ଯଦି ଜୀବନରେ କିଛି ଭଲ କରିବାକୁ ଚାହୁଁଛ ତ ଥରେ ନିଶ୍ଚିନ୍ତ ଦେଖନ୍ତୁ- Jaya Kishori

ଆଜିକା ସମୟରେ ସବୁ ସମ୍ପର୍କ କେବଳ ସ୍ଵାର୍ଥର ହୋଇ ଯାଇଛି ଏହାର ମୁଖ୍ୟ କାରଣ ଆମେ ନିଜେ ଅଛୁ କାହିଁକିନା ଆମ ଜଣ ଜଣଙ୍କୁ ମିଶାଇ ସମାଜ ନିର୍ମାଣ ହୋଇଥାଏ, ତେବେ ନିଜ ମନ ଭାବନା ଅନ୍ୟ ମାନଙ୍କ ପ୍ରତି ବଦଳିକି ଦେଖନ୍ତୁ ଦେଖିବେ କିଛି ନହେଲେ ଆପଣଙ୍କ ଜୀବନରେ ବହୁତ ପରିବର୍ତନ ଦେଖିବାକୁ ମିଳିଥାଏ ।

ଆଜିକା ସମୟରେ ସବୁ ସମ୍ପର୍କ କେବଳ ସିଢି ଭଳି ବ୍ୟବହାର କରି ଉପରକୁ ଯିବା ପାଇଁ ବ୍ୟବହାର ହୋଇଥାଏ ଯଦି ସମସ୍ତେ ଏହି ଭଳି ହୋଇଯିବେ ତେବେ ସମାଜର କଣ ହବ ଭାବନ୍ତୁ ସେଥିପାଇଁ ସମସ୍ତଙ୍କୁ ନିଜ ମନ ଭାବନା ବଦଳିବା ସମୟ ଆସି ଯାଇଛି । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ କଣ କରିବା ଉଚିତ ହୋଇଥାଏ ଆଉ କଣ କରିବା ଆମ ଜୀବନ ପ୍ରତି ବିପଦ ଆଣିଥାଏ ଆସନ୍ତୁ ବିସ୍ତାର ସହ ଜାଣିବା ।

ଜୀବନ ସଫଳତା ପାଇଁ ଲୋକ ବହୁତ ପରିଶ୍ରମ କରନ୍ତି ଆଉ ଅନ୍ୟ କିଛି କାମରେ ତାନ ମନ ନଥାଏ କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ କୌଣସି ମଣିଷକୁ ସଫଳ ହବା ପାଇଁ କଣ ସବୁଠାରୁ ଆବଶ୍ୟକ ହୋଇଥାଏ ଯଦି ଜାଣି ନାହାନ୍ତି ତେବେ ଜାଣି ରଖନ୍ତୁ । କାହାକୁ ବି ଜୀବନରେ ଭଲ ସାଙ୍ଗ ବନେଇବା ବହୁତ ଆବଶ୍ୟକ ଅଟେ ଯଦି ସେ କିଛି ବଡ ଆଉ ଭଲ କରିବାକୁ ଚାହୁଁଛନ୍ତି ।

ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ଭଲ ଆଉ ଖରାପ ସାଙ୍ଗ ହେଲେ କଣ ହୋଇଥାଏ ବୈଜ୍ଞାନିକ କହିବା ଅନୁଯାଇ ଯିଏ ଷ୍ଟ୍ରାଙ୍ଗ ହୋଇଥାଏ ସେ ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ ଆଉ ଅନ୍ୟ ମାନେ ତାକୁ କପି କରିବା ଆରମ୍ଭ କରନ୍ତି ଆରମ୍ଭରେ ତାଙ୍କୁ ଏହି ଜିନିଷ ବହୁତ ଭଲ ଲାଗିଥାଏ କିନ୍ତୁ ପରେ ଏହି ସବୁ ଜିନିଷ ତାଙ୍କ ଜୀବନ ପାଇଁ ବହୁତ ବଡ ଅସୁବିଧାର କାରଣ ମଧ୍ୟ ହୋଇଥାଏ ।

ଲୋକ ନିଜ ଜୀବନରେ ବହୁତ କିଛି ଭଲ ପାଇଥାନ୍ତି ଆଉ ବହୁତ କିଛି ହରାଇଥାନ୍ତି କିନ୍ତୁ ଜୀବନରେ କିଛି ଭଲ ସାଙ୍ଗ ହବା ବହୁତ ଆବଶ୍ୟକ କାହିଁକିନା ସେ ଆମ ଜୀବନକୁ ସଠିକ ଦିଶା ଦେଇଥାନ୍ତି । ତେବେ ଗୋଟେ କଥା କଣ ଆପଣ କେବେ ବିଚାର କରିଛନ୍ତିମା ବାପା ଆମେ ବାଛି ନାହୁଁ ଭଗବାନ ଦେଇଛନ୍ତି, ଭାଇ ଭଉଣୀ ଅନ୍ୟ କିଛି ସମ୍ପର୍କ ଆମେ ପସନ୍ଦ କରି ନାହୁଁ ଭଗବାନ ଦେଇଛନ୍ତି କିନ୍ତୁ ସାଙ୍ଗ ଆମେ ନିଜେ ପସନ୍ଦ କରିଥାଉ ସେଥିପାଇଁ ଭଲ ବାଛିବା ଉଚିତ କାହିଁକିନା ଗୋଟେ ଜିନିଷ ଭଗବାନ ଆମକୁ ବାଛିବା ପାଇଁ ଦେଇଛନ୍ତି ତାକୁ ଭଲ ବାଛିବା ଉଚିତ ।

ତେବେ ସବୁ ସମ୍ପର୍କ ଉପର ବାଲା ଆପଣଙ୍କୁ ଦେଇଥାନ୍ତି ଗୋଟେ ଆପଣ ନିଜ ପସନ୍ଦରେ କରନ୍ତୁ ଦେଖିବେ ଆପଣଙ୍କୁ କେତେ ଭଲ ଲାଗିବ । ଯଦି ଚୋର ସାଙ୍ଗ ହେବେ ତେବେ କାଲୀକୁ ଚୋର ହେବେ କିନ୍ତୁ ଭଲ ଲୋକ ସାଙ୍ଗ ହେଲେ କାଲୀକୁ ଭଲ କାମ କରିବେ ।

Leave a Reply

Your email address will not be published. Required fields are marked *