ଜୀବନରେ ଏହି 2ଟି କଥା ସର୍ବଦା ମନେ ରଖନ୍ତୁ- Krishna Vani

ସତ୍ଯର ସ୍ଵୀକାର କରିବା ବହୁତ ମହତ୍ବପୂର୍ଣ ହୋଇଥାଏ ଯିଏ ସ୍ଵୀକାର କରିନଥାଏ ତାକୁ ଅସତ୍ୟ ସହିତ ଲଢିବାର ଶକ୍ତି ମିଳିନଥାଏ । ଯେବେ ଆପଣ ଭୋଜନ କରିଥାନ୍ତି କଣ ହୋଇଥାଏ ଆପଣଙ୍କ ପେଟ ସ୍ଵୀକାର କରିଥାଏ କି ଭରି ସାରିଛି ଆଉ ଭୋଜନ କରିବା ବନ୍ଦ କରିଥାଏ । ଯେବେ ଆପଣଙ୍କୁ ନିଦ୍ରା ଆସିଥାଏ ତେବେ କଣ ହୋଇଥାଏ, ଆପଣଙ୍କ ମନ ସ୍ଵୀକାର କରିଥାଏକି ଶରୀର ଥକି ସାରିଛି । ଆଉ ତାକୁ ବିଶ୍ରାମର ଆବଶ୍ୟକତା ହୋଇଥାଏ ।

ସେହିଭଳି ଯଦି ଆପଣଙ୍କୁ କିଛି ବ୍ୟାସନକୁ ରୋକିବାର ହୋଇଥାଏ ଆପଣଙ୍କୁ ସ୍ଵୀକାର କରିବାକୁ ହୋଇଥାଏକି ବହୁତ ହୋଇଗଲା ସେ ଲୋଭ ହେଉକି ମଦିରା ପାନ । ସେହି ବ୍ୟାସନ ସେବେ ତ୍ୟାଗ କରି ପାରିବେ ଆପଣ ଯେବେ ସ୍ଵୀକାର କରିଥାନ୍ତିକି ଆପଣ ସେହି ବ୍ୟସନର ବନ୍ଧକ ଅଟେ । ଆମେ ସବୁ ଶୀଘ୍ର ସଫଳତା ପାଇଥାଉ ଓ ବହୁତ ସମ୍ପତି ଓ ସୁଖ ଚାହିଁ ଥାଉ । ସେଥି ପାଇଁ ବହୁତବାର ଆମେ ଛୋଟ ମାର୍ଗର ଚୟନ କରିଥାଉ ।

ସେଇ ମାର୍ଗ ଯେଉଁଥିରେ ପରିଶ୍ରମ ନଥାଏ । ଯେଉଁଥିରେ ହୋଇଥାଏତ କେବକ ଛଳ, କୁଟିଳତା, ଭାଗ୍ଯର ସାହାରା । ଯେମିତିକି କିଏ ଜୁଆ ଖେଳରେ ଧନ ଲଗାଇ ଥାଏ ଆଉ ଭୁଲିଯାଇଥାଏ ଜୁଆ ଏମିତି ଖେଳ ହୋଇଥାଏ ଯେଉଁଥିରେ ଗୋଟିଏବାର ପଡିଥାଉ ସର୍ବନାଶ ହୋଇଥାଏ । ଯଦି ଆପଣ ଜିତିଥାନ୍ତି ଆଉ ଜିତିବାର ଭୋକ ବଢିଯାଇଥାଏ । ଯଦି ଆପଣ ହାରିଯାଇଥାନ୍ତିତ ତାକୁ ପୁଣି ପାଇବା ପାଇଁ ପୁଣି ଚେଷ୍ଟା କରିଥାଉ ।

ମନୁଷ୍ୟକୁ ଏହା ଆଭାସ ହୋଇନଥାଏ, ସେ ତାର ସମ୍ପତି ସହିତ ସେ ତାର ମାନବତା, ତାର ସଂସ୍କାର ଧର୍ମ ଓ ତାର ଉତ୍ତର ଦାୟିତ୍ଵ ସବୁ ଜୁଆରେ ଭେଟ ଚଢାଇ ଦେଇଥାଏ । ସେଥିପାଇଁ ଯଦି କିଛି ପାଇବାର ଅଛି ତେବେ ପରିଶ୍ରମ ସହିତ ପାଅ । ଯଦି କିଛି ଜୁଆରେ ଜିତିଲ ତାକୁ ବହୁତ ଶୀଘ୍ର ହିଁ ହରାଇଦେବ । କାରଣ ତାକୁ ପରିଶ୍ରମ ଦ୍ଵାରା ପାଇନଥାନ୍ତି ଆଉ ତାକୁ ରକ୍ଷା କରିବା ପାଇଁ ଆପଣଙ୍କ ମନରେ ସ୍ଵାଭାବିକ ପ୍ରୟାସ ହୋଇନଥାଏ ।

ସେଥିପାଇଁ ଜୀବନରେ କିଛି କରିବା ଶିଖନ୍ତୁ ପରିଶ୍ରମ ଦ୍ଵାରା । ବୀନା ପରିଶ୍ରମରେ ଯଦି ପଇସା କମେଇବ ସେ କେବେବି କୌଣସି ଭଲ କାମରେ ଲାଗିପରିବ ନାହିଁ । ଆଉ ସେହି ପଇସା କୁଆଡେ ପଳେଇବ ଆପଣ ଜାଣିପାରିବେ ନାହିଁ । ଜୀବନରେ ଯାହ ବି କରିବାକୁ ଚାହୁଁଛନ୍ତି ପରିଶ୍ରମ କରନ୍ତୁ ଆଉ ଭଲ ଫଳ ପାଆନ୍ତୁ ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *