ବନ୍ଧୁଗଣ ମୃ-ତ୍ୟୁ ଏମିତି ଏକ ସତ୍ୟ ଯାହାକୁ ପ୍ରତେକ ମଣିଷ ଭୟ ଲାଗିଥାଏ । କିନ୍ତୁ ଲୋକେ ମୃ-ତ୍ୟୁ ବିଷୟରେ ଅଧିକରୁ ଅଧିକ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି । ପ୍ରତେକ ବ୍ୟକ୍ତି ଇଚ୍ଛା କରିଥାନ୍ତି ମୃ-ତ୍ୟୁ ନିକଟତର ହେଲେ ମଣିଷକୁ କଣ କଣ ଅନୁଭବ ହୋଇଥାଏ । ଯଦି ଆପଣଙ୍କ ମନରେ ମୃ-ତ୍ୟୁ ସହ ଜଡିତ ଏମିତି କିଛି ପ୍ରଶ୍ନ ଉଠୁଛି ତାହାର ଖୁଲାସା ଆମେ ଆଜି କରିବାକୁ ଯାଉଛୁ । ଆଜି ଆମେ ଆପଣଙ୍କୁ କହିବୁ ମୃ-ତ୍ୟୁ ସମୟରେ ମଣିଷକୁ କଣ କଣ ଦେଖାଯାଏ ।
ମୃ-ତ୍ୟୁ ଆସିଲେ ମଣିଷର ଶରୀର ଠିକ ଭାବେ କାମ କରିବା ବନ୍ଦ କରିଦିଏ । ଯେବେ ମୃ-ତ୍ୟୁ-ର ଅନ୍ତିମ ସମୟ ଆସିଯାଏ ସେହି ବ୍ଯକ୍ତି କଥା କହିପାରେ ନାହି ଓ ସ୍ଵାଦ ଆସିବା ବନ୍ଦ ହୁଏ । ଏହା ସହ ମୃ-ତ୍ୟୁ ନିକଟତର ହେଲେ ସୂର୍ଯ୍ୟ ଓ ଚନ୍ଦ୍ରମାଙ୍କ ପ୍ରକାଶ ଦେଖାଯାଏ ନାହି । ଯମରାଜଙ୍କ ଦୁତ ବ୍ୟକ୍ତିକୁ ଦେଖାଯାଏ । ବ୍ୟକ୍ତିକୁ ଏମିତି ଲାଗିଥାଏ ତାର ଆଖପାଖରେ କେହି ତାକୁ ହଇରାଣ କରୁଛି ।
ଏହି କାରଣରୁ ବ୍ୟକ୍ତି ମୃତ୍ୟୁର ନିକଟତର ହେଲେ ନିଜ ଲୋକଙ୍କୁ ବି ଭୟ କରିଥାଏ । ଆଉ ବ୍ୟକ୍ତି ଜୋର ଜୋରରେ ଚିଲାଇଥାଏ । ଗରୁଡ ପୁରାଣ ଅନୁଯାୟୀ ମୃ-ତ୍ୟୁ ନିକଟତର ହେଲେ ମନୁଷ୍ୟକୁ ତାର ଛାଇ ଦେଖାଯିବା ବନ୍ଦ ହୋଇଯାଏ । ଏହା ଛଡା ମୃ-ତ୍ୟୁ-ର 24 ଘଣ୍ଟା ପୂର୍ବରୁ ତାର ଚେହେରା ଆଇନାରେ ଦେଖାଯାଏ ନାହି । ବ୍ୟକ୍ତିକୁ ତେଲ ଓ ପାଣିରେ ତାର ଚେହେରା ଦେଖାଯାଏ ନାହି ।
ମନ ବିଚଳିତ ଲାଗିଥାଏ ମୃ-ତ୍ୟୁ ସମୟରେ । ବ୍ୟକ୍ତିକୁ ପିଲା ଦିନ କଥା ମନେ ପଡିବା ସହ ଚାକିରି, ବ୍ୟବସାୟ, ବିବାହ, ସନ୍ତାନଙ୍କ କଥା ମନେ ପଡିଥାଏ । ଯେବେ ଅନ୍ତିମ ସମୟରେ ବ୍ୟକ୍ତି ଏସବୁ ଅନୁଭବ କରିଥାଏ ସେ ସାଂସାରିକ ମୋହରେ ଛନ୍ଦି ହୋଇପଡେ । ଅନ୍ତିମ ସମୟରେ ବ୍ୟକ୍ତି ଭାବୁକ ହୋଇ ନିଜେ କରିଥିବା କର୍ମର ଅନୁତାପ ଈଶ୍ବରଙ୍କ ନିକଟରେ କରିଥାଏ ।
ଗରୁଡ ପୁରାଣ ଅନୁଯାୟୀ ବ୍ଯକ୍ତିର ମୃ-ତ୍ୟୁ ପୂର୍ବରୁ ଶରୀରରୁ ଦୁର୍ଗନ୍ଧ ହେବା ସହ ସଂବେଦନ ଆସେ ନାହି । ସେହି ସମୟରେ ବ୍ୟକ୍ତିକୁ ସୁଖ, ଦୁଖର ଜ୍ଞାତ ରୁହେ ନାହି । ଗରୁଡ ପୁରାଣ ଅନୁଯାୟୀ ବ୍ୟକ୍ତିକୁ ଆଖପାଖରେ ବସିଥିବା ଲୋକେ ବି ଦେଖା ଯାଆନ୍ତି ନାହି । ଯେଉଁ ଲୋକ ନିଜ ଜୀବନରେ ଭଲ କାମ କରିଥାନ୍ତି, ଈଶ୍ବରଙ୍କ ନାମ ନେଇଥାନ୍ତି ସେମାନଙ୍କୁ ମୃ-ତ୍ୟୁ ସମୟରେ ମୋକ୍ଷ ପ୍ରାପ୍ତ ହୋଇଥାଏ । ଆଉ ସେମାନଙ୍କୁ କଷ୍ଟ ହୁଏ ନାହି ।
ଗରୁଡ ପୁରାଣରେ କୁହା ଯାଇଛି ଯେଉଁ ବ୍ୟକ୍ତି ସଂସାରର ମୋହ ମାୟାରେ ଫସି ଯାଇଥାନ୍ତି ସେମାନଙ୍କୁ ମୃ-ତ୍ୟୁ ସମୟରେ ପୀଡା ଅଧିକ ହୋଇଥାଏ । ଏମିତି ଲୋକ ପରିବାର, ପରିଜନଙ୍କ ତ୍ୟାଗ କରିବାକୁ ଚାହାନ୍ତି ନାହି । ମଣିଷର କର୍ମ ଅନୁଯାୟୀ ତାକୁ ଫଳ ଭୋଗ କରିବାକୁ ପଡିଥାଏ । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।