ଆତ୍ମହତ୍ୟା ପୂର୍ବରୁ Video କରି କହିଲେ ନିଜର ଶେଷ ଇଛା…. ଦେଖନ୍ତୁ Video

ସମାଜର ନୀତି ନିୟମକୁ ଦୋ-ଷ ଦେଇ ଅକାଳରେ ଜଣେ ମେଧାବୀ ଛାତ୍ର ଆ-ତ୍ମ-ହ-ତ୍ୟା କରିଛି । ଆ-ତ୍ମ-ହ-ତ୍ୟା କରିବା ପୂର୍ବରୁ ଏହି ଯୁବକ ଜଣକ ନିଜର ଏକ ଭି-ଡି-ଓ କରୁଛନ୍ତି । ଯେଉଁଥିରେ ସେ କାହିଁକି ଆ-ତ୍ମ-ହ-ତ୍ୟା କରୁଛନ୍ତି ଏହା ବିଷୟରେ ସେ ଏହି ଭି-ଡି-ଓରେ କହୁଛନ୍ତି । ପ୍ରଥମେ ସେ ଭି-ଡି-ଓରେ ତାରିଖ କହୁଛନ୍ତି ଓ ଏହା ପରେ କହୁଛନ୍ତି କି ମୁଁ ଆଜି ଆ-ତ୍ମ-ହ-ତ୍ୟା କରିବାକୁ ଯାଉଛି ।

ଏହା ପରେ ଯୁବକ ଜଣକ କହିଲେ କି ଗାଁରେ ମୋର ଅ-ନ୍ତି-ମ ସଂ-ସ୍କା-ର କରିବ ନାହିଁ, ମୋତେ ପୁରୀ ସ୍ଵ-ର୍ଗ-ଦ୍ଵା-ର ନେଇଯିବ, ମୁଁ ଚାହୁଁଛି କି ମୋର ଶେଷ ସମୟରେ ସେ ମୋ ପାଖରେ ରହୁ, ତାର କିଛି ବି ଭୁଲ ନାହିଁ, ଆମ ସମାଜ ପାଇଁ ଆମେ କଷ୍ଟ ପାଉଛୁ, ମୋର ବହୁତ ଇଚ୍ଛା ଥିଲା ମୁଁ ଯାହାକୁ ଭଲ ପାଉଛି ତାକୁ ନେଇ ପୁରୀ ଯିବି, ମୁଁ ମଲା ପରେ କାହାକୁ ବି ଦୋ-ଷ ଦେବା ନାହିଁ । ସବୁ ଭୁଲ ମୋର ।

ଭି-ଡି-ଓ ଦେଖି ଜାଣି ପାରିବେ କି ସେ ଜଣଙ୍କୁ ଭଲ ପାଉଥିଲେ । କିନ୍ତୁ ସେ ତାଙ୍କୁ ମିଳି ନାହିଁ । ସେହି ଦୁଃଖରେ ସେ ଆ-ତ୍ମ-ହ-ତ୍ୟା କରିଛନ୍ତି । ସେ ଭି-ଡି-ଓରେ ଅଗକୁ କହୁଛନ୍ତି କି ତାଙ୍କର ଏହି ଆ-ତ୍ମ-ଥା-ତ-ୟା- ପଛରେ କାହାର ବି ହା-ତ ନାହିଁ ଓ ନା ହିଁ ସେ ଯାହାକୁ ଭଲ ପାଉ ଥିଲେ ସେହି ଝିଅର ଦୋ-ଷ ଅଛି ନା ହିଁ ତାର ପରିବାରର ।

ସେ କହିଲେ କି ଆମ ସମାଜରେ ଚି-ନ୍ତା-ଧା-ର କିଛି ଏମିତି କି ଯେଉଁ କାରଣରୁ ଆମେ ମି-ଶି ପାରିଲୁ ନାହିଁ । ଜଗସିଂହପୁର ଜିଲ୍ଲା ପାରାଦ୍ଵୀପ ଅଞ୍ଚଳର ନୂଆ ଗାଁର ଭାସ୍କର ସ୍ଵାଇଁଙ୍କ ପୁଅ ଶ୍ରୀତମ ସ୍ଵାଇଁ । ସେ ଯେତେକି ସୁନ୍ଦର ଦେଖିବା ପାଇଁ ସେତିକି ହିଁ ଭଲ ସେ ପାଠ ପଢାରେ । ଗୁଣୁପୁର ଜିଆଇଟିରେ ତୃତୀୟ ବର୍ଷରେ ପାଠ ପଢୁଥିଲେ ଶ୍ରୀତମ ଦାସ । ସେ ଜଣେ ମେଧାବୀ ଛାତ୍ର ଥିଲେ । ନିଜର ଏକ ପବ୍ଲିସନ ଏଜେନ୍ସି ଖୋଲି ଆମାଜନ ଓ ଫ୍ଲିପ୍କାର୍ଟ ଭଳି ସାଇଟରେ ୧୦୦ ରୁ ଅଧିକ ବହି ବିକ୍ରି କରୁଥିଲେ ।

ଭବିଷ୍ୟତରେ ସେ ବହୁତ କିଛି କରିବା ପାଇଁ ସ୍ଵପ୍ନ ମଧ୍ୟ ଦେଖିଥିଲେ । କିନ୍ତୁ ନିଜର ସ୍ଵପ୍ନକୁ ପୁରା କରିବା ପୂର୍ବରୁ ହିଁ ସେ ଦୁନିଆ ଛାଡି ଦେଲେ । କହିବାକୁ ଗଲେ ଶ୍ରୀତାମ ଦାସ ମା-ନ-ସି-କ ସ୍ତରରେ ଭା-ଙ୍ଗି ପଡି ଥିଲେ । ତାଙ୍କ ଅନୁସାରେ ସମାଜରେ ଲୋକମାନଙ୍କ ଚି-ନ୍ତା-ଧା-ରା ତାଙ୍କୁ ଆ-ତ୍ମ-ହ-ତ୍ୟା କରିବା ପାଇଁ ବାଧ୍ୟ କରିଛି । ସେ ଏଥିପାଇଁ ବହୁତ କ-ଷ୍ଟ ପାଇଛନ୍ତି ।

ସେଥିପାଇଁ ସେ ଗୁରୁବାର ଦିନ ରାତିରେ କଟକର ଏକ ହୋଟେଲ ରୁମରେ ନିଜ ଜୀବନକୁ ସ-ମା-ପ୍ତ କରି ଦେବା ପାଇଁ ଶ୍ରୀତମ ନିଷ୍ପତି ନେଇ ଥିଲେ । ସେ ନିଜର ଏକ ଭି-ଡି-ଓ କରିବା ପରେ ବି-ଷ ଖାଇ ଦେଇଥିଲେ । ବହୁତ ଗୁରୁତ୍ଵ ଅବସ୍ଥାରେ ପ୍ରଥମେ ତାଙ୍କୁ କଟକର ବଡ ମେଡିକାଲକୁ ନିଆଯାଇ ଥିଲା । ତାଙ୍କୁ ଏକ ପ୍ରାଇବେଟ ହସ୍ପିଟାଲ ନିଆଯାଇ ଥିଲା । ଶେଷରେ ଶୁକ୍ରବାର ଦିନ ଶ୍ରୀତମ ଆଖି ବୁଜି ଦେଲେ ।

Leave a Reply

Your email address will not be published. Required fields are marked *