ଜିଦ୍ଦି ପିଲାମାନଙ୍କୁ ବୁଝାଇବା ପାଇଁ ଆପଣାନ୍ତୁ ଏହି ଉପାୟ- Parenting Tips

ମାଆ ବାପା ଛୁଆଙ୍କ ପାଇଁ କେତେ ଛୋଟ ବଡ଼ ତ୍ୟାଗ କରିଥାନ୍ତି । ପିଲାର ସବୁ ଜିଦ୍ଦି ପୁରା କରନ୍ତି । ଏମିତି ଛୁଆ ବେଶୀ ଯିଦ୍ଦି ହୁଅନ୍ତି । ଏହା ଜରୁରୀ ନୁହେଙ୍କି ମାତା ପିତା ସବୁ ଜିଦ୍ଦି ପୁରା କରିବେ । କେତେ ଟାଇମ ଯଦି ବେଶୀ ଜିଦ୍ଦି କଲେ ତ ତାକୁ ଗାଳି କରି କି ମାରି ଜିଦ୍ଦି ବନ୍ଦ କରିବାକୁ ଚେଷ୍ଟା କରନ୍ତି । କିନ୍ତୁ ଏମିତି କରିବା ବହୁତ ଖରାପ୍ ଅଟେ ।

ଏମିତି ଅଧିକ ବିଗିଡ଼ି ଯାନ୍ତି ଏମିତି କରିବା ଦ୍ଵାରା କିଛି ସମୟ ପାଇଁ ସୁଧୁରି ଯାଆନ୍ତି,କିନ୍ତୁ ବହୁତ କ୍ଷତି ହୋଇଥାଏ ଯୋଉ ଟା ବାପା ମା ମାନେ ଧ୍ୟାନ ଦେଇ ନଥାନ୍ତି । ଏକ ରିସର୍ଚ୍ଚ ରୁ ଜଣାପଡିଛି କି ଯୋଉ ଲୋକ ଛୁଆମାନକ ଉପରେ କଠୋର ବ୍ୟବହାର କରନ୍ତି ସେଇ ପିଲା ମାନେ ଦିପ୍ରେଶନ ର ଶିକାର ହୋଇଥାନ୍ତି ।

ସେଥିରେ ଛୁଆ ମାନଙ୍କ ମନୋ ବଳ ଭାଙ୍ଗିଯାଏ । ତାଙ୍କୁ କିଛି କାମ କରିବା ପାଇଁ ଡର ଲାଗେ । ଆମେ ଆପଣଙ୍କୁ କିଛି କଥା ଜଣେଇବାକୁ ଚାହୁଁଚୁ ବିନା ମାଡ଼ ରେ ଛୁଆକୁ ଅନୁଶାସନ ପାଠ ପଢେଇ ପାରିବେ ।

୧.ପିଲା ମାନଙ୍କ ଡିମାଣ୍ଡ ଉପରେ ଧ୍ୟାନ ନ ଦେବ ପାଇଁ

ଯଦି ଆପଣଙ୍କ ପିଲା ଖାଇବା ପରେ କୋକୋଲଟେ ମଗୁଚି ଟା କଥା କୁ ନଜର ଅନ୍ଦାଜ କରନ୍ତୁ । ଏହକରିବ ଦ୍ଵାରା କିଛି ସମୟ ପରେ ସେ ନିଜେ ଭୁଲି ଯିବେ କିଛି ଟାଇମ ପରେ ଆଗଭଳି ବ୍ୟବହାର କରିବେ ।

୨.ଯଦି ପିଲା ଆପଣଙ୍କ ରହିବାରେ ମଜା କରୁଛନ୍ତି

ଏମିତି ହୁଏ କି ରଗିଲା ବେଲେ ପିଲା ମାନେ ମଜାକ୍ ବନାଇ ହଇରାଣ କରିଥାନ୍ତି । ଆପଣ ତାକୁ ନଜର ରଖନ୍ତୁ ଯଦି ନ ମାନନ୍ତି ଚେତାବନୀ ଦିଅନ୍ତୁ ।

୩.ଏହି ସହଜ ଉପାୟ ଆପଣାନ୍ତୁ

ଯଦି କିଛି ନୂଆ ଖେଳନା ପାଇଁ ଜିଦ୍ଦି କରୁଛନ୍ତି ଟା ତାର ପୁରୁଣା ଖେଳନା କୁ ରଖିଦି ଅ । ଏହା କରିବା ଦ୍ୱାରା ନୂଆ ଖେଳନା କୁ ଭୁଲିଯିବା,ଏହି ନିୟମ ସବୁ ବୟସର ଛୁଆଙ୍କ ଉପରେ ଲାଗୁ ହୋଇପାରିବ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *