ମୃତ୍ୟୁ ପୂର୍ବରୁ ଶିକ୍ଷୟତ୍ରୀ ଜଣଙ୍କ ଶେଷ ଚିଠିରେ ଲେଖିଲେ କିଛି ଏମିତି, ଦେଖିଲେ ଆପଣଙ୍କ ଆଖିରେ ବି ଆସିଯିବ ଲୁହ… ଦେଖନ୍ତୁ Video

ବନ୍ଧୁଗଣ ଦୀର୍ଘ ୫ ମାସ ହେଲା ଛାତି ରେ ଭୀଷଣ ଯନ୍ତ୍ରଣା ହେଉଥିଲା ଆଉ ସେହି ଯନ୍ତ୍ରଣା ସହ୍ୟ କରିବା ସମ୍ଭବ ହେଲା ନାହି ମିନାକ୍ଷୀ ଙ୍କ ପକ୍ଷରେ । ଆଉ ସେଥିପାଇଁ ନିଜ ଜୀବନକୁ ହାରିବା ପାଇଁ ନେଲେ ଚରମ ପଦକ୍ଷେପ । ମିନାକ୍ଷୀ ଙ୍କ ସଂସାର ବେଶ ହସ ଖୁସି ରେ ଚାଲୁଥିଲା ଆଉ ସେ ତାଙ୍କ ଝିଅକୁ ଜୀବନ ଠାରୁ ଅଧିକ ଭଲ ପାଉଥିଲେ । ଶାଶୁଘର ଲୋକ ବେଶ ଭଲ ମଧ୍ୟ ଥିଲେ । ଏମିତିକି ମିନାକ୍ଷୀ ଙ୍କ ସ୍ଵାମୀ ମଧ୍ୟ ବହୁତ ଭଲ ଥିଲେ । ନିଜେ ମଧ୍ୟ ଜଣେ ଶିକ୍ଷୟତ୍ରୀ ଥିଲେ ମିନାକ୍ଷୀ । ଟଙ୍କା ପଇସାର କିଛି ଅଭାବ ମଧ୍ୟ ନ ଥିଲା କି ପାରିବାରିକ ବିବାଦ ମଧ୍ୟ ନ ଥିଲା ।

ଗତ ୫ ମାସ ତଳେ ଛାତି ରେ ଧୀରେ ଧୀରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଆଉ କଷ୍ଟ ଅସହ୍ୟ ହେବାରୁ ଏ ନେଇ ଶାଶୁଘର ଲୋକଙ୍କୁ ଜଣାଇଥିଲେ ମିନାକ୍ଷୀ । ଏହା ସହ ତୁରନ୍ତ ମେଡିକାଲ ରେ ଦେଖାଇ ଚିକିତ୍ସା ମଧ୍ୟ କରାଇଥିଲେ । ହେଲେ କୌଣସି ଲାଭ ନ ହେବାରୁ ମିନାକ୍ଷୀଙ୍କର ସ୍ୱାସ୍ଥ୍ୟ ଠିକ ହେଲା ନାହି ।

ଏହା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ମିନାକ୍ଷୀଙ୍କର ଅପରେସନ ହୋଇଥିଲା ଆଉ ମେଡ଼ିସିନ ମଧ୍ୟ ଖାଉଥିଲେ କିନ୍ତୁ ଯନ୍ତ୍ରଣା କମି ନ ଥିଲା ଯାହା ପାଇଁ ମିନାକ୍ଷୀ ମାନସିକ ଚାପରେ ରହୁଥିଲେ । ଧୀରେ ଧୀରେ ଯନ୍ତ୍ରଣା ବଢିବାରୁ କଷ୍ଟ ସହିପାରିଲେ ନାହି ବୋଲି ଶେଷ ଚିଠି ରେ ଲେଖିଛନ୍ତି ମିନାକ୍ଷୀ । ପରିବାର ଲୋକେ କହିଛନ୍ତ କି ସମ୍ପର୍କୀୟ ଙ୍କ ଜନ୍ମ ଦିନ ଉଶ୍ଚବ ଥିବାରୁ ସମସ୍ତେ ସେଠାକୁ ଯାଇଥିଲେ ।

ଆଉ ଏହି ସମୟରେ ମିନାକ୍ଷୀ ଫ୍ୟାନ ରେ ଶାଢୀ ଲଗାଇ ଆତ୍ମହତ୍ୟା ଭଳି ଚରମ ନିସ୍ପତି ନେଇଗଲେ । ମୃତୀ ପୂର୍ବରୁ ମିନାକ୍ଷୀ ଶେଷ ଚିଠିରେ ଲେଖିଛନ୍ତି କି ଗତ ୫ ମାସ ହେବ ମୋ ଛାତିରେ ଯନ୍ତ୍ରଣା ହେଉଛି ଯାହା ସହ୍ୟ କରିବା ଆଉ ମୋ ପକ୍ଷେ ସମ୍ଭବ ହେଉ ନାହି । ମୋର କଷ୍ଟ ଯୋଗୁଁ ମୁଁ ଆଜି ବିଦାୟ ନେଉଛି ।

ମୋ ଝିଅକୁ ଭଲରେ ରଖିବ, ମୋର ଅପରେସନ ହୋଇଛି ସତ କିନ୍ତୁ ମୋର କଷ୍ଟ କମି ନାହି, ଏ ମେଡ଼ିସିନ ଖାଇ ଖାଇ ମୁଁ ବିରକ୍ତି ହେଲିଣି ତେଣୁ ଜୀବନ ହାରିବାକୁ ନିସ୍ପତି ନେଇଛି, ମୋର ମାରିବା ପଛରେ କେହି ଦାୟୀ ନୁହନ୍ତି, ମୋର ଯଦି କିଛି ଭୁଲ ଥିବା ମୋତେ କ୍ଷମା କରି ଦେବ ।

ଆଉ ପରିବାର ଲୋକେ ଘରକୁ ଫେରିବା ବେଳକୁ ସବୁ କିଛି ସଋ ଯାଇଥିଲା । ମିନାକ୍ଷୀ ଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ପରିବାର ଲୋକେ ପୋଲିସ କୁ ଖବର ଦେଇଥିଲେ । କିନ୍ତୁ ମିନାକ୍ଷୀ ଏଭଳି ନିସ୍ପତି କଣ ପାଇଁ ନେଲେ ତାହା ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ କହିଛନ୍ତି । ତେବେ ମିନାକ୍ଷୀଙ୍କ ଚାଲିଯିବାର ଦୁଖରେ ଦୁଇ ପରିବାରରେ ଖେଳି ଯାଇଛି ଦୁଖର ଛାୟା । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *