ମୃତ୍ୟୁ ପୂର୍ବରୁ ଏଭଳି ଥିଲା Sidharthଙ୍କ ଶେଷ ରାତି, ଶୋଇଥିବା ଅବସ୍ଥାରେ ଚାଲିଯାଇଥିଲା ଜୀବନ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ମଣିଷ ଜୀବନରେ କେତେବେଳେ କଣ ଘଟିବ ତାହା କେହି ଜାଣି ନାହାନ୍ତି । ମଣିଷ ଜୀବନ ଆଜି ଅଛି ତ କାଲୀ କି ନାହି । ବଲିଉଡ ଜଗତର ମସୁର ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଙ୍କ ମୃ-ତ୍ୟୁ ଆଜି ଏହି କଥା ମାନେ ପକାଇ ଦେଇଛି । ସୂଚନା ଅନୁସାରେ ଗତ କାଲି ରାତି ରେ ସେ ଶୋଇବା ପୂର୍ବ ରୁ କିଛି ମେଡିସନ ଖାଇ ଥିଲେ । କିନ୍ତୁ ଆଜି ସକାଳେ ସେ ଆଉ ନିଦାରୁ ଉଠି ନ ଥିଲେ । ଏହା ପରେ ସିଦ୍ଧାର୍ଥ ଙ୍କର ପରିବାର ଲୋକେ ତାଙ୍କୁ ସକାଳ ୯ ଟା ସମୟରେ ମୁମ୍ବାଇର କୁପର ହସ୍ପିଟାଲ ନେଇଥିଲେ ।

କିନ୍ତୁ ହସପିଟାଲ ରେ ପହଞ୍ଚିବା ପରେ ଡାକ୍ତର ସିଦ୍ଧାର୍ଥ ଶୁକ୍ଲା ଙ୍କୁ ମୃ-ତ ଘୋଷଣା କରିଥିଲେ । ଡାକ୍ତର ଙ୍କ ମତରେ ସେ ଶୋଇଥିବା ସମୟରେ ତାଙ୍କର ହୃଦଘାତ ଯୋଗୁ ମୃ-ତ୍ୟୁ ହୋଇଛି । ହସପିଟାଲ ପହଞ୍ଚିବା ପୂର୍ବ ରୁ ତାଙ୍କର ମୃ-ତ୍ୟୁ ଘଟିଥିଲା । ସୂଚନା ଅନୁସରେ ପ୍ରାଥମିକ ରିପୋର୍ଟ ରୁ ହୃଦଘାତ ରେ ତାଙ୍କର ମୃ-ତ୍ୟୁ ହୋଇଥିବା କୁହା ଯାଇଛି । କିନ୍ତୁ ବ୍ୟ-ବ-ଚ୍ଛେ-ଦ ରିପୋର୍ଟ ପରେ ମୃ-ତ୍ୟୁ ର ପ୍ରକୃତ କାରଣ କଣ ଥିଲା ତାହା ଜଣା ପଡିବ ବୋଲି ଡାକ୍ତର କହିଛନ୍ତି । ଅଭିନେତା ସିଦ୍ଧାର୍ଥ ଶୁକ୍ଲା ମାତ୍ର ୪୦ ବର୍ଷ ବୟସରେ ଏ ଦୁନିଆରୁ ବିଦାୟ ନେଇଛନ୍ତି ।

ତାଙ୍କର ମୃ-ତ୍ୟୁ ଖବର ଶୁଣିବା ପରେ ତାଙ୍କ ଫ୍ୟାନ୍ସ ମାନେ ଦୁଖ ପ୍ରକାଶ କରିଛନ୍ତି । କିଛି ଲୋକ ମାନେ ଏହି କଥାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ସୋସିଆଲ ମିଡିଆରେ ତାଙ୍କର ଶ୍ରଦ୍ଧାଞ୍ଜଳି ଦିଆଯାଉ ଥିବା ବେଳେ ବଲିଉଡ ଓ ଟିଭି ଇଣ୍ଡଷ୍ଟ୍ରି ଏହି ଖବର ଶୁଣିବା ପରେ ସ୍ତବ୍ଧ ହୋଇ ଯାଇଛି । ଅଭିନେତା ସିଦ୍ଧାର୍ଥ ଜଣେ ମଡ଼େଲର ହେବା ସହ ବିଗ ବସ ସୋ ର ସିଜନ-୧୩ ର ବିଜେତା ହୋଇଥିଲେ । ଏହି ସୋ ରେ ଜିତିବା ପରେ ଫ୍ୟାନ୍ସ ମାନେ ତାଙ୍କୁ ବହୁତ ସାରା ଭଲ ପାଇବା ଦେଇଥିଲେ ।

ଏହା ବ୍ଯତୀତ ଗତ କିଛି ଦିନ ତଳେ ସେ ଡ୍ୟାନ୍ସ ସୋ ରେ ଗେଷ୍ଟ ଭାବେ ଯୋଗ ଦେଇଥିଲେ । ସେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଖୁବ ଲୋକପ୍ରିୟତା ହାସଲ କରିଥିଲେ । ଏହି ଡ୍ୟାନ୍ସ ସୋ ରେ ତାଙ୍କ ସହ ତାଙ୍କର ବନ୍ଧୁ ସେହେନାଜ ଗିଲ ନଜର ଆସିଥିଲେ । ତେବେ ତାନକର ଏଭଳି ଅଚାନକ ମୃ-ତ୍ୟୁ ହେବା କଥାକୁ ନେଇ ପୁରା ବଲିଉଡ ଇଣ୍ଡଷ୍ଟ୍ରି ଶୋକ ପାଳନ କରିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଆର୍ଟିକଲ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *