ବନ୍ଧୁଗଣ ଆଜିର ସମୟରେ ମହିଳା ବା ଯୁବତୀ ମାନେ ଗର୍ଭ ଧାରଣ ନ କରିବା ପାଇଁ ଗ-ର୍ଭ ନି-ରୋଧ-କ ବଟିକା ର ଅଧିକ ମାତ୍ରା ରେ ବ୍ୟବହାର କରୁଛନ୍ତି । ଯାହା ପାଇଁ ସେମାନଙ୍କୁ ପରବର୍ତ୍ତୀ ସମୟରେ ଅନେକ ସମସ୍ୟାର ସମୁଖିନ୍ନ ହେବାକୁ ପଡୁଛି । ଏମିତିକି କିଛି ଯୁବତୀ ମାନେ ଗ-ର୍ଭ ନି-ରୋଧ-କ ବଟିକା ଖାଇ ନାହି ନ ଥିବା ହଇରାଣର ସମୁଖିନ୍ନ ହେଉଛନ୍ତି ଯାହା ସେମାନଙ୍କ ଭବିଷ୍ୟ ପାଇଁ ହାନିକାରକ ସାବ୍ଯସ୍ତ ହେଉଛି ।
ତେବେ ବର୍ତ୍ତମାନ ସମୟରେ ଗ-ର୍ଭ ନି-ରୋଧ-କ ବଟିକା କୁ ନେଇ ଏମିତି ଏକ ବଡ ଖବର ସାମ୍ନା କୁ ଆସିଛି ଯାହା ଆଫଗାନିସ୍ତାନ ରୁ ଆସିଛି । ଯୁବତୀ ମାନଙ୍କୁ ନେଇ ଏବେ ନିଷେଧ ହେଲା ଗ-ର୍ଭ ନି-ରୋଧ-କ ବଟିକା । ଯାହାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଉଚ୍ଚ ଶିକ୍ଷା ପରେ ଏବେ ବୟାନ ହୋଇଛି ଗ-ର୍ଭ ନି-ରୋଧ-କ ବଟିକା ।
ମହିଳା ଓ ଯୁବତୀ ମାନଙ୍କ ଉପରେ ଗୋଟିଏ ପରେ ଗୋଟିଏ ଅତ୍ୟାଚାର କରି ଚାଲିଛି ତାଲିବାନ । ଆଫଗାନିସ୍ତାନ ରେ ସବୁ ପ୍ରାକାରର ଗ-ର୍ଭ ନି-ରୋଧ-କ ଔଷଧ ଉପରେ ପ୍ରତିବନ୍ଧକ ଲଗାଇଛି ତାଲିବାନ ସେନା । ଗ-ର୍ଭ ନି-ରୋଧ-କ ବଟିକା ଯୋଗାଇ ଗୋଟିଏ ସମ୍ପ୍ରଦାୟାର ଜନସଂଖ୍ୟା କୁ ନିୟନ୍ତ୍ରଣ କରିବାକୁ ପଶ୍ଚିମ ଦେଶ ମାନେ ଚକ୍ରାନ୍ତ କରୁଥିବା ତାଲିବାନ ଅଭିଯୋଗ କରିଛି ।
ତାଲିବାନ ସେନା ଆଫଗାନିସ୍ତାନ ର ପ୍ରତି ଟି ଘର ଘର ବୁଲି ଛାନଭିନ୍ନ କରୁଛନ୍ତି । ମହିଳା ମାନଙ୍କୁ ଗ-ର୍ଭ ନି-ରୋଧ-କ ଔଷଧ ବ୍ୟବହାର ନ କରିବାକୁ ଧମକ ଦେଉଛନ୍ତି । ଏହା ସହ ସେମାନଙ୍କ ଘରେ ଥିବା ଗ-ର୍ଭ ନି-ରୋଧ-କ ମେଡ଼ିସିନ କୁ ନଷ୍ଟ କରିବାକୁ ପଛାଉ ନାହାନ୍ତି । ଖାଲି ସେତିକି ନୁହେଁ ଆଫଗାନିସ୍ତାନ ରେ ଥିବା ବିଭିନ୍ନ ଔଷଧ ଦୋକାନ ରେ ବି ତାଲିବାନ ସେନା ଚଢାଉ କରି ଗ-ର୍ଭ ନି-ରୋଧ-କ ବଟିକା ନଷ୍ଟ କରୁଥିବା ଆନ୍ତର୍ଜାତୀୟ ଗଣମାଧ୍ୟରେ ରିପୋର୍ଟ ପ୍ରକାଶ ପାଇଛି ।
ତାଲିବାନ ସଂଘଠନ ର ସଦସ୍ୟ ମାନେ ବିଭିନ୍ନ ଫାର୍ମାସୀ ବୋଲି ଯାଞ୍ଚ କରୁଛନ୍ତି । ଏହା ସହ କାବୁଲ ରେ ଥିବା କିଛି ଫାର୍ମାସୀ କମ୍ପାନୀ ଉପରେ ବି ଚଢାଉ କରି ସେମାନଙ୍କୁ ଗ-ର୍ଭ ନି-ରୋଧ-କ ଔଷଧ ପ୍ରସ୍ତୁତ ନ କରିବାକୁ ଧମକ ଦେଉ ଥିବାର ଅଭିଯୋଗ ହୋଇଛି । ପୂର୍ବରୁ ଆଫଗାନିସ୍ତାନ ରେ ମହିଳା ମାନଙ୍କୁ ବାହାରକୁ ଯାଇ କାମ କରିବା ଉପରେ ତାଲିବାନ ସରକାର ବୟାନ ଲଗାଇ ଥିଲେ ।
ପରେ ସେମାନଙ୍କ ଉଚ୍ଚ ଶିକ୍ଷା ଉପରେ ବି ପ୍ରତି ବନ୍ଧକ ଲଗା ଯାଇଥିଲା । କୌଣସି ଯୁବତୀ ଉଚ୍ଚ ଶିକ୍ଷା ନେଇ ପାରିବେ ନାହି ବୋଲି ନିର୍ଦ୍ଦେଶ ଜାରି କରିଥିଲା ତାଲିବାନ ସରକାର । ଏବେ ଗ-ର୍ଭ ନି-ରୋଧ-କ ଔଷଧ ଉପରେ ବୟାନ ଲଗାଇ ତାଲିବାନ ମହିଳା ମାନଙ୍କୁ ଅକଥନୀୟ ଅତ୍ୟାଚାର କରୁଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।