏହା ପରେ ତାଙ୍କୁ ତୁରନ୍ତ ହସପିଟାଲ ନେବା ପରେ ତାଙ୍କର ଜୀବନ ବଞ୍ଚି ପାରିଲା ।

୩- ଯେବେ ପ୍ଳେନ କ୍ରାଶ ହୋଇଯାଏ ସେତେବେଳେ ଯାତ୍ରୀଙ୍କର ବଞ୍ଚିବା ମୁସ୍କିଲ ହୋଇଯାଏ । ୨୦୦୮ ଏପ୍ରିଲରେ ଗୋଆରେ ପ୍ଳେନ ଯାତ୍ରା କରିବା ସମୟରେ ତାର ଲେଫ୍ଟ ଇଞ୍ଜିନ ଡ୍ୟା-ମେ-ଜ ହୋଇଗଲା । ଏହା ପରେ ପ୍ଳେନରେ ନିଆଁ ଲାଗିଗଲା ଯାହା ଦ୍ଵାରା ଯାତ୍ରୀଙ୍କର ବଞ୍ଚିବା ଅସମ୍ଭବ ଥିଲା । ସେଥିରେ ଥିବା ଜଣେ ଯାତ୍ରୀ ମାର୍ଟିନ ମୃ-ତ୍ୟୁକୁ ନିକଟରେ ଦେଖି ମୋବାଇଲରେ ଏହି ସବୁ ଦୃଶ୍ୟ କ୍ୟା-ପ-ଚା-ର-କ-ରି-ଥିଲେ । କିନ୍ତୁ ପାଇଲଟଙ୍କର ବୁଦ୍ଧି ବଳରେ ସେ ପ୍ଳେନକୁ ଅନେକ ଚେଷ୍ଟା କରି ଲ୍ୟାଣ୍ଡ କରିଥିଲେ ଯାହା ପାଇଁ ଯାତ୍ରୀଙ୍କର ଜୀବନ ବଞ୍ଚି ପାରିଥିଲା ।

ବନ୍ଧୁଗଣ ଆମ ଲେଖାଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *