ଜୋତା ଚପଲ ଚୋରୀ ହେବା ଶୁଭ ନା ଅଶୁଭ, ଘରେ ଚପଲ ପିନ୍ଧୁଥିବା ବ୍ୟକ୍ତି ନିଶ୍ଚୟ ଦେଖନ୍ତୁ- Vastu Tips

ଆଜିକା ସମୟରେ ମଣିଷ ନିଜକୁ ଆଧୁନିକ କରିବାରେ ଏତେ ହଜି ଯାଇଛି ଯେ କଣ ଠିକ ଆଉ କଣ ଭୁଲ ତାକୁ କିଛି ଜଣା ପଡୁ ନାହିଁ ।

ତେବେ ଆଗ କାଳରେ ଲୋକ ଯାହା ମାନୁଥିଲେ ତାହା କିଛି ବ୍ୟର୍ଥ ନଥିଲା କାହିଁକିନା ଆଜିକା ସମୟରେ ବୈଜ୍ଞାନିକ ରୂପରେ ମଧ୍ୟ ସେହି ଜିନିଷ ର ପ୍ରମାଣ ମଧ୍ୟ ଦେଖିବାକୁ ମିଳିଛି । ତେବେ ଆମ ଧାର୍ମିକ ମାନ୍ୟତା ଅନୁଯାଇ ଜୋତା ଚପଲ ଘର ବାହାରକୁ ରଖିବା ଉଚିତ ହୋଇଥାଏ ଏହା ବିଷୟରେ ଆଜି ଆମେ ଆପଣଙ୍କୁ କିଛି କଥା କହିବାକୁ ଯାଉଛୁ ଯାହା ଆପଣଙ୍କୁ ଜାଣିବା ବହୁତ ଆବଶ୍ୟକ ଅଟେ ।

୧. ଶାସ୍ତ୍ର ଅନୁଯାଇ ଆଗ ସମୟରୁ କୁହା ଯାଇଛି ଯେ ବାହାରୁ ପିନ୍ଧିକି ଆସିଥିବା ଚପଲ ବ ଜୋତା ପିନ୍ଧି ଘରକୁ ଯିବା ଅଶୁଭ ହୋଇଥାଏ କାହିଁକିନା ମଣିଷ କେତେ ଆଡେ ବୁଲିଥାଏ ଆଉ କେତେକ ନକାରାତ୍ମକ ଊର୍ଜା ତାଙ୍କ ଚପଲ ବା ଜୋତାରେ ଲାଗିଥାନ୍ତି ତେବେ ଏହି ଜୋତା ବ ଚପଲ ପିନ୍ଧି ଘରକୁ ଯିବା ପାପ ଲାଗି ଥାଏ କାହିଁକିନା ଆମେ ଆମ ଘରେ ଭଗବାନଙ୍କୁ ସ୍ଥାନ ଦେଇଥାଉ ।

ତେବେ ଯେଉଁ ଘରେ ନକାରାତ୍ମକ ଊର୍ଜା ବାସ ହୋଇଥାଏ ସେହି ଘରେ ଭଗବାନ ବାସ କରନ୍ତି ନାହିଁ । ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଯେତେବେଳେ ଆମେ ଘର ବାହାରେ ଚପଲ ବା ଜୋତା ପିନ୍ଧିକି ଯାଇଥାଉ ସେଥିରେ କେତେ ପ୍ରକାର ଜୀବାଣୁ ଲାଗିଥାନ୍ତି ତେବେ ଏହି ଜୀବାଣୁ ଆମ ଘର ଭିତରେ ପଶିଲେ ଆମ ଛୁଆ ଆଉ ବଡ ମାନଙ୍କୁ ରୋଗିଣା କରିଥାନ୍ତି ସେଥିପାଇଁ ଚପଲ ଜୋତା ଘର ଭିତରେ ରଖିବା ଉଚିତ ହୋଇନଥାଏ ।

୨. ଘରେ କେବେ ବି ଫଟା ପୁରୁଣା ଜୋତା ରଖିବା ଉଚିତ ହୋଇନଥାଏ ସେଥିପାଇଁ ସାବଧାନ ହୋଇ କାମ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ବାସ୍ତୁ ଦୋଷ ଉତପନ ହୋଇଥାଏ ଆଉ ଆପଣଙ୍କ ଜୀବନରେ ବହୁତ କିଛି ଖରାପ ହବାକୁ ଲାଗିଥାଏ । ତେବେ ଖଟ ତଳେ ଜୋଟା ଚପଲ ରଖି କେବେ ବି ସୋଇବେ ନାହିଁ ନଚେତ ଆପଣଙ୍କୁ ବହୁତ ଖରାପ ଖରାପ ସ୍ଵପ୍ନ ଆସିଥାଏ କାହିଁକିନା ଦୂଷିତ ଆତ୍ମା ଆପଣଙ୍କ ଆଡକୁ ଆକର୍ଷିତ ହୋଇଥାନ୍ତି ।

୩. ବହୁତ ଲୋକଙ୍କର କୌଣସି ସମାରୋହ ବା ମନ୍ଦିରରୁ ଚପଲ ବା ଜୋତା ଚୋରୀ ହୋଇଥାଏ, ତେବେ ମନ ଦୁଃଖ କରନ୍ତୁ ନାହିଁ ଏହା ବହୁତ ଶୁଭ ସଂକେତ ଅଟେ ଆପଣଙ୍କ ଉପରେ ବହୁତ ବଡ ସଙ୍କଟ ଥିଲା ଯାହା ଟଳି ଯାଇଛି । ଏହା ଛଡା ଆପଣଙ୍କ ଜୀବନରେ ଚାଲୁଥିବା ସବୁ ସମସ୍ୟା ଦୂର ହୋଇଯିବ । ଏହା ଛଡା ଯଦି ବାରମ୍ବାର ଏମିତି ହେଉଛି ବା ବାରମ୍ବାର ଆପଣଙ୍କ ଚପଲ ଜୋତା ଛିଡୁଛି ତେବେ ଆପଣଙ୍କ ଉପରେ ଭଗବାନ ଶନି ଦେବ କୁପିତ ଅଛନ୍ତି ଆପଣଙ୍କୁ ପୂଜା ପାଠ ଇତ୍ୟାଦି ଦ୍ଵାରା ତାଙ୍କୁ ମନାଇବା ଆବଶ୍ୟକ ହୋଇଥାଏ ।

ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ କରି ନିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *