ଭାଇରାଲ ହେଲା Video: ଯୁବତୀଙ୍କ ସହ ଗେଲ ହେଉହକି ବିଶାଳକାୟ ଅଜଗର, ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଆପଣ ମାନେ ଜାଣିଥିବେ ସା-ପ ନାଁ ଶୁଣିଲେ ସମସ୍ତେ ଭ-ୟ କରିଥାନ୍ତି । ସେମାନଙ୍କ ମଧ୍ୟରୁ ଅଜଗର ସା-ପ ହେଉଛି ଏମିତି ଏକ ସା-ପ ଯାହା ମଣିଷ ଦେଖିଲେ ଗିଳି ଦେଇଥାଏ । ଅଜଗର ନାଁ ଶୁଣିଲେ ଲୋକ ମାନେ ଭ-ୟ କରିଥାନ୍ତି । ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଏମିତି ଏକ ଭି-ଡି-ଓ ଭା-ଇ-ରା-ଲ ହେବାରେ ଲାଗିଛି ଯାହା ଦେଖିଲେ ହୁଏ ତ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଏହି ଭି-ଡି-ଓ ରେ ଜଣେ ଯୁବତୀ ଙ୍କ କୋଳରେ ଏକ ବିଶାଳ କାୟ ଅଜଗର ଗେଲ ହେଉଛି । ଏହି ବିରାଟ କାୟ ଅଜଗର ସା-ପକୁ ଦେଖି ଯୁବତୀ ଜଣକ ଟିକେ ହେଲେ ବି ଭ-ୟ କରୁ ନାହାନ୍ତି ଯାହା ଏହି ଭି-ଡି-ଓ ରେ ଦୃଶ୍ୟ ହେଉଛି ।

ଯୁବତୀ ଜଣକ ପୂର୍ବରୁ ଯେମତି ନିଜର ମୋବାଇଲ ଦେଖୁଥିଲେ ଅଜଗର ତାଙ୍କ ପାଖକୁ ଆସିବା ପରେ ମଧ୍ୟ ସେ ନିଜ କମ୍ରେ ବ୍ୟସ୍ତ ରହିଛନ୍ତି । ଆଉ ଅଜଗର ସା-ପ ଯୁବତୀଙ୍କ ଶ-ରୀ-ର ସହ ଘଷି ହେଉଛି ଯାହା ଏହି ଭି-ଡି-ଓ ରେ ସ୍ପଷ୍ଟ ହେଉଛି । ଯଦି ଏହା ଅନ୍ୟ କୌଣସି ଲୋକଙ୍କ ସହ ହୋଇଥାନ୍ତା ତେବେ ଆମେ ଅଜଗର ଦେଖିବା ମାତ୍ରେ କୁଆଡେରେ ଭ-ୟରେ ପଳାୟନ କରିଥାନ୍ତେ । କିନ୍ତୁ ଏହି ଘଟଣା ରେ ଯୁବତୀ ଜଣକ ସାମାନ୍ୟ ଭ-ୟ ମଧ୍ୟ ହେଉ ନାହାନ୍ତି । ଯୁବତୀ ଜଣକ ଅଜଗରର ପେଟ କୁ ଆଉଁସି ଦେଉଛନ୍ତି । ଅନ୍ୟ ପଟେ ଅଜଗର ସା-ପ ଟି ମଧ୍ୟ ଯୁବତୀଙ୍କ ପାଖରେ ଲସର ପସର ହେଉଛି ।

ଏହି ଭି-ଡି-ଓ ଟି ବର୍ତ୍ତମାନ ଗଣ ମାଧ୍ୟମ ରେ ଏତେ ମାତ୍ରା ରେ ଭା-ଇ-ରା-ଲ ହେବାରେ ଲାଗିଛି ଯେ ଏହାକୁ ନେଇ ୟୁଜର୍ସ ମାନେ ଅନେକ କମେଣ୍ଟ ଦେବାରେ ଲାଗିଛନ୍ତି । ଯେଉଁ ବ୍ୟକ୍ତି ଏହି ଭି-ଡି-ଓ ଟି ଇଂଷ୍ଟଗ୍ରାମରେ ସେୟାର କରିଛନ୍ତି ସେ ଲେଖିଛନ୍ତି ଯେ ଏହି ଭି-ଡି-ଓ ଟି ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି ଓ ଏହା କେମିତି ସମ୍ଭବ ହେଉଛି ମୁଁ ଭାବୁଛି ? ଅନେକ ୟୁଜର୍ସ ମାନେ ଏହି ଭି-ଡି-ଓ ଦେଖିବା ପରେ ଅନେକ ଲାଇକ ଓ ସେୟାର ମଧ୍ୟ କରିବାରେ ଲାଗିଛନ୍ତି ।

ତେବେ ଏହି ଘଟଣା ଟି ଅବିଶ୍ଵସନୀୟ ହୋଇଥିଲେ ମଧ୍ୟ ସତ୍ୟ ଅଟେ । ଯିଏ ଏହି ଭି-ଡି-ଓ ଦେଖିବା ସେ କେବେ ବି ବିଶ୍ବାସ କରିବା ନାହି । କିନ୍ତୁ ଏହା କୌଣସି କାଳ୍ପନିକ ନୁହେଁ ବରଂ ସତ୍ୟ ଘଟଣା ଅଟେ । ଯାହାକୁ ନେଇ ବର୍ତ୍ତମାନ ଜୋରସୋର ରେ ଚର୍ଚ୍ଚା ହେବାରେ ଲାଗିଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *