ମୃତ୍ୟୁ ପରେ ପରିବାର ପାଇଁ Raju Srivastav ଛାଡି ଗଲେ ଏତେ ସମ୍ପତ୍ତି, ଜାଣି ବିଶ୍ଵାସ ହେବନି

ବନ୍ଧୁଗଣ କେମଡି ଦୁନିଆର କିଙ୍ଗ ରାଜୁ ଶ୍ରୀବାସ୍ତବ ଯିଏ କି ଦେଶର ଲୋକଙ୍କ ମନରେ ରାଜ କରୁଥିଲେ । ଆଜି ସେ ଆଉ ଆମ ଗହଣରେ ନାହାନ୍ତି । ଗତ କାଲି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଛି । ତାଙ୍କର ହୃଦଘାତ ହେବାର ପରେ ପ୍ରାୟ ଦେଢ ମାସ ଯାଏଁ ଜୀବନ ମରଣ ସହ ଲଢୁଥିଲେ । କିନ୍ତୁ ଶେଷରେ ମୃତ୍ୟୁ ଠାରୁ ପରାଜୟ ସ୍ଵୀକାର କରିଲେ । ଦିଲ୍ଲୀ ର ଏମ୍ସ ହସପିଟାଲରେ କମେଡି କିଙ୍ଗ ଭାବେ ଲୋକଙ୍କର ମନରେ ଖାସ ସ୍ଥାନ ସୃଷ୍ଟି କରିଥିବା ରାଜୁ ଶ୍ରୀବାସ୍ତବ ନିଧନ କାରଣରୁ ପୁରା ବଲିଉଡ ଇଣ୍ଡଷ୍ଟ୍ରି ରେ ଦୁଖର ବଦଳ ଖେଳି ଯାଇଛି ।

ଏମିତିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦୁଖ ପ୍ରକାଶ କରିଛନ୍ତି । ଅଗଷ୍ଟ ୧୦ରେ ତାଙ୍କର ହାର୍ଟ ଟାକ ହୋଇଥିଲା ଯାହା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେବେ ଠାରୁ ଅବସ୍ଥା ଗୁରୁତର ଥିଲେ ମଧ୍ୟ ସେ ହୋସ ରେ ଥିଲେ । ସେ ନିଜର ଜୀବିକା ନିର୍ବାହ କରିବା ପାଇଁ ମାୟା ନଗରି ମୁମ୍ବାଇରେ ଅଟୋ ଚଲାଉଥିଲେ । କିନ୍ତୁ ତାଙ୍କର କମେଡି ପାଇଁ ସେ ଫିଲ୍ମ ଦୁନିଆରେ ନିଜର କ୍ଯାରିୟର ଆରମ୍ଭ କରିଥିଲେ । ଯାହା ତାଙ୍କୁ ବଡ ବଡ ଫିଲମରେ ଅଭିନୟ କରିବାର ସୁଯୋଗ ମିଳିଥିଲା ।

ସେ ଦ ଗ୍ରେଟ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ ଓ କମେଡି ସରକର୍ଷ ଭଳି ସୋ ରେ ନିଜର ଟ୍ଯାଲେଣ୍ଟ ଦେଖାଇଥିଲେ । ଆଜି ଆମେ ଆପଣଙ୍କୁ ରାଜୁ ଶ୍ରୀବାସ୍ତବଙ୍କର ସମ୍ପତି ବିଷୟରେ କହିବାକୁ ଯାଉଛୁ । ମିଡିଆ ରିପୋର୍ଟ ଅନୁଆଯାୟୀ ତାଙ୍କ ପାଖରେ ୨୦ କୋଟି ଟଙ୍କାର ସମ୍ପତି ଅଛି ଯାହା ସେ ତାଙ୍କ ପରିବାର ପାଇଁ ଛାଡି ଯାଇଛନ୍ତି । କୁହାଯାଉଛି କି ତାଙ୍କର ଅଧିକ ରୋଜଗାର ସ୍ଟେଜ ସୋ ରେ ହେଉଥିଲା । ଏହା ସହ ଦୁନିଆର ବଡ ବଡ ମଞ୍ଚ ରେ ମଧ୍ୟ ନିଜର ପ୍ରତିଭା ଦ୍ଵାରା ଲୋକଙ୍କୁ ହସାଇଥାନ୍ତି ।

ସୂଚନା ଅନୁଯାୟୀ ସେ ଗୋଟେ ସୋ କରିବା ପାଇଁ ୪ରୁ ୫ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି । ଏମିତିକି ବିଦେଶରେ ଏହା ଠାରୁ ଅଧିକ ଟଙ୍କା ସେ ଚାର୍ଜ କରୁଥିଲେ । ତାଙ୍କର କାନପୁର ରେ ବଡ ଆଲିଶାନ ଘର ଆଢ୍ୟ ଅଛି । ତାଙ୍କ ପାଖରେ BMW, AUDI Q୭, ଇନୋଭା ଭଳି ଲକଜରି କାର କଲେସନ ମଧ୍ୟ ରହିଛି । ସେମାନଙ୍କର ରୋଜଗାର ମଧ୍ୟରେ ଫିଲ୍ମ ଓ ଟିଭି ସୋ ମଧ୍ୟ ସାମିଲ ଅଛି । ସେ ଗଳି ମଞ୍ଚରୁ ବାହାରି ଟିଭି ପରଦାରେ ପହଞ୍ଚି ଥିଲେ ଯାହା ପାଇଁ ଦର୍ଶକ ତାଙ୍କୁ ଖୁବ ପସନ୍ଦ କରିଥିଲେ ।

ସେ ମେନେ ପ୍ୟାରା କିଆ, ତେଜାବ, ବାଜିଗର ଭଳି ବଲିଉଡ ଫିଲ୍ମରେ କାମ କରିଛନ୍ତି । କିନ୍ତୁ କ୍ଯାରିୟରରେ ସେ ବଡ ସଫଳତା ସେତେବେଳେ ପାଇଥିଲେ ଯେବେ ୨୦୦୫ରେ ସେ ଦ ଗ୍ରେଟ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ ସୋ ରେ ଭାଗ ନେଇଥିଲେ । ଏହି ସୋ ଜରିଆରେ ରାତାରାତି ତାଙ୍କ ନାଁ ଦେଶରେ ଫ୍ଯମସ ହୋଇପାରିଥିଲା । ବନ୍ଧୁଗଣ ଆପଣ ମାନଙ୍କୁ ରାଜୁ ଶ୍ରୀବାସ୍ତ ଙ୍କ କାମେଡି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *