ମ-ଦ୍ୟ-ପ-ଙ୍କ ଉନ୍ମତ୍ତକାଣ୍ଡ, ଯୁବକଙ୍କ ମଳଦ୍ୱାରରେ ଭର୍ତ୍ତି କରଦେଲେ ଷ୍ଟିଲ ଗ୍ଲାସ…. ଆଉ ତାପରେ

ଏହି ଦୁନିଆରେ ବେଳେ ବେଳେ ଏମିତି କିଛି ଘଟଣା ଘଟିଯାଏ ଯାହା ବିଷୟରେ ଜାଣିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି । ଅନ୍ୟ ପଟେ ମ-ଦ ପିଇଥିବା ବ୍ୟକ୍ତିଙ୍କ ବିଷୟରେ କହିବା ନି-ଶା-ରେ ଏମାନେ କଣ ନା ହିଁ କଣ କରି ଦିଅନ୍ତି ଯାହା ବିଷୟରେ ନିଜକୁ ବି ଜଣା ନ ଥାଏ । କିନ୍ତୁ ଏମାନଙ୍କର ଶି-କା-ର ଯିଏ ହୁଏ ତାର ଅବସ୍ଥା ସ୍ଵଚନୀୟ ହୋଇଯାଏ । ଏହିଭଳି କିଛି ଘଟଣା ସାମ୍ନାକୁ ଆସିଛି । ଯେଉଁଠି ମ-ଦ ପିଉଥିବା ଲୋକମାନଙ୍କ ଯୋଗୁ ଜଣେ ବ୍ୟକ୍ତି ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ହୋଇଛି ।

ମ-ଦ ପିଇ କିଛି ବ-ଦ-ମା-ସ ଯୁବକର ମ-ଳ-ଦ୍ଵା-ର-ରେ ଗୋଟିଏ ଷ୍ଟିଲ ଗ୍ଳାସ ଭର୍ତ୍ତି କରିଦେଲେ । ଏହା ପରେ ଗୁରୁତ୍ଵର ଅବସ୍ଥାରେ ପୀ-ଡି-ତ ଯୁବକକୁ ବୁର୍ଲାର ବଡ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ବଲାଙ୍ଗୀର ଜିଲ୍ଲା ଦେଓ ଗାଁ ଥା-ନା ଅନ୍ତର୍ଗତ ରାମଚନ୍ଦ୍ର ପୁର ଗାଁରେ ଏହିଭଳି କିଛି ଅଭାବନୀୟ ଘଟଣା ଘଟିଛି ।

ସୂଚନା ଅନୁସାରେ ବୁଧବାର ଦିନ ସନ୍ଧ୍ୟା ସମୟରେ ୧୯ ବର୍ଷୀୟ କରୁଣା ଭୋଇ ଶୌଚ ପାଇଁ ଗାଁ ନିକଟରେ ଥିବା ଏକ ପିଚୁ ରାସ୍ତାକୁ ଯାଇଥିଲେ । ଯେଉଁଠି ତିନି ଜଣ ବ୍ୟକ୍ତି ପୂର୍ବରୁ ହିଁ ସେହି ସ୍ଥାନରେ ବସି ମ-ଦ ପିଉଥିଲେ । ଏହା ପରେ ଯେତେବେଳେ କରୁଣା ନ ଜାଣି ପାରି ସେମାନଙ୍କ ପାଖାପାଖି ଚାଲି ଗଲେ ତେବେ ମ-ଦ ପିଇ ଥିବା ଲୋକମାନେ ପ୍ରଥମେ କରୁଣା ଭୋଇକୁ ବ-ନ୍ଧୁ-କ ଦେଖାଇ ତା ସହ ଥଟ୍ଟା ମଜା କରିବା ଆରମ୍ଭ କରିଦେଲେ ।

କିଛି ସମୟ ପରେ କରୁଣା ଭୋଇକୁ ଜବରଦସ୍ତି ଧରି ତାର ମ-ଳ-ଦ୍ଵା-ରରେ ଏକ ଷ୍ଟିଲ ଗ୍ଳାସକୁ ଭର୍ତ୍ତି କରିଦେଲେ । ଘରକୁ ଫେରିବା ପରେ କରୁଣା ଘର ଲୋକମାନଙ୍କୁ ନିଜ ସହିତ ହୋଇଥିବା ଏହି ସବୁ ଘଟଣା ବିଷୟରେ କହିଲା ଓ ତାର ମ-ଳ-ଦ୍ଵା-ରରେ ଯନ୍ତ୍ରଣା ହୋଇଥିଲା ଓ ସେହି ସ୍ଥାନରୁ ର-କ୍ତ ମଧ୍ୟ ବାହାରି ଥିଲା । ଏହା ପରେ ପରିବାର ଲୋକମାନେ ଗୁରୁବାର ଦିନ ସକାଳେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଯୁବକକୁ ଭର୍ତ୍ତି କରିଥିଲେ ।

ଏହା ପରେ ଡାକ୍ତରମାନେ ଯେତେବେଳେ ତାଙ୍କର ଯାଞ୍ଚ କରିଲେ ତେବେ ସେମାନେ ଜାଣି ପାରିଲେ କି ତାଙ୍କର ମ-ଳ-ଦ୍ଵା-ରରେ ଏକ ଷ୍ଟିଲ ଗ୍ଳାସ ଅଛି । ଡାକ୍ତର ତାଙ୍କୁ ବୁର୍ଲା ବଡ ଡାକ୍ତରଖାନାକୁ ରେଫର କରି ଦେଇଛନ୍ତି । ଯେଉଁଠି ଅ-ପ-ରେ-ସ-ନ କରାଯାଇ ତାଙ୍କର ମ-ଳ-ଦ୍ଵା-ର ରୁ ଷ୍ଟିଲ ଗ୍ଳାସ ବାହାର କରାଯିବ । ପୀଡ଼ିତା ଯୁବକର କହିବା ଅଟେ କି ସେମାନେ ସେହି ମ-ଦ ପିଉଥିବା ବ୍ୟକ୍ତିମାନଙ୍କୁ ଜାଣି ନାହାନ୍ତି । ଅନ୍ୟ ପଟେ ପରିବାର ଲୋକମାନେ ବି ଏହି ଘଟଣାକୁ ନେଇ ଥା-ନା-ରେ କୌଣସି ବି ପ୍ରକାରର ଅ-ଭି-ଯୋ-ଗ କରି ନାହାନ୍ତି ।

Leave a Reply

Your email address will not be published. Required fields are marked *