ଜୀବନ ସାରା ଦୁଃଖୀ ରହିଥାନ୍ତି ଏହି ଦୁଇ ନାମର ଝିଅମାନେ 

ବିବାହ ଏକ ଏମିତିକା ବନ୍ଧନ ଯାହା କେବଳ ଦୁଇ ଲୋକଙ୍କୁ ନୁହ ଦୁଇ ପରିବାରକୁ ଜୀବନ ସାରା ପାଇଁ ଗୋଟେ କରିଥାଏ । ବିବାହ ସମସ୍ତଙ୍କ ଜୀବନ ବହୁତ ଖାସ ସମୟ ହୋଇଥାଏ ସେ ପୁଅ ହୁଅନ୍ତୁ ବା ଝିଅ ତାଙ୍କ ମନରେ ନିଜ ବିବାହ ପାଇଁ ବଡ ବଡ ସ୍ବାପନ ହୋଇଥାଏ । ଏହା ଛଡା ନିଜ ଜୀବନସାଥୀ ପାଇଁ ମଧ୍ୟ ବହୁତ ପ୍ରକାର ପ୍ରସନ୍ନ ହୋଇଥାଏ ଯାହା ବିଷୟରେ ବହୁତ କମ ଲୋକ ଜାଣିଥାନ୍ତି ।

ଯେଉଁ ଲୋକ ମାନେ ପ୍ରେମ ବିବାହ କରନ୍ତି ସେ ମଧ୍ୟ ଚିନ୍ତା କରନ୍ତି ଯେ ବିବାହ ପରେ କେମିତି କଣ ହବ ଆଉ ସେ କେମିତି ଭଲ ଜୀବନ ବିତେଇ ପାରିବେ ଯାହା ଦ୍ଵାରା ସମସ୍ତେ ସୁଖୀ ରହି ପାରିବେ । ଯେତେ ସୁଖ ଦୁଃଖ ଆସିଲେ ମଧ୍ୟ ସ୍ଵାମୀ ସ୍ତ୍ରୀ ଦୁହିଙ୍କୁ ଏକାଠି ସେହି ସମସ୍ୟାର ସମାଧାନ କରିବା ଉଚିତ ନଚେତ ଘର ନଷ୍ଟ ହବା ସହ ସମ୍ପର୍କ ମଧ୍ୟ ଖାରାପ ହୋଇଥାଏ ।

ପି

ଏହି ନାମ ଝିଅମାନେ କେବେ ସୁଖୀ ରହି ପାରନ୍ତି ନାହିଁ କାହିଙ୍କିନା ଏହି ନାମର ଝିଅ ମାନଙ୍କୁ ଅଧିକ ପ୍ରେମ କରୁଥିବା ସ୍ଵାମୀ ମିଳି ନଥାନ୍ତି । ଜୀବନରେ ଯେତେ ଦୁଃଖ ଆସିଲେ ମଧ୍ୟ ଏହି ନାମ ଝିଅ ଭାଙ୍ଗନ୍ତି ନାହିଁ କିନ୍ତୁ ସ୍ବାମୀଙ୍କ କିଅଠା ଏହି ନାମ ଝିଅ ମାନଙ୍କୁ ବହୁତ କଷ୍ଟ ଦେଇଥାଏ ।

ଏହି ନାମ ଝିଅମାନେ ନିଜ ସ୍ଵାମୀ କୁ ଅଧିକ ଭଲ ପାଇଥାନ୍ତି କିନ୍ତୁ ଘର ଆଉ ବାହାର ପରିସ୍ଥିତି ଖରାପ ହବାରୁ ଏହି ନାମ ଝିଅଙ୍କୁ ବହୁତ ଅସୁବିଧା ସାମ୍ନା କରିବାକୁ ପଡିଥାଏ । ଏହି ନାମ ଝିଅ ଯେତେ ପ୍ରେମ ନିଜ ସ୍ବାମୀଙ୍କୁ ତାଙ୍କ ସ୍ଵାମୀ ତାଙ୍କୁ ସେତେ ଭଲ ପାଇ ନଥାନ୍ତି । ଏହି ନାମ ଝିଅ ମାନେ ଜୀବନ ସାରା ଅନ୍ୟ ମାନଙ୍କୁ ଖୁସି କରିବାରେ ବିତେଇ ଦିଅନ୍ତି କିନ୍ତୁ ନିଜାସ ବିଷୟରେ କେବେ ଚିନ୍ତା କରନ୍ତି ନାହିଁ ।

କେ :

କେ ନାମ ଝିଅ ମାନେ ଦେଖିବାକୁ ସୁନ୍ଦରୀ ହୋଇଥାନ୍ତି କିନ୍ତୁ ନିଜ ଛଡା ଅନ୍ୟ ମାନଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ ଅଳପ ସ୍ଵାର୍ଥୀ ସ୍ଵଭାବର ହୋଇଥାନ୍ତି ଏହି ଭଳି ଝିଅଙ୍କୁ କେବଳ ନିଜ ସୁଖ ଦେଖା ଦେଇଥାଏ ଯାହା ପୂର୍ଣ୍ଣ ନହେଲେ ଦୁଃଖ ଲାଗିଥାଏ । ତେବେ ଏହି ଝିଅ ମାନଙ୍କ ଶଙ୍କା କରିବା ପ୍ରକୃତି ପାଇଁ ତାଙ୍କୁ ଅଧିକ କଷ୍ଟ ହୋଇଥାଏ । ତେବେ ଏହି ଭଳି ଝିଅମାନେ ଜୀବନ ସାରା ନିଜ କାରଣରୁ ଦୁଃଖ ପାଇଥାନ୍ତି ।

Leave a Reply

Your email address will not be published. Required fields are marked *