ଜୋତାର ପିନ୍ଧିବା ପୂର୍ବରୁ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା, ନଚେତ ହୋଇପାରେ ବଡ଼ ସମସ୍ୟା

ସବୁ ମଣିଷଙ୍କ ଭବିଷ୍ୟ ତାଙ୍କ ନିଜ ହାତରେ ଥାଏ ସେ ଚାହିଁଲେ ଗଢି ପାରିବେ ସେ ଚାହିଁଲେ ବିଗାଡି ପାରିବେ । ଆପଣଙ୍କ ପରସ୍ନାଲିଟିରେ ସବୁଠୁ ମୁଖ୍ୟ ଜିନିଷ ଭିତରେ ଆପଣଙ୍କ ଜୋତାର ବହୁତ୍ ବଡ଼ ମହତ୍ୱ ରହିଛି । ଭଲ ଜୋତା ଆପଣଙ୍କ ପରସ୍ନାଲିଟିରେ ପୁରା ଚାର ଚାନ୍ଦ ଲଗାଇ ଦେଇଥାଏ ଓ ସେଇଠି ଖରାପ ଜୋତା ଆପଣଙ୍କ ପରସ୍ନାଲିଟିକୁ ଡାଉନ କରି ଦେଇଥାଏ । ଏଥିପାଇଁ ଜରୁରୀ ହୋଇଥାଏ ଜୋତାର ଧ୍ୟାନ ରଖିବା ।

ଜୋତା ବି ହୋଇପାରେ ଆପଣଙ୍କ ଵ୍ୟାଡଲକର କାରଣ-

କେବେ ଭୁଲରେ ବି ଗିଫ୍ଟରେ ଦିଆ ଯାଇଥିବା ଜୋତା ପିନ୍ଧିବା କଥା ନୁହେଁ। ଏହି ଜୋତା ଶନିଦେବଙ୍କୁ ବାଧା ସୃଷ୍ଟି କରିଥାଏ । ଚୋରେଇ ଥିବା ଜୋତା କେବେବି ପିନ୍ଧିବା କଥା ନୁହେଁ କାହିଁକି ନା ଏହା ଅଶୁଭ ବୋଲି କୁହାଯାଏ ।

କେବେବି କାହାର ପିନ୍ଧା ହେଉଥିବା ଜୋତା ପିନ୍ଧିବା କଥା ନୁହେଁ କାହିଁକି ନା ଏଥିପାଇଁ ସନିଦେବ ରାଗ ଯାଆନ୍ତି । କେବେ ଫଟା ହୋଇଥିବା ଜୋତା  ପିନ୍ଧିକି ଚାକିରି ଖୋଜିବାକୁ ଗଲେ ଅସଫଳ ମିଳିଥାଏ ।

ନିଜ ଅଫିସ ହେଉ ବା କାର୍ଯ୍ୟକ୍ଷେତ୍ର ରେ ଭୁରେ କଲରର ଜୋତ ପିନ୍ଧିକି ଯିବା କଥା ନୁହେଁ । ଏଥିପାଇଁ କାର୍ଯ୍ୟରେ ବାଧା ଉତ୍ପନ୍ନ ହୋଇଥାଏ ।

ଯେଉଁ ଲୋକ ଡକ୍ଟର ଅଛନ୍ତି ତାଙ୍କୁ କେବେବି ଧଳା ଜୋତା ପିନ୍ଧିବା କଥା ନୁହେଁ ଏହା ତାଙ୍କ ପାଇଁ ଅଶୁଭ ହୋଇଥାଏ ।

ଯେଉଁ ସବୁ ଲୋକ ବ୍ୟାଙ୍କରେ କାମ କରିଛନ୍ତି ତାଙ୍କୁ କେବେବି ଦାର୍କ କଫି କଲରର ଜୋତା ପିନ୍ଧିବା କଥା ନୁହେଁ କାହିଁକି ନା ଏହା ଅଶୁଭ ବୋଲି କୁହାଯାଏ । ଏହା ତାଙ୍କ ପାଇଁ ଅସଫଳତାର କାରଣ ହୋଇପାରେ । ସେଥିପାଇଁ ଏହି ସବୁ କଲର କାହିଁକି ପିନ୍ଧା ଜୟେନି ତ ଜାଣିଲେ ଏବଂ ଏହାକୁ ଧ୍ୟାନ ରଖିବେ ଓ କେବେ ଏହି କଲର ପିନ୍ଧିବେନି ।

ଏଜୁକେଶନ ଜନିତ କିଛି କାର୍ଯ୍ୟରେ ଯୋଡ଼ଥିବ ତାଙ୍କୁ କେବେ କଫି କଲରର ଜୋତା ପିନ୍ଧିବା କଥା ନୁହେଁ । ଆୟର୍ବେଦ କାର୍ଯ୍ୟରେ ଯୋଡି ହୋଇଥିବା ତାଙ୍କୁ କେବେବି ନୀଳ କଲରର ଜୋତା ପିନ୍ଧିବା କଥା ନୁହେଁ କାହିଁକି ନା ଏହା ସବୁ ଅଶୁଭର ସଂକେତ ବୋଲି କୁହାଯାଏ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *