ଜୀବନରେ ଯଦି ଏହି 3ଟି ସଙ୍କେତ ଦେଖାଯାଏ, ତେବେ ଆପଣଙ୍କ ଭଲ ସମୟ ଆରମ୍ଭ ହୋଇଯାଇଛି ବୋଲି ଜାଣିବେ, ଦେଖନ୍ତୁ କଣ ସେହି ସଂକେତ

ବନ୍ଧୁଗଣ ମଣିଷ ଜୀବନରେ କିଛି ନା କିଛି ଘଟଣା ଦୁର୍ଘଟଣା ଲାଗି ରହିଥାଏ । ଯାହା ଦ୍ଵାରା ମଣିଷ ବହୁତ ବ୍ୟସ୍ତ ବିବ୍ରତ ହୋଇ ପଡେ । କିନ୍ତୁ ଭଗବାନ ଆମକୁ କିଛି ନା କିଛି ସଂକେତ ଦେଇଥାନ୍ତି । ଜୀବନରେ ଭଲ ସମୟ ଆସିବା ଆଗରୁ କିଛି ସଂକେତ ମିଳିଥାଏ ପ୍ରକୃତି ଦ୍ଵାରା । ଯାହା ଖୁବ କମ ଲୋକେ ଜାଣି ଥାନ୍ତି । ଶାସ୍ତ୍ର ଅନୁଯାୟୀ ଘଟଣା ଗୁଡିକ ମଣିଷକୁ ପରିସ୍ଥିତି ର ଅନୁକୂଳ କିମ୍ବା ପ୍ରତିକୂଳ କରିଥାଏ । ଆଜି ଆମେ ଆପଣଙ୍କୁ କହିବୁ ଭଲ ସମୟ ଆସିବାର ୩ଟି ସଂକେତ ବିଷୟରେ ।

୧- ଘର ଚଟିଆ ପକ୍ଷୀକୁ ବହୁତ ଶୁଭ ମାନାଯାଏ । ଯଦି ଘରେ ଘର ଚଟିଆ ପକ୍ଷୀ ବସା କରନ୍ତି ତେବେ ଖୁଶିର ସଂକେତ ହୋଇଥାଏ । ଏଭଳି ସଂକେତ ମିଳିବାର କିଛି ସମୟ ପରେ ଖୁସି ଖବର ମିଳିଥାଏ । ଏହା ସହ ଯାହା ବି ସବୁ ଭଲ ହୋଇଥାଏ । ଆଗରୁ ଘର ଚଟିଆ ଦେଖା ଯାଉଥିଲେ କିନ୍ତୁ ଏବେ ଆଉ ଦେଖା ଯାଉ ନାହାନ୍ତି ।

ଯଦି ଆପଣଙ୍କୁ ଘର ଚଟିଆ ଦେଖାଯାନ୍ତି ତେବେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ ବା ଚାକିରି ରେ ସଫଳତା ପାଇ ପାରନ୍ତି । ଏହା ସହ ବ୍ୟାପାରରେ ମଧ୍ୟ ବୃଦ୍ଧି ହେବାର ସୂଚନା ମିଳିଥାଏ । ଘର ଚଟିଆ ବସା ବାନ୍ଧି ଥିଲେ କେବେ ବି ଭଙ୍ଗାନ୍ତୁ ନାହି । ଏହା ଦ୍ଵାରା ଅଶୁଭ ହୋଇଥାଏ । ଅନ୍ୟ ପକ୍ଷୀ ଅପେକ୍ଷା ଆଘାର ଚଟିଆ ବହୁତ ଶୁଭ ହୋଇଥାଏ ।

୨- ଆଜିକାଲି ଘରେ ଘରେ ଲୋକେ ବିଲେଇ ରଖୁଛନ୍ତି । ସକାଳୁ ଉଠିବା ମାତ୍ରେ ବ୍ୟକ୍ତି ବିଲେଇ ଛୁଆ ଦେଖିଲେ ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ । ଯଦି ଆପଣଙ୍କ ସହ ଏଭଳି ଘଟଣା ଘଟୁଛି ତେବେ ଭଲ ସମୟ ଆସିବାର ସୂଚନା ଦେଇଥାଏ । ସକାଳୁ ଉଠିବା ପରେ ଭଲ ରେ ଦିନ କାଟିବାକୁ ସମସ୍ତେ ଚାହିଁ ଥାନ୍ତି ।

ବଡ ବିଲେଇ ଅପେକ୍ଷା ଚୋରା ବିବେଳ ମୁହଁ ଦେଖିଲେ ବା ଖେଳୁ ଥିବାର ଦେଖିଲେ ଶୁଭ କାମ ହେବାର ସୂଚନା ମିଳିଥାଏ । ଆପଣଙ୍କୁ କିଛି ନା କିଛି ଶୁଭ ଖବର ପ୍ରାପ୍ତ ହେବ । ବିଲେଇ ଦେଖିବା ଭଲ ହୋଇଥାଏ । କଳା ବିଲେଇ ଦେଖିଲେ ଅଶୁଭ ହୋଇଥାଏ । ବିଲେଇ କୁ ଖାଇବାକୁ ଦେଲେ ବହୁତ ରୁଣ ମଧ୍ୟ ସୁଝିଯିବ । ଘରେ ଯଦି ଅଶୁଭ ହେଉଥାଏ ବା ଗ୍ରହ ଦଶା ଚାଲୁଥାଏ ତେବେ ବିଲେଇ କୁ ଖାଇବାକୁ ଦିଅନ୍ତୁ ।

୩- ଆପଣ ମାନେ ଦେଖିଥିବେ ପିମ୍ପୁଡି ମାନେ ଦଳ ହୋଇ ଏକତ୍ର ହୋଇଥାନ୍ତି । ଯଦି ଆପଣଙ୍କ ଘରେ କଳା ପିମ୍ପୁଡି ଦଳ ଦେଖାଯାଏ ତେବେ ଶୁଭ ସଂକେତ ହୋଇଥାଏ । ଏହା ସହ ବହୁତ ବଡ ଖୁସି ଖବର ମିଳିବା ସହ ଧନ ମିଳିବାର ସୂଚନା ଦେଇଥାଏ । ମା ଲକ୍ଷ୍ମୀ ଙ୍କ କୃପା ପାଇବାକୁ ହେଲେ କଳା ପିମ୍ପୁଡି ଦେଖିବା ଶୁଭ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *