ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ବର୍ତ୍ତମାନ ସରା ଦେଶରେ ନବରାତ୍ରି ପର୍ବ ଚାଲିଛି । ଏହି ପର୍ବରେ ମାତା ଦୂର୍ଗାଙ୍କ ପୂଜା ଆରାଧନା ଖୁବ ଧୂମଧାମରେ ପାଳନ କରା ଯାଇଥାଏ । ତେବେ ଏହି ନବାରାତ୍ରିରେ ମା ଦୁର୍ଗ ଆପଣଙ୍କର କେଉଁ ଇଚ୍ଛା ପୂରଣ କରିବେ ତାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ସେଥିପାଇଁ ଆମେ ନେଇ ଆସିଛୁ ୨ଟି ମାତା ରାଣୀଙ୍କ ଚିତ୍ର । ଏଥି ମଧ୍ୟରୁ ଆପଣଙ୍କୁ ଯେ କୌଣସି ଗୋଟିଏ ବାଛିବାକୁ ପଡିବ । ଏହା ପରେ ଆପଣ ଜାଣି ପାରିବେ ଆପଣଙ୍କ ପାଇଁ ନବରାତ୍ରି ରେ କେଉଁ ଖୁସି ଖବର ରହିଛି ।
୧- ପ୍ରଥମ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ଚୟନ କରିଛନ୍ତି ତେବେ ଆପଣ ଜୀବନରେ ଅନେକ କିଛି ବୁଝିବାର ଜରୁରତ ଅଛି । ଏହି ୯ ଦିନରେ ଆପଣ ମା ଦୂର୍ଗାଙ୍କୁ ଖୁସି କରିବା ପାଇଁ ଶାନ୍ତ ସ୍ଵଭାବ ରଖନ୍ତୁ । ଆପଣଙ୍କର ଯାହା ବି ଇଚ୍ଛା ଥିବା ନିଶ୍ଚୟ ପୂରଣ ହେବ । ଏବେ ନୂଆ ବ୍ୟକ୍ତିଙ୍କ ଉପରେ ଭରସା କରିପାରୁ ନାହାନ୍ତି । କିନ୍ତୁ ଯେଉଁ ଲୋକଙ୍କ ଠାରୁ ଆପଣ ସାହାଜ୍ଯର ଆସା କରୁଛନ୍ତି ସେମାନେ ନିଶ୍ଚୟ କରିବେ । ନିଜକୁ ଏକା ଅନୁଭବ କରନ୍ତୁ ନାହି ।
ଆପଣଙ୍କ ଭିତରେ କଣ ପରିବର୍ତ୍ତନ ହେଉଛି ବା କେହି ଆପଣଙ୍କୁ ଛାଡିକି ଯାଉଛି ତାହାକୁ ସ୍ଵୀକାର ଅରନ୍ତୁ । କାରଣ ପରିବର୍ତ୍ତନ ମଣିଷ ଜୀବନର ଖାସ ନିୟମ ଅଟେ । ଯଦି ଆପଣ ଏହାକୁ ସ୍ଵୀକାର କରିବେ ନାହି ତେବେ ପଜେଟିଭ ରୁହନ୍ତୁ । କମ ସମୟରେ କାମରେ ପ୍ରଗତି ହେବ । ପରିବାର ସହ ଆଲୋଚନା କରିବେ । କ୍ଯାରିୟର ପାଇଁ ବହୁତ ବଡ ଖୁସି ଖବର ମିଳିବାକୁ ଯାଉଛି ଆଗାମୀ ୯ ଦିନରେ । ଏମିତି ବ୍ୟକ୍ତିଙ୍କ ସହ ଭେଟ ହେବ ଯିଏ ଆପଣଙ୍କ ଜୀବନର ମାର୍ଗ ଦର୍ଶନ କରାଇବେ । ପରିସ୍ଥିତିକୁ ବୁଝିବାକୁ ଚେଷ୍ଟା କରନ୍ତୁ । ପ୍ରତେକ ସମସ୍ୟାର ସମାଧାନ କରନ୍ତୁ ।
୨- ଦ୍ଵିତୀୟ ନମ୍ବର : ଯଦି ଆପଣ ଦ୍ଵିତୀୟ ନମ୍ବର ଚୟନ କରିଛନ୍ତି ତେବେ ଆପଣ ଏହି ୯ ଦିନରେ ଲୋକଙ୍କୁ ସାହାଜ୍ଯ କରନ୍ତୁ । ଏହା ସହ ପଣଙ୍କ ଜୀବନରେ ଯାହା ବି ଘଟୁଛି ତାହା ଭଗବାନଙ୍କ ଇସାରା ରେ ହୋଇଥାଏ ଏହାକୁ ସ୍ଵୀକାର କରନ୍ତୁ । ପରିବାରର ସଦଙ୍କସ୍ୟ ପ୍ରଗତି ଦେଖି ମନ ପ୍ରସନ୍ନ ହେବ । ନିଜର ବିଚାରକୁ ବଦଳାନ୍ତୁ । ନିଜର ଦାୟିତ୍ବ ଉପରେ ଧ୍ୟାନ ଦିଅନ୍ତୁ । ସମ୍ପତି ସମ୍ବଧିତ ବିଚାର କରୁଥିଲେ ସଫଳ ହେବେ । ତରବର ହୋଇ ନିସ୍ପତି ନିଅନ୍ତୁ ନାହି ।
ଆପଣଙ୍କୁ ଏହି ନବରାତ୍ରିରେ ଇନକମ ର ସ୍ରୋତ ବା ଚାକିରି କ୍ଷେତ୍ରରେ କିଛି ନା କିଛି ବଡ ଖୁସି ଖବର ପ୍ରାପ୍ତ ହେବ । ଆପଣ ମାତା ରାଣୀ ଙ୍କ ସଚ୍ଚା ମନରେ ଆରାଧନା କରିଲେ ନିଶ୍ଚୟ ଆପଣଙ୍କୁ ବଡ ଉପହାର ମିଳିବ । ଯାହା ହେବ ବହୁତ ଭଲ ହେବ । ମନରେ କାହା ସହ କଠୋରତା ଥିବ ତାହା ଦୂର କରନ୍ତୁ । ପରସ୍ପର ପ୍ରତି ଭୁଲ ବୁଝାମଣା ଥିଲେ ଦୂର କରନ୍ତୁ । କଠୋର ଶବ୍ଦ ର ପ୍ରୟୋଗ କରନ୍ତୁ ନାହି । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।