ଶ-ତ୍ରୁ-ଙ୍କୁ ମା-ରି-ବି, ସ୍ୱା-ମୀ-ଙ୍କ ମୃ-ତ୍ୟୁ-ର ପ୍ର-ତି-ଶୋ-ଧ ନେବି… ସ-ହି-ଦ ସ୍ଵାମୀଙ୍କ ପ୍ର-ତି-ଶୋ-ଧ ନେବା ପାଇଁ Army ରେ Join କଲେ ସ୍ତ୍ରୀ

ଆଜି ଆମେ ଆପଣଙ୍କୁ ଜଣେ ସ-ହି-ଦ ସ୍ଵାମୀଙ୍କ ସା-ହା-ସୀ ପତ୍ନୀଙ୍କ ବିଷୟରେ କହିବୁ । ଯିଏକି ନିଜର ସ୍ଵାମୀଙ୍କ ମୃ-ତ୍ୟୁ-ର ପ୍ର-ତି-ଶୋ-ଧ ନେବା ପାଇଁ ସ୍ଵା-ମୀ-ର ମୃ-ତ୍ୟୁ ସଙ୍ଗେ ସଙ୍ଗେ ସେ-ନା-ରେ ସାମିଲ ହୋଇଗଲେ । କହିଦେଉଛୁ କି ଫେବ୍ରୁୟାରୀ ୧୪ ୨୦୧୯ରେ ଆ-ତ-ଙ୍କ-ବା-ଦୀ ଆକ୍ରମଣରେ ପୁ-ଳା-ୱା-ମା-ରେ ମେ-ଜ-ର ଢୌଂଡିୟାଲ ସ-ହି-ଦ ହୋଇଥିଲେ ।

ତାଙ୍କର ମ-ର ଶରୀରକୁ ତାଙ୍କର ପତ୍ନୀ ନିକିତା ଶେଷ ବି-ଦା-ୟ ଦେବା ସହ ସେହି ସ୍ଥାନରେ ହିଁ ତାଙ୍କୁ ଶ୍ର-ଦ୍ଧା-ଞ୍ଜ-ଳି ଦେଇଥିଲେ । କହିଦେଉଛୁ କି ସେ-ନା ତରଫରୁ କୁହାଯାଇଛି କି ପୁ-ଲ-ୱା-ମା-ର ପ୍ରା-ଣ ଦେଇଥିବା ମେ-ଜ-ର ବିଭୁତି ଶଙ୍କର ଢୌଂଡିୟାଲଙ୍କୁ ମ-ରୋ-ଣ-ପ-ରା-ନ୍ତ ଶୋର୍ୟ ଚକ୍ର ଦ୍ଵାରା ସମ୍ମାନିତ କରାଯାଇଛି ।

ତାଙ୍କୁ ସବୁଠୁ ଭଲ ଶ୍ର-ଦ୍ଧା-ଞ୍ଜ-ଳି ଦେଇ ବର୍ତ୍ତମାନ ତାଙ୍କର ପତ୍ନୀ ନିକିତା କୌଲ ସେ-ନା-ରେ ସାମିଲ ହୋଇଛନ୍ତି । ଏହା ଦେଖି ଆଜି ସେ ପୁରା ଦେଶବାସୀ ଗ-ର୍ବି-ତ ଅନୁଭବ କରୁଛନ୍ତି । ପୁ-ଲ-ୱା-ମା-ରେ ସ-ହି-ଦ ହୋଇଥିବା ମେ-ଜ-ର ବିଭୁତି ଶଙ୍କର ଢୌଂଡିୟାଲଙ୍କ ପତ୍ନୀ ନିକିତା କୌଲ ଶନିବାର ଦିନ ସେ-ନା-ରେ ସାମିଲ ହୋଇଛନ୍ତି । ସେ-ନା-ର ଉତ୍ତର କମାନର କ-ମା-ଣ୍ଡ-ର ଲେ-ଫ୍ଟି-ନେଂ-ଟ ଜ-ନ-ର-ଲ ୱାଈ କେ ଜୋଶୀ ତାଙ୍କର କା-ନ୍ଧ ଉପରେ ଷ୍ଟାର ଲଗାଇଛନ୍ତି ।

ସେ ନିଜ ସ୍ଵାମୀଙ୍କୁ ଶ୍ର-ଦ୍ଧା-ଞ୍ଜ-ଳି ଦେବା ପାଇଁ ସ୍ଵାମୀର ମୃ-ତ୍ୟୁ ସଙ୍ଗେ ସଙ୍ଗେ ସେ ଦିଲ୍ଲୀର ଏକ ମଲ୍ଟିନ୍ୟାସନାଲ କମ୍ପାନୀର ଚାକିରି ଛାଡି ସେ-ନା-ରେ ସାମିଲ ହେବା ପାଇଁ ନି-ଷ୍ପ-ତି ନେଲେ । ଏହା ପରେ ସେ ଶ-ର୍ଟ ସ-ର୍ବି-ସ କ-ମୀ-ଶ-ନ ପରୀକ୍ଷା ପାସ କରିବା ପରେ ଗତ ବର୍ଷ ଟ୍ରେ-ନି-ଙ୍ଗ ଆରମ୍ଭ କରିଥିଲେ । ଶନିବାରକୁ ନିକିତା ସେ-ନା-ରେ ସାମିଲ ହେବା ପରେ ସୋ-ସି-ଆ-ଲ ମି-ଡି-ଆ ଉପରେ ଲୋକମାନେ ତାଙ୍କର ବହୁତ ପ୍ରଶଂସା ମଧ୍ୟ କରିଛନ୍ତି ।

କହିଦେଛୁ କି କା-ଶ୍ମୀ-ର-ରେ ରହୁଥିବା ଲେ-ଫ୍ଟି-ନେଂ-ଟ ନିକିତାଙ୍କ ବିବାହ ମାତ୍ର ୯ ମାସ ପରେ ହିଁ ତାଙ୍କର ସ୍ଵାମୀ ମେ-ଜ-ର ଢୌଂଡିୟାଲ ଜାମ୍ମୁ – କାଶ୍ମୀରରେ ପୁ-ଲ-ୱା-ମା-ରେ ଆ-ତ-ଙ୍କ-ବ-ଦୀଙ୍କ ସହ ଲ-ଢୁ-ଥି-ବା ସମୟରେ ସ-ହି-ଦ ହୋଇ ଯାଇଥିଲେ ।

https://www.facebook.com/KanakNews/videos/1186242511837851/

ପୁ-ଲ-ୱା-ମା-ରେ ୧୮ ଫେବ୍ରୁୟାରୀ ୨୦୧୯କୁ ଆ-ତ-ଙ୍କି ସହ ହୋଇଥିବା ଫା-ଇ-ରି-ଙ୍ଗ-ରେ ମେ-ଜ-ର ଢୌଂଡିୟାଲଙ୍କ ସହ ସୁ-ର-କ୍ଷା ବ-ଳ-ର ପାଞ୍ଚ ଜଣ ଯବାନ ବି ସ-ହି-ଦ ହୋଇଥିଲେ । କିନ୍ତୁ ସ୍ଵାମୀର ମୃ-ତ୍ୟୁ ପରେ ସ୍ତ୍ରୀ ନିକିତା ଭା-ଙ୍ଗି ଯାଇ ନ ଥିଲେ ।

ସ୍ଵାମୀ ମୃ-ତ୍ୟୁ-ର ୨ ବର୍ଷ ମଧ୍ୟରେ ସେ-ନା-ରେ ସାମିଲ ହୋଇ ଆଜି ନିକିତା କୌର ସମସ୍ତଙ୍କୁ ଏକ ଉଦାହରଣ ଦେଇଛନ୍ତି । କହିବାକୁ ଗଲେ ନିକିତାଙ୍କ ଏହି ସା-ହ-ସ ଭରା ପଦକ୍ଷେପ ଆଜି ସମସ୍ତ ମହିଳାଙ୍କ ଆଗକୁ ବଢିବା ପାଇଁ ପ୍ରୋତ୍ସାହିତ କରୁଛି । ବିଶେଷ କରି ଯେଉଁ ମହିଳାମାନେ ନିଜ ସ୍ଵାମୀର ମୃ-ତ୍ୟୁ ପରେ ନିଜକୁ ଅ-ସା-ହା-ୟ ମନେ କରନ୍ତି ଓ ନିଜ ଜୀବନର କୌଣସି ଅ-ର୍ଥ ନାହିଁ ବୋଲି ଚି-ନ୍ତା କରନ୍ତି । କିନ୍ତୁ ନିକିତା କୌର ନିଜ ସ୍ଵାମୀଙ୍କ ମୃ-ତ୍ୟୁ ପରେ ସେ-ନା-ରେ ସାମିଲ ହୋଇ ନିଜର ଜୀବନକୁ ଏକ ଅର୍ଥ ଦେଇଛନ୍ତି ଓ ଆଜି ତାଙ୍କ ପାଇଁ ପୁରା ଦେଶ ଗର୍ବିତ ଅଟେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *