ବୋଉ ଏ ଲକ୍ଷ ଲକ୍ଷ ଲୋକଙ୍କର ଭଲ ପାଇବା ତା ଭଲ ପାଇବା ଆଗରେ ଫିକା ମୁଁ କଣ କରିବି । ମତେ ସିନା ସମସ୍ତେ ଭଲ ପାଉଥିଲେ ହେଲେ ମୁଁ ତାକୁ ଭଲ ପାଉଥିଲି । ତମେ ମାନେ କେହି ରାଜି ହେବ ନାହିଁ ବୋଲି ସେ ସୁନ୍ଦର ତ ଥିଲା ହେଲେ ବୃତ୍ତିରେ ଜଣେ ଡାକ୍ତରାଣୀ ବି ଥିଲା । ସେଥିପାଇଁ ତାକୁ ମୁଁ ଭଲ ପାଇଥିଲି । ତମେ ମାନେ ସମସ୍ତେ ସହଜରେ ରାଜି ହେଇଯାଇ ଥାନ୍ତ ।
ସେଥିପାଇଁ ଆଗ ପଛ ଭାବି ଭଲ ପାଇଥିଲି ମନ ଦେଇଥିଲି । ମନ ଦେଇଥିଲି ଆଉ ଯେତେବେଳେ ଜାଣିଲି ମୁଁ ଏକ ମିଛ ମରୀଚିକା ପଛରେ ଧାଉଁଛି । ମୁଁ ଯାହାକୁ ଭଲ ପାଉଛି ସେ ରଶ୍ମୀକୁ ଭଲ ପାଉଛି । ମୁଁ ଯାହା ଜନ୍ମ ଦିନରେ କେକ କାଟୁଛି ସେ ଆଉ କାହା ପାଇଁ କେକ କାଟୁଛି । ମୁଁ ଯାହାକୁ ନେଇ ସ୍ଵପ୍ନ ଦେଖୁଛି ସେ ଆଉ କାହା ପାଇଁ ସ୍ଵପ୍ନ ଦେଖୁଛି । ଭୁଲ ହେଇ ଗଲା ଜୀବନର ଏତେ ବଡ ନିଷ୍ପତ୍ତି ଟା ଏତେ ଶୀଘ୍ର ନେଲି ।
ଆଉ ଜଲ୍ଦି ବି ଭୁଲ ବୋଲି ପ୍ରମାଣିତ ହେଇ ଗଲା । ଏ ଦୁନିଆ ଟା ମତେ ଭଲ ଲାଗୁନି । ହଁ ଦର୍ଶକ ବନ୍ଧୁ ଯେତେବେଳେ ଡିଜେ ଆଜେକ୍ସଙ୍କର ମୃ-ତ୍ୟୁ ହୋଇଛି ପୋଲିସ ଘଟଣାର ତଦନ୍ତ କରୁଛି । ପୋଲିସ ବାଳିକା ବନ୍ଧୁ ସୁନ୍ଦରୀ ଡାକ୍ତରାଣୀ ହଁ ଦାନ୍ତ ଡାକ୍ତରାଣୀ ଙ୍କୁ ପଚରା ଉଚରା କରିବ ବୋଲି ଶୁଣିବାକୁ ମିଳୁଛି । ଖାଲି ସେତିକି ନୁହେଁ ଏକ୍ସ ବୟଫ୍ରେଣ୍ଡ ରଶ୍ମୀ ଙ୍କୁ ମଧ୍ୟ ପଚରା ଉଚରା କରାଯିବ ବୋଲି ସୂଚନା ମିଳୁଛି ।
ଠିକ ସେତିକି ବେଳେ ପୋଲିସ ଯେଉଁ ରୁମ୍ ରେ ଡିଜେ ଆଜେକ୍ସଙ୍କ ମୃ-ତ ଦେ-ହ ଜବତ କରିଥିଲା ସେହି ରୁମ୍ ରୁ ଏକ କାଗଜ ପାଇଛି । ଯେଉଁ କାଗଜରେ ଡିଜେ ଆଜେକ୍ସ ଲେଖି ଛନ୍ତି ବୋଉ ଲୋ କର୍ଣ୍ଣାଟକ ବ୍ଯାଙ୍କରେ ମୋର କିଛି ଟଙ୍କା ଅଛି ଆଉ । ଏହି ଆକାଉଣ୍ଟର ପ-ଆ-ସ-ୱା-ର୍ଡ ହେଉଛି ଏତିକି ଯାହାକୁ ଡିଜେ ଆଜେକ୍ସ ଲେଖି ଦେଇ ଯାଇଛନ୍ତି ।
ଆଉ ସବୁଠାରୁ ବଡ କଥା ଡିଜେ ଆଜେକ୍ସ ସେଥିରେ ଲେଖିଛନ୍ତି ଏ ସବୁ ଟଙ୍କା ଉଠେଇ ଆଣିବୁ । ଲକ୍ଷ ଲକ୍ଷ ଲୋକ ସିନା ମତେ ଭଲ ପାଉଥିଲେ କିନ୍ତୁ ମୁଁ ସେ ସୁନ୍ଦରୀ ଦାନ୍ତ ଡାକ୍ତରାଣୀର ପ୍ରେମରେ ହାରି ଗଲି । ଯେଉଁ କାଗଜରେ ଡିଜେ ଆଜେକ୍ସ ପାସ ୱାର୍ଡ ଲେଖିଛନ୍ତି ସେହି କାଗଜରେ ଆଉ କାହା ନାଁ ଲେଖିଛନ୍ତି କି ? ହଁ ଦର୍ଶକ ବନ୍ଧୁ ସେହି କାଗଜରେ କିଏ ଓ କାହା ଯୋଗୁଁ ସେ ଏଭଳି ନିସ୍ପତି ନେଲେ ସେମିତି କିଛି ଲେଖି ନାହାନ୍ତି ।
କିନ୍ତୁ ଏତିକି ଲେଖିଛନ୍ତି କର୍ଣ୍ଣାଟକ ବ୍ୟାଙ୍କରେ ଟଙ୍କା ରଖିଛି ଆଉ ତାର ପାସ ୱାର୍ଡ ଏତିକି ବୋଉ ଲୋ ତୁ ଉଠାଇ ଆଣିବୁ । ତେବେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।