ଯୋଡା କଦଳୀ ଏଠାରେ ଘର୍ଷଣ କରିଲେ ବଦଳିଯିବ ଭାଗ୍ୟ! ଯଦି ଆପଣ ବି ବଦଳିବାକୁ ଚାହୁଁଛନ୍ତି ନିଜର ଭାଗ୍ୟ ତେବେ ଶୀଘ୍ର ଦେଖନ୍ତୁ

ବନ୍ଧୁଗଣ ପ୍ରତେକ ମଣିଷଙ୍କ ଜୀବନରେ କିଛି ନା କିଛି ସମସ୍ଯା ରହିଥାଏ । ଏହାର ପ୍ରତିକାର ପାଇଁ ଶାସ୍ତ୍ରରେ କୁହାଯାଇଥିବା ନିୟମ ମାନର ପାଳନ କରିବା ଉଚିତ । ଆସନ୍ତୁ ଜାଣିବା କିଛି ଅନୁଚିନ୍ତା ବିଷୟରେ ବିସ୍ତାର ଭାବେ । କିଛି ଲୋକ ମାନେ ଯେତେ ବି ରୋଜଗାର କରି ମଧ୍ୟ ଅଣ୍ଟେ ନାହି । ଘରେ ଏଭଳି ସମସ୍ଯା ଲଗାତାର ଲାଗି ରହୁଥିଲେ ମନେ ରଖନ୍ତୁ ଗୋଟେ ପିତଳ ଛୋଟ ଢାଳରେ କଏନ ଫୁଲ କରିକି ସେହି ଢାଳକୁ ନେଇ ଘରର ପଶ୍ଚିମ ପାଖରେ ରଖନ୍ତୁ । ପ୍ରତିଦିନ ସକାଳୁ ସେଠାରେ ମୁଣ୍ଡିଆ ମାରନ୍ତୁ ।

ଆମେ ଖାଇବା ସମୟରେ ଲୁଣ ରହିଥାଏ । ଖାଇବା ବେଳେ ଲୁଣ ଯାହା ବଳିଥାଏ ତାକୁ ତଳେ ପକାଇ ଦେଇଥାନ୍ତି ବା ଲୁଗାରେ ପୋଛି ଦେଇଥାନ୍ତି । କିନ୍ତୁ ଏମିତି କରିବା ଅନୁଚିତ । ଲୁଣ ତଳେ ପକାଇଲେ ରୁଣ ବଢିବ । ଲୋକ ମାନେ ପୂଜା କରିବା ସମୟରେ କଦଳୀ, ନଡିଆ, ଖାଇ, ଉଖୁଡା ଭୋଗ ଲାଗନ୍ତି । ଯଦି ପୂଜା କରିବା ସମୟରେ ଜାଆଁଳା କଦଳୀ ପାଉଛନ୍ତି ବିଶେଷ ଭାବେ ମହଦେବଙ୍କ ପୂଜା କରନ୍ତୁ । କାରଣ ଜାଆଁଳା କଦଳୀ କୁହନ୍ତି ଲକ୍ଷ୍ମୀ ନାରାୟଣ ।

ତେଣୁ ଜାଆଁଳା କଦଳୀ ଶିବଲିଙ୍ଗରେ ଘର୍ଷଣ କରିଲେ ଆପଣଙ୍କର ମଙ୍ଗଳ ହେବ । ଉପନିଷଦରେ ଗୋଟେ ସୁନ୍ଦର କଥା ଅଛି ନାରୀ ଋତୁମତୀ ହେବାର ଚରୁର୍ଥ, ଅଷ୍ଟମ, ଷଷ୍ଠ, ଦଶମ ଓ ଦ୍ଵାଦଶ ଓ ୧୨ ଦିନରେ ସ୍ଵାମୀ ସ୍ତ୍ରୀଙ୍କ ମିଳନ ହୋଇ ସ୍ତ୍ରୀ ଗର୍ଭବତୀ ହୋଇଥାଏ ତେବେ ପୁତ୍ର ସନ୍ତାନ ଜାତ ହୋଇଥାଏ । କୌଣସି ସ୍ଵାମୀ ସ୍ତ୍ରୀଙ୍କର ବାରମ୍ବାର ଝଗଡା ହେଉଥାଏ ତେବେ ଦୁଇଟି ମୟୁର ପର ଆଣି ବିବାହର ଫୋଟୋରେ ଏକାଠି ଲଗାଇ ରଖନ୍ତୁ । ପୁଅ ବା ଝିଅର ଜନ୍ମଦିନ ପାଳନ କରୁଛନ୍ତି ତେବେ ସବୁ କରନ୍ତୁ ।

ଏହା ସହ ପିଲାକୁ ଜନ୍ମଦିନରେ ଖସା ଲଡୁ ଖାଇବାକୁ ଦେବା ସହ ଖସା ତେଲ ଲାଗାଇ ଦିଅନ୍ତୁ । କାରଣ ଖସା ହେଉଛି ବିଘ୍ନ ବିନାସକ । ଜନ୍ମ ମାସ, ଦିନ, ନକ୍ଷତ୍ରରେ ପୁଅ ଝିଅଙ୍କର ବିବାହ କରନ୍ତୁ ନାହି । ଏହା କ୍ଷତିକାରକ ହୋଇଥାଏ । ଘରେ ଠାକୁର ପୂଜା କରିବା ସମୟରେ ବିନା କାରଣରେ ପିଲା କାନ୍ଦେ ତେବେ ଅଶୁଭ ଘଟଣାର ସୂଚନା ମିଳିଥାଏ । ଏହାର ପ୍ରତିକାର ନିମନ୍ତେ ଘରୁ ହଳଦୀ ଆଣି ଠାକୁର ଘରେ ଲଗାଇଲେ ଅଶୁଭ ଦୋଷ ଦୂର ହୋଇଥାଏ ।

ପୁରୁଷ ମାନେ ପୂଜା କରିବା ସମୟରେ ଦୂର୍ଗାଙ୍କ ମୂର୍ତ୍ତି ବା ଫୋଟୋରେ ଏବଂ ନାରୀମାନେ ପୂଜା କରିବା ବେଳେ ହନୁମାନଙ୍କ ଫୋଟୋ ବା ମୂର୍ତ୍ତିରେ ସିନ୍ଦୁର ଲଗାଇବେ ନାହି । କିନ୍ତୁ ବ୍ରାମହଣ ମାନେ କରିଲେ ଦୋଷ ଲାଗିବ ନାହି । ଯେଉଁ ଲୋକ ଧନୀ ହୋଇଥାଏ ସେ ଜାତିରେ ଛୋଟ ହେଲେ ବି ବ୍ରାମ୍ହଣମାନେ ତାକୁ ମୁଣ୍ଡିଆ ମାରିବେ ।

ସେ ପଣ୍ଡିତ କିଛି ବେଦ ଶିଖି ନ ଥାଉ, ଭଗବତ ପଢି ନ ଥାଉ, ଉପନିଷଦ ଜାଣି ନ ଥାଉ କିନ୍ତୁ ବଡ ବଡ ଜାଣିବା ଲୋକେ ମୁଣ୍ଡିଆ ମାରିବେ । କାରଣ ତାଙ୍କ ପାଖରେ ଜ୍ଞାନ ଥିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *