ଜୀବନରେ ହାର ମାନି ଯାଇ ଥିଲେ ଏହି 8ଜଣ Bollywood Star ମାନେ, ବଞ୍ଚିବା ଠୁ ଭଲ ମୃତ୍ୟୁକୁ ବାଛି ନେଲେ

ଫିଲ୍ମି ଦୁନିଆରୁ ଜଡିତ ଏମିତି ବହୁତ ଷ୍ଟାର ଅଛନ୍ତି ଯେଉଁମାନଙ୍କ ଅଚାନକ ମୃ-ତ୍ୟୁ ସମସ୍ତଙ୍କୁ ବହୁତ ବଡ ଝ-ଟ-କା ଦେଇ ଥିଲା । ଫ୍ୟାନଙ୍କୁ ସେହି ସମୟରେ ଆହୁରି ଅଧିକ ଆଶ୍ଚର୍ଯ୍ୟ ହେଲେ ଯେତେବେଳେ ଏହି ଷ୍ଟାରମାନେ ନିଜ ହାତରେ ନିଜର ଜୀବନକୁ ଶେ-ଷ କରି ଦେଇ ଥିଲେ । ଆଜି ଆମେ ଆପଣଙ୍କୁ ଏମିତି କିଛି ଷ୍ଟାରଙ୍କ ବିଷୟରେ କହିବୁ, ଯେଉଁମାନେ ଫା-ସୀ ଲଗାଇ ଏହି ଦୁନିଆକୁ ଅ-ଳ-ବି-ଦା କରି ଦେଇଥିଲେ ।

ସୁଶାନ୍ତ ସିଂହ ରାଜପୁତ

ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏହି ମାମଲାରେ ସବୁଠୁ ଚର୍ଚିତ ନାଁ ଅଟନ୍ତି । ଟିଭି ଇଣ୍ଡଷ୍ଟ୍ରିରେ ବହୁତ ନାଁ କରିବା ପରେ ଅଭିନେତା ଫିଲ୍ମି ଦୁନିଆରେ ଗୋଡ ରଖିଥିଲେ ଓ ବଡ ପରଦାରେ ହି-ଟ ମଧ୍ୟ ହୋଇଥିଲେ । ସେ ବହୁତ ଅଳ୍ପ ଦିନ ମଧ୍ୟରେ ଲୋକପ୍ରିୟ ହୋଇ ଯାଇ ଥିଲେ । କିନ୍ତୁ ୧୪ ଜୁନ ୨୦୨୦ରେ ଏହି ଖବର ସମସ୍ତଙ୍କୁ ବହୁତ ବଡ ଝ-ଟ-କା ଦେଇଥିଲା କି ସୁଶାନ୍ତ ସିଂହ ନିଜର ମୁମ୍ବାଇ ସ୍ଥିତ ଘରେ ଆ-ତ୍ମ-ହ-ତ୍ୟା କରିଛନ୍ତି । ମାତ୍ର ୩୪ ବର୍ଷ ବୟସରେ ସୁଶାନ୍ତ ଫା-ସୀ ଲଗାଇ ନିଜର ଜୀବନ ଦେଇଥିଲେ ।

ଆସିଫ ବସରା

ଆସିଫ ବସରା ୧୨ ନଭେମ୍ବର ୨୦୨୦ ସନ୍ଧ୍ୟା ସମୟରେ ଫା-ସୀ ଲଗାଇ ଏହି ଦୁନିଆକୁ ଅଲବିଦା କରି ଦେଇ ଥିଲେ । ୫୩ ବର୍ଷ ବୟସରେ ଆସିଫ ବସରା ସମସ୍ତଙ୍କୁ ଛାଡି ଚାଲି ଯାଇ ଥିଲେ ।

କୁଶଳ ପଞ୍ଜାବୀ

କୁଶଳ ପଞ୍ଜାବୀ ଛୋଟ ପରଦାର ସହିତ ହିନ୍ଦୀ ସିନେମାରେ ବି କାମ କରିସାଇଛନ୍ତି । କିନ୍ତୁ ମାତ୍ର ୪୨ ବର୍ଷ ବୟସରେ ନିଜ ଜୀବନକୁ ସମାପ୍ତ କରିଦେଲେ । କୁହାଯାଉଛି କି ଆର୍ଥିକ ସମସ୍ୟା ତାଙ୍କର ଜୀବନ ଉପରେ ଗଭୀର ପ୍ରଭାବ ପକାଉ ଥିଲା ।

ପ୍ରତ୍ୟୁଷା ବନର୍ଜି

ପ୍ରତ୍ୟୁଷା ବନର୍ଜି ଛୋଟ ପରଦାର ଗୋଟିଏ ବଡ ନାଁ ଥିଲା । ସେ ଲୋକପ୍ରିୟ ଧାରାବାହିକ ‘ବାଳିକା ବଧୁ’ ଘର ଘର ଲୋକପ୍ରିୟ ହୋଇଥିଲେ । ଏହି ଧାରା ବାହିକରେ ସେ ଆନନ୍ଦୀର ରୋଲ ପ୍ଲେ କରିଥିଲେ ଓ ବହୁତ ସଫଳ ମଧ୍ୟ ହୋଇଥିଲେ । କିନ୍ତୁ ୨୫ ବର୍ଷ ବୟସରେ ୧ ଏପ୍ରିଲ ୨୦୧୬ରେ ଆ-ତ୍ମ-ହ-ତ୍ୟା କରି ନିଜର ଜୀବନକୁ ଶେଷ କରି ଦେଇଥିଲେ ।

ସେଜଲ ଶର୍ମା

ସେଜଲ ଶର୍ମା ସିରିଏଲ ‘ଦିଲ ତୋ ହୈପ୍ପୀ ହୈ ଜୀ’ ନଜର ଆସିଥିଲେ । ସେ ମାତ୍ର ୨୭ ବର୍ଷ ବୟସରେ ୨୪ ଜାନୁୟାରୀ ୨୦୨୦ରେ ଆ-ତ୍ମ-ହ-ତ୍ୟା କରିଥିଲେ ।

ସମୀର ଶର୍ମା

ସମୀର ଶର୍ମା ଜଣେ ଜଣା ଶୁଣା ଅଭିନେତା ଥିଲେ । କିନ୍ତୁ ସେ ୬ ଜୁଲାଇ ୨୦୨୦କୁ ଦୁନିଆକୁ ଅଲବିଦା କହି ଦେଇଥିଲେ ।

ଜିୟା ଖାନ

ଜିୟା ଖାନ ମାତ୍ର ୨୫ ବର୍ଷ ବୟସରେ ଆ-ତ୍ମ-ହ-ତ୍ୟା କରି ନେଇ ଥିଲେ । ୩ ଜୁନ ୨୦୧୩ କୁ ଅଭିନେତ୍ରୀ ନିଜେ ଘରେ ଫା-ସୀ ଲଗାଇ ଦେଇ ଥିଲେ ।

ମନମୀତ ଗ୍ରେୱାଲ

୧୬ ମେ ୨୦୨୦ରେ ଟିଭି ଅଭିନେତା ମନମୀତ ଗ୍ରେୱାଲ ନିଜ ଘରେ ଫା-ସୀ ଲଗାଇ ଦେଇ ଥିଲେ । କୁହାଯାଉଛି କି ଆର୍ଥିକ ସମସ୍ୟା କାରଣରୁ ସେ ୩୨ ବର୍ଷ ବୟସରେ ଦୁନିଆ ଛାଡି ଚାଲି ଯାଇଛନ୍ତି ।

Leave a Reply

Your email address will not be published. Required fields are marked *