ଝିଅଟି ଯେବେ ଦେଖିଲା ଯମଦୂତଙ୍କୁ, ତା ପରେ ଯାହା ହେଲା ଦେଖି ଆପଣଙ୍କ ହୋସ ଉଡିଯିବ: ଦେଖନ୍ତୁ Video

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘଟନା ନେଇ ଆସିଛୁ ଯେଉଁ ଥିରେ ଜୀବନ ବଦଳି ଯାଉଛି ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ରେ ଜଣେ ଇସଲାମୀ ଭଉଣୀ ହସପିଟାଲରେ ଆଡମିସନ ହୋଇଥିବା ବେଳେ ତାର ଅନ୍ୟ ଏକ ଭଉଣୀ ସେଠାରେ ଆସିଛି । ଭଉଣୀ ଟି ପୀଡିତା ଭଉଣୀ କୁ ପ୍ରଥମେ ସବୁ କିଛି ଠିକ ହୋଇଯିବ ବୋଲି କହିଥିଲା ।

ଏହା ଶୁଣିବା ପରେ ପୀଡ଼ିତା ଭଉଣୀ ପ୍ରତିବାଦ କରିଥିଲେ ଯେ ଏହା କଣ । ସେମିତି କିଛି ବି ନାହି । ପୀଡ଼ିତା ଝିଅଟି କହିଲା କିଛି ହେବାକୁ ଯାଉଛି । କିନ୍ତୁ ତାର ଭଉଣୀ କହିଲା ସେ ତା ସହ ଅଛି କିଛି ବି ହେବ ନାହି ।

ଏହା ପରେ ପୀଡ଼ିତାଙ୍କ ସାମନାକୁ ଏମିତି କିଛି ଦ୍ରୁଶ୍ଯ ଆସିଲା ଯାହାକୁ ଅନ୍ୟ ମାନେ କେହି ଦେଖି ପାରୁ ନ ଥିଲେ । ଏହି ଦୃଶ୍ୟ ଦେଖିବା ପରେ ପୀଡ଼ିତା ବାସ ଦେଖିକି ରହିଗଲେ । ପୀଡ଼ିତା ଝିଅ ଟି ନିଅଜର ଆତ୍ମା କୁ ନିଜ ଆଖି ଆଗରେ ଦେଖି ସେଠାରେ ଅବାକ ହୋଇ ରହିଗଲେ । ଏହାର କିଛି ସମୟ ପରେ ତାଙ୍କର ମୃ-ତ୍ୟୁ ଘଟିଥିଲା । ତେବେ ଯେବେ ମଣିଷର ମୃ-ତ୍ୟୁ ଆସେ ତେବେ ସେହି ସମୟରେ ତାକୁ ତାର ମୃ-ତ୍ୟୁ ର ଆଭାସ ଆଗରୁ ହେବାରେ ଲାଗିଥାଏ ।

ତେଣୁ ଯେବେ ଜଣେ ମୁସଲିମ ବ୍ୟକ୍ତି ମୃ-ତ୍ୟୁ କରିବା ସମୟରେ ତାର ଆଖି ଖୋଲା ରହିଯାଏ ତେବେ ସେ ତାର ଆ-ତ୍ମା କୁ ଅତି ପାଖରେ ଦେଖିପାରେ ବୋଲି କୁହାଯାଏ । ମୃ-ତ୍ୟୁ କୁ ରୋକିବା କାହା ପକ୍ଷେ ସମ୍ଭବ ନୁହେଁ । କାରଣ ମଣିଷ ଜନ୍ମ ହେବ ମାତ୍ରେ ତାର ମୃ-ତ୍ୟୁ ର ସମୟ ଲେଖା ହୋଇ ଆସିଥାଏ । ଯାହାକୁ କେହି ବଦଳାଇ ପାରିବେ ନାହି ।

ତେଣୁ ଏହା ହିଁ ଦୁନିଆର ସବୁଠାରୁ ବଡ ସତ୍ୟ କଥା ଯାହାକୁ ଅମାନ୍ୟ ମଧ୍ୟ କରି ହେବ ନାହି । ତେଣୁ ଭଗବାନ ଆମ ସମସ୍ତଙ୍କୁ ମୃ-ତ୍ୟୁ ପୂର୍ବ ରୁ ଏମିତି କିଛି କାମ କରିବାକୁ ସୁଯୋଗ ଦିଅନ୍ତୁ ଯାହା ଦ୍ଵାରା ଆମେ ମୋକ୍ଷ ପ୍ରାପ୍ତ ହୋଇ ପାରିବା ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ

Leave a Reply

Your email address will not be published. Required fields are marked *