ଜୀବନରେ କେବେ ବି ମିଛ କୁହନ୍ତି ନାହି ଏହି 2ଟି ନାମର ଝିଅମାନେ- Jyotisha Shastra

ବନ୍ଧୁଗଣ କିଛି ଏମିତି ନାମ ରହିଥାଏ ଯେଉଁଥିରୁ ଜଣା ପଡିଥାଏ କି ଝିଅ ମାନେ କେମିତି ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ୨ଟି ନାମର ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କର ସ୍ଵଭାବ ଓ ଚରିତ୍ର ବହୁତ ପବିତ୍ର ହୋଇଥାଏ । ଏହି ୨ଟି ନାମର ଝିଅ ମାନେ ଏମିତି ହୋଇଥାନ୍ତି ଯିଏ କି ଜୀବନରେ ମିଛର ସାହାରା ନେଇ ନ ଥାନ୍ତି । ଏମାନେ ଜୀବନରେ କେବେ ବି ମିଛ ମଧ୍ୟ କୁହନ୍ତି ନାହି । ତେବେ ଆସନ୍ତୁ ଜାଣିବା ସେହି ୨ଟି ନାମର ଝିଅ ମାନଙ୍କ ବିଷୟରେ ବିସ୍ତାର ଭାବେ ।

୧- D ନାମର ଝିଅ ମାନେ : ଏହି ନାମର ଝିଅ ମାନଙ୍କର ବିଷୟରେ କହିବାକୁ ଗଲେ ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନଙ୍କ ବିଷୟରେ ଏମିତି କୁହାଯାଏ କି ଏମାନେ ସ୍ବଭାବରେ ବହୁତ ସାନ୍ତ ହୋଇଥାନ୍ତି । ଏମାନଙ୍କ ମନରେ ନିର୍ଧନ ବ୍ୟକ୍ତି ଙ୍କ ପ୍ରତି ଏକ ଅଲଗା ଭାବନା ରହିଥାଏ । ଏମାନେ ପ୍ରତେକ ବ୍ୟକ୍ତିଙ୍କର ଯଥା ସମ୍ଭବ ସାହାଜ୍ଯ କରିଥାନ୍ତି । ଏମାନେ ନିଜ ଜୀବନ କେବେ ବି ମିଛ ର ସାହାରା ନେଇ ନ ଥାନ୍ତି । ଯାହା କାରଣରୁ ଏହି ନାମର ଝିଅ ମାନେ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି ।

ତେଣୁ ଆପଣ ମାନେ ବି ଏହି ନାମର ଝିଅ ମାନଙ୍କ ଉପରେ ଆଖି ବନ୍ଦ କରି ଭରସା କରି ପାରିବେ । ଏହି ନାମର ଝିଅ ମାନେ ଜୀବନରେ ଅନେକ ଲୋକ ଙ୍କୁ ସାହାଜ୍ଯ କରିଥାନ୍ତି କିନ୍ତୁ କେବେ ବି କାହାର ଭଲ ପାଇଁ ମିଛ ର ସାହାରା ନିଅନ୍ତି ନାହି । ଏମିତିକି କୌଣସି ଖରାପ କାମ ବି ଏମାନେ ମିଛ କୁହନ୍ତି ନାହି । ଯାହା ଏମାନଙ୍କର ସ୍ବଭାବାକୁ ବେଶ ଭଲ ଦର୍ଶାଇଥାଏ ।

୨- R ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ କେବେ ବି ଭୁଲ କମ କରନ୍ତି ନାହି ନିଜ ଜୀବନରେ । ଏମାନେ ନିଜ ଜୀବନରେ ସର୍ବଦା ସତ୍ୟ ମାର୍ଗ ରେ ଚାଲିଥାନ୍ତି । ସତ ମାର୍ଗ ରେ ଚାଲିବା ସହ ଏମାନେ ଜୀବନରେ ସଫଳତା ମଧ୍ୟ ହାସଲ କରିଥାନ୍ତି । ଏମାନେ କୌଣସି ଭଲ କମ କରିବା ପାଇଁ ବେଳେବେଳେ ମିଛ ର ସାହାରା ନେଇଥାନ୍ତି । କିନ୍ତୁ କେବେ କୌଣସି ଭୁଲ କାମ କରିବା ପାଇଁ କେବେ ବି ମିଛ ର ସାହାରା ନିଅନ୍ତି ନାହି ।

ଏମାନଙ୍କର ହୃଦୟ ବହୁତ ସଫା ହୋଇଥାଏ । ଏମାନେ ବହୁତ ଚଞ୍ଚଳ ସ୍ବଭାବର ଝିଅ ହୋଇଥାନ୍ତି । ଏମାନେ ଜୀବନରେ ବଡ ରୁ ବଡ କାମ କରିବା ପାଇଁ ମିଛର ସାହାରା ନିଅନ୍ତି ନାହି । ବରଂ ନିଜ କର୍ମ ବଳରେ ଓ ମନ ବଳରେ ସବୁ କାମରେ ଉନ୍ନତି କରିଥାନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *