ଗାଁର ଗୋଟେ ଝିଅ ଘରୁ ଲୁଚି ପଳେଇଲା ଓ ଦୁଇ ଦିନ ପରେ ଫେରି ଆସିଲା, ତ ବାପା ରାଗିକି କହିଲେ ଏବେ କଣ ନବାକୁ ଆସିଛୁ ? ଝିଅ କହିଲା…

ଜୀବନରେ ହସର ବହୁତ ଗୁରୁତ୍ଵପୂର୍ଣ ଭୂମିକା ରହିଛି । ହସିବ ଦ୍ଵାରା ଆମର ସବୁ ପ୍ରକାର ସମସ୍ୟାର ସମଧାନ ହୋଇଥାଏ ଯେମିତିକି ମାନସିକ ଚିନ୍ତା ଦୂର ହୋଇଥାଏ ଏହା ସହିତ ଶରୀର ସୁସ୍ଥ ରହିଥାଏ । ଖାଦ୍ଯ ପଦାର୍ଥ,ପାଣି ପବନ ଭଳି ଏହାରବି ବହୁତ ଆବଶ୍ୟକତା ରହିଛି । ସେଥିପାଇଁ ଆମେ ଆପଣଙ୍କ ପାଇଁ ଏହିଭଳି ମଜା କଥା ନେଇକି ଆସିଛୁ ଯାହାକୁ ପଢିଲେ ଆପଣ ଖୁସି ହେବା ସହିତ ବହୁତ ହସିଥାନ୍ତି ଏହାଦ୍ବାରା ଆପଣଙ୍କ ସ୍ଵାସ୍ଥ୍ୟକୁ ଭଲ ରଖିବାରେ ଗୁରୁତ୍ଵପୂର୍ଣ ଭୂମିକା ନିଭେଇଥାଏ ।

ଯଦି ଆମେ ପ୍ରତିଦିନ ହସିବାର ଅଭ୍ୟାସ କରିବା ତେବେ କୌଣସି ପ୍ରକାର ରୋଗ ହୋଇନଥାଏ । ଆସନ୍ତୁ ଆରମ୍ଭ କରିବା ହସି ବା ଓ ହସେଇବା ସିଲସିଲା ।

Image Courtesy: Google

୧. ଝିଅ : ଏବେ ତମେ ଚାହିଁଲେ ମୋ ରିଚାର୍ଜ ନକରି ପାର ।

ପପୁ : କାହିଁକି କଣ ନୂଆ ଚାକିରି ଲାଗିଛି ?

ଝିଅ : ନା, ନୂଆ ବୟଫ୍ରେଣ୍ଡ ମିଳି ଯାଇଛି ।

୨. ଗୋଟେ ଦିନ ଚିଣ୍ଟୁ ଘରେ ଚୋରୀ ହେଲା, ଚିଣ୍ଟୁ ଚୋରକୁ ଦେଖି ଦେଲା ଚୋର ଚିଣ୍ଟୁକୁ ଦେଖି ଦୌଡିବାକୁ ଲାଗିଲା । ଚୋରକୁ ଦଉଡିବାର ଦେଖି ଚିଣ୍ଟୁ ବି ତା ପଛରେ ଦୌଡିଲା ଓ ଦଉଡୁ ଦଉଡୁ ଚିଣ୍ଟୁ ଚୋର ଆଗକୁ ପଳେଇଲା ଓ କହିଲା “ଏକ ତ ଚୋରୀ ତା ପରେ ଆମ ସହ ରେସ ।”

୩. ପ୍ରସ୍ତାବ ଦେଖିବା ପାଇଁ ଆସିଥିବା ଆଣ୍ଟି ମାନେ ନିଜ ସହ ଗୋଟେ ଛୁଆ ନିଶ୍ଚିନ୍ତ ଆଣନ୍ତି ଯାହାକୁ ବାଥରୁମ ନବା ବାହାନାରେ ପୁରା ଘର ଭଲ ଭାବରେ ବୁଲି ପାରନ୍ତୁ ।

Image Courtesy: Google

୪. ଯେତେବେଳେ କୌଣସି ଝିଅ “ଆଇ ଲଭ ୟୁ ଠୁ” କହିଥାଏ ସେହି ସମୟରେ ଏତେ ଖୁସି ହୋଇଥାଏ ଯେମିତି ” ଆଜି ମା ବାପାଙ୍କ ନା ଉଜ୍ଵଳ କରି ଦେଲି ।”

୫. ଝିଅ : ତମ ଫଟୋ ଦିଅ ।

ପୁଅ : ମୋ ପ୍ରୋଫାଇଲ ଦେଖ ।

ଝିଅ : ୟେ ତ କାର ଟା !!

ପୁଅ : ହଁ କବାଟ ଖୋଲି ଭିତରେ ଦେଖ ମୁଁ ଭିତରେ ଅଛି ।

୬.  ସତ ଭଲ ପାଇବା ଦିନେ ନା ଦିନେ ଫେରିକି ନିଶ୍ଚିନ୍ତ ଆସିଥାଏ ।

ମୋ ୱାଲି ବି ଆସିଥିଲା …

ନିଜ ବାହାଘର କାର୍ଡ ଦବା ପାଇଁ ।

Image Courtesy: Google

୭. ହଷ୍ଟେଲ ସ୍ଟୁଡେନ୍ଟ ନିଜ ସାଙ୍ଗକୁ : ଭାଇ ଧୋକା ହେଇଗଲା ଧୋକା ।

ସାଙ୍ଗ : କଣ ହେଇଗଲା ?

ସ୍ଟୁଡେନ୍ଟ : ଘରୁ ବହି ପାଇଁ ଟଙ୍କା ମାଗିଥିଲି, ଘର ଲୋକ ବହି ପଠେଇ ଦେଲେ ।

୮. ଫିଜିକ୍ସ ନିୟମ ଅନୁଯାଇ କୌଣସି ଜିନିଷକୁ ଉଠେଇବା ଅପେକ୍ଷା ଘୁଞ୍ଚେଇବା ସହଜ ହୋଇଥାଏ ଯେମିତିକି ଦାଇତ୍ଵ ।

ନ୍ୟୁଟନ ପିସା (ସରକାରୀ ଅଧିକାରୀ ଜନ ହିତରେ ଜାରି )

୯. ଗାଁ ଗୋଟେ ଝିଅ ଘରୁ ପଳେଇଲା ଓ ଦୁଇ ଦିନ ପରେ ଫେରି ଆସିଲା ।

ବାପା ରାଗିକି : ଏବେ କଣ ନବାକୁ ଆସିଛୁ ?

ଝିଅ : ମୋବାଇଲ ଚାର୍ଜର ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *