ଭାଇରାଲ ହେଉଛି ଏହି ଝିଅର Video, କାରଣ ଜାଣି ଉଡିବ ହୋସ…. ଦେଖନ୍ତୁ କଣ କହୁଛନ୍ତି

ନମସ୍କାର ବନ୍ଧୁଗଣ । ମୁଁ ଛୋଟ ବେଳୁ ମଦ ପିଉଛି । ମତେ ମୋ ସ୍ଵାମୀ ଓ ମୋ ଶାଶୁ ଧୋକା ଦେଇଛନ୍ତି, ଗାଳି ଦେଇଛନ୍ତି ଆଉ ଜୀବନ ରଖିବି ନାହି । ଏଭଳି କିଛି କଥା କହୁଥିବା ଜଣେ ଝିଅର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଝିଅଟି ସଂପୂର୍ଣ୍ଣ ମଦ୍ୟପାନ କରି କିଛି ଏମିତି କାଣ୍ଡ କରୁଛନ୍ତି ଯାହା ବର୍ତ୍ତମାନ ସମସ୍ତଙ୍କ ମନରେ ବଡ ପ୍ରଶ୍ନ ଉଠିଛି । ଆସନ୍ତୁ ଜାଣିବା ଏହି ଘଟଣାର ପୁରା ସତ୍ୟତା କଣ ରହିଛି ।

ଝିଅଟି ନିଜର ଦୁଖଦାୟକ କାହାଣୀ ବୟାନ କରିବାକୁ ଯାଇ କହିଛନ୍ତି ଯେ ତାଙ୍କ ସ୍ଵାମୀ ତାଙ୍କୁ ଉଠାଇ ଆଣି ଜବରଦସ୍ତି ମଦ ପିୟାଇଛନ୍ତି । ତାଙ୍କ ଘର ହେଉଛି ବରମୁଣ୍ଡା ରେ । ସେ ପିଲା ଦିନୁ ମଦ ପିଉଥିଲେ । ସାଙ୍ଗ ସାଥିଙ୍କ ସହ ମିଶି ସେ ଏମିତି କରୁଥିଲେ । ପିଲା ଦିନୁ ତାଙ୍କର ଯେଉଁ କଥାରେ ନିଶା ରହୁଥିଲା ତାହା ସେ ଛାଡି ପାରନ୍ତି ନାହି ବୋଲି ଝିଅଟି ବୟାନ ଦେଇଛି । ଝିଅଟି ପଟିୟା କମ୍ପାନୀରେ ଚାକିରି କରୁଥିଲେ ।

ସେ ଚିଙ୍ଗୁଡି ଫ୍ୟାକ୍ଟରୀରେ ଚାକିରି କରି ମାସକୁ ୧୧ ହଜାର ଟଙ୍କା ଦରମା ପାଉଥିଲେ । ଝିଅଟି ଆହୁରି କହିଛନ୍ତି ଯେ ତାଙ୍କ ବୌ ତାଙ୍କୁ ୩୦ ହଜାର ଟଙ୍କା ମାଗିଥିଲେ । ଏହା ପରେ ସେ କମ୍ପାନୀର ମାଲିକଙ୍କ ଠାରୁ ଟଙ୍କା ଆଣି ବୋଉଙ୍କୁ ଦେଇଥିଲେ । କମ୍ପାନୀର ମାଲିକ ଝିଅକୁ ୩୦୦୦ ଟଙ୍କା ଖାଇବା ରହିବା ପାଇଁ ଖର୍ଚ୍ଚ ଦେଉଥିଲେ । ଝିଅଟି କହିଛି ତା ବାପାଙ୍କ ଯିବା ପରେ ସାବତ ବୋଉ ଅନେକ ମାନସିକ ନିର୍ଯ୍ୟାତନା ଦେଇଛନ୍ତି ।

ଏହା ସହ ସେ ତାଙ୍କ ଗାଁ ର ଜଣେ ପୁଅକୁ ପ୍ରେମ କରୁଥିଲେ । କିନ୍ତୁ ତାଙ୍କ ପ୍ରେମିକ ତାଙ୍କୁ ଧୋକା ଦେବା ସହ ତାଙ୍କ ସହ ଖରାପ ସମ୍ପର୍କ ରଖି ପରେ ଛାଡି ଦେଇଥିଲେ । ଝିଅର ଶାଶୁ ଜଣେ ପାଗଳି ହେବା ସହ ତାଙ୍କୁ ଅନେକ ଖରାପ କଥା କହିଛନ୍ତି । ଏମିତି କି ସେ ଯାହାକୁ ବାହା ହୋଇଛି ସେ ଟନକୁ ଜବରଦସ୍ତି ମଦ ସେବନ କରାଇବା ସହ ତାଙ୍କୁ ଗାଳି ଗୁଲଜ କରନ୍ତି । ଝିଅର ପ୍ରକୃତ ଘର ହେଉଛି କେଉଁଝର ଜିଲ୍ଲା ଗାନ ବିନ୍ଦା, ଥାନା ହେଉଛି ପଣ୍ଡାପଡା ।

ଝିଅଟି ବ୍ରାମହଣ ଘରର ଝିଅ ବୋଲି ନିଜ ମତରେ କହିଛନ୍ତି । ତେବେ ଏହି ଘଟଣାରେ ଏହା ଜଣା ପଡୁଛି କି ଝିଅକୁ ବହୁତ ମାନସିକ ତଥା ଶାରୀରିକ ନିର୍ଯ୍ୟାତନା ଦିଆ ଯାଇଛି । ଯାହା ସହ୍ୟ ନ କରିପାରି ସେ ଆଜି ଗଣ ମାଧ୍ୟମରେ ନିଜର ଦୁଖ କାହାଣୀ କହିଛନ୍ତି । ତାଙ୍କ ଜୀବନକୁ କିପରି ଭାବେ ତାଙ୍କ ସ୍ଵାମୀ ଓ ଶାଶୁ ମିଶି ନଷ୍ଟ କରି ଦେଇଛନ୍ତି ସେ ସବୁ କିଛି ଖୁଲାସା କରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *