Juhi Chawlaଙ୍କ ଝିଅ ଦେଖିବାକୁ ତାଙ୍କଠାରୁ ବି ସୁନ୍ଦର, ଗୋଟେ ନଜରରେ ହୋଇଯିବେ ଦିବାନା

ବଲିଉଡ ଦୁନିଆରେ ଯିଏ ଯେତେ କାମ କରି ପାରିଲା ଲୋକ ତାଙ୍କୁ ସେତେ ଭଲ ପାଇଥାନ୍ତି ଆଉ ତାଙ୍କୁ ସେତିକି କାମ ମଧ୍ୟ ମିଳିଥାଏ । ଆପଣ ମାନେ ବହୁତ ଅଭିନେତ୍ରୀ ମାନଙ୍କୁ ଅଭିନୟ ଦେଖିବାକୁ ପାଉଥିବେ କିନ୍ତୁ ବହୁତ କମ ଅଭିନେତ୍ରୀ ଥିବେ ଯିଏ ଆପଣଙ୍କ ମନ ନିଜ ସୁନ୍ଦରତା ଆଉ ଅଭିନୟ ଦ୍ୱାରା କିଣି ଥାନ୍ତି ।

ତେବେ ଯୁହୀ ଚାୱଲା ବଲିଉଡ ଏମିତି ଜଣେ ଅଭିନେତ୍ରୀ ଯିଏ ନିଜ ଅଭିନୟ ଆଉ ସୁନ୍ଦରତା ଦ୍ୱାରା ଦର୍ଶକ ମାନଙ୍କ ମନ ଉପରେ ରାଜ କରିଛନ୍ତି ଦର୍ଶକ ଆଜିବି ଯୁହିଙ୍କୁ ପ-ର୍ଦା ଉପରେ ଦେଖିବାକୁ ଇଛା କରନ୍ତି । ଯୁହିଙ୍କ ପ୍ରଥମ ଫିଲ୍ମ ଥିଲା ସଲତନତ ଯାହା ଏତେ ଫେମସ ହେଲା ନାହିଁ ଆଉ ଜୁହିଙ୍କୁ ଅଧିକ ପ୍ରଶଂସା ମଧ୍ୟ ପ୍ରାପ୍ତ ହେଲା ନାହିଁ ।

ଜୀବନରେ ଆଗକୁ ବଢିବା ପାଇଁ ଜୁହି ବହୁତ ପରିଶ୍ରମ କଲେ ଆଉ କନଡ ଫିଲ୍ମ ପ୍ରେମ ରେ ଅଭିନୟ କଲେ ଆଉ ତାଙ୍କ ଫିଲ୍ମ ସୁ-ପ-ର ହି-ଟ ରହିଲା ଯାହା ପରେ ଲୋକେ ଯୁହୀଙ୍କୁ ଜାଣିବାକୁ ଆରମ୍ଭ କଲେ । ଡାଇରେକ୍ଟର ମାନେ ମଧ୍ୟ ତାଙ୍କ ଅଭିନୟ ଦେଖି ବହୁତ ପ୍ରଭାବିତ ହେଲେ ଆଉ ତାଙ୍କୁ ନିଜ ନିଜ ଫିଲ୍ମ ପାଇଁ ସା-ଇ-ନ କଲେ ।

ତାଙ୍କ ବଲିଉଡ ରେ ଫେରିବା ପରେ ପ୍ରଥମ ଫିଲ୍ମ ଆମିର ଖାନ ସହ ଥିଲା ଯାହା ସୁପର ହି-ଟ ହେଲା ଆଉ ଆ ପରେ ଜୁହି କେବେ ପଛକୁ ଅନେଇଲେ ନାହିଁ ଜୀବନରେ ସବୁବେଳେ ଆଗକୁ ବଢ଼ି ବଢ଼ି ଚାଲିଲା । ଜୁହିଙ୍କ ଜୀବନରେ ବହୁତ ପ୍ରକାର ସମସ୍ୟା ଆସିଲା କିନ୍ତୁ ସେ କେବେ ହା-ର ମାନିଲେ ନାହିଁ ଆଉ ନିଜ କାମ କରି ଚାଲିଲେ ।

କଣ ଆପଣ ଜାଣିଛନ୍ତି ଯେ ଜୁହୀଙ୍କୁ ମିସ ଇଣ୍ଡିଆ ପୁରସ୍କାର ମିଳିଥାଏ, ଏହା ଛଡା କୁହିଙ୍କୁ ମିସ ୟୁନିବର୍ଷ ବେଷ୍ଟ କଷ୍ଟ୍ୟୁମ ପୁରସ୍କାର ମଧ୍ୟ ମିଳିଥିଲା । ଯୁହୀଙ୍କ ଝିଅଙ୍କ ନାମ ଜାନବି ଅଟେ ଆଉ ସେ ସିନେମା ଦୁନିଆ ଠାରୁ ଦୂରେଇ ରହିବା ପସନ୍ଦ କରନ୍ତି ସେ ବହୁତ ଭଲ ସ୍ପିକର ଅଟନ୍ତି ଆଉ ସେ ପାଠରେ ବହୁତ ଭଲ ଅଟନ୍ତି ।

ସେ ନିଜ କଲେଜ ରେ ଭଲ ରା-ଙ୍କ ରଖନ୍ତି ଆଉ ଅଭିନୟ କରିବାକୁ ପଶନ୍ଦ କରନ୍ତି ନାହିଁ ଆଉ ନା ଲାଇମ ଲାଇଟ ପସନ୍ଦ କରନ୍ତି । ଜାଣି ନିଜ ସାଧାରଣ ଜୀବନରେ ବହୁତ ଖୁସି ଅଛନ୍ତି ଆଉ ସୋ-ଷି-ଅ-ଲ ମି-ଡ଼ି-ଆ ଠାରୁ ଦୂରେଇ ରୁହନ୍ତି । ଜୁହୀଙ୍କ ଗୋଟେ ପୁଅ ମଧ୍ୟ ଅଛନ୍ତି ଯିଏ ଯାନବି ଠାରୁ ସାନ ଅଛନ୍ତି ଆଉ ତାଙ୍କୁ ମଧ୍ୟ ଅଭିନୟ ଦୁନିଆରେ କିଛି ବିଶେଷ ରୁଚି ନାହିଁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *