ଶୀଘ୍ର ଶୀଘ୍ର ସାରି ଦିଅନ୍ତୁ ବ୍ଯାଙ୍କ କାମ ଏ ମାସରେ 15 ଦିନ ବନ୍ଦ ରହିବ Bank

ବନ୍ଧୁଗଣ, ବ୍ୟାଙ୍କ ରେ ଯଦି ଆପଣଙ୍କର କୌଣସି ପ୍ରକାରର କାର୍ଯ୍ୟ ରହିଯାଇଛି ତେବେ ଆପଣ ପୂର୍ବରୁ ସେ ଗୁଡିକ ସମାପ୍ତ କରି ଦିଅନ୍ତୁ । କାରଣ ସଂପୂର୍ଣ୍ଣ ୧୫ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବ୍ୟାଙ୍କ । ବନ୍ଧୁଗଣ ଆଦୌ ବିଳମ୍ବ କରନ୍ତୁ ନାହିଁ । ଆପଣ ନିଜର କାର୍ଯ୍ୟ କୁ ଯଥାଶୀଘ୍ର ସମାପ୍ତ କରି ନିଅନ୍ତୁ ।

ବନ୍ଧୁଗଣ ୧୫ ଦିନ ପାଇଁ ବନ୍ଦ ରହିବାକୁ ଯାଉଛି ବ୍ୟାଙ୍କ । ଏ ନେଇ ନିଶ୍ଚିତ ସାଧାରଣ ଜନତା ହ-ଇ-ରା-ଣ ହେବାକୁ ଯାଉଛନ୍ତି । ବନ୍ଧୁଗଣ ୧ ଦିନ ଅଥବା ୨ ଦିନ ବନ୍ଦ ହୋଇଥିଲେ ଗୋଟେ ପ୍ରକାର ହୋଇଥାନ୍ତା । ମାତ୍ର ୧୫ ଦିନ ଅର୍ଥାତ ଗୋଟିଏ ମାସର ଅଧା ଦିନ ବନ୍ଦ ରହିବ ବ୍ୟାଙ୍କ । ବନ୍ଧୁଗଣ ଆସନ୍ତୁ ନଜର ପକାଇବା ଛୁଟିର ଲିଷ୍ଟ ଉପରକୁ, ସୂଚନା ଅନୁସାରେ ଚଳିତବର୍ଷ ୯ ଟି ଛୁଟି ମିଳୁଥିବା ବେଳେ ଶନିବାର ଏବଂ ରବିବାର କୁ ମିଶାଇ ଆଉ ୬ ଟି ଛୁଟି ରହିଅଛି ।

ଏଣୁ ମୋଟ ଉପରେ ଏହି ମାସରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ । ବନ୍ଧୁଗଣ RBI ତରଫରୁ ସମସ୍ତ ବ୍ୟାଙ୍କ ର ଛୁଟି ନିର୍ଦ୍ଧାରିତ କରାଯାଇଥାଏ । ବିଭିନ୍ନ ରାଜ୍ୟ ରେ ପର୍ବ ପର୍ବାଣି ଅନୁସାରେ ସେହି ରାଜ୍ୟରେ କାର୍ଯ୍ୟରତ ବ୍ୟାଙ୍କ କର୍ମଚାରୀ ମାନଙ୍କୁ ଛୁଟି ଦିଆଯାଇଥାଏ । ବନ୍ଧୁଗଣ ବର୍ତ୍ତମାନ କ-ରୋ-ନା ମ-ହା-ମା-ରୀ ଯୋଗୁଁ ସମସ୍ତ ବ୍ୟାଙ୍କ ତଥା ଶିକ୍ଷାନୁଷ୍ଠାନ ସହିତ ଅନ୍ୟାନ୍ୟ ଦୋକାନ ବଜାର ସମ୍ପୂର୍ଣ ବନ୍ଦ ରହିଅଛି ।

ମାତ୍ର ପରିସ୍ଥିତି କୁ ନଜର ରେ ରଖି ରାଜ୍ୟ ସରକାର ବର୍ତ୍ତମାନ ପୁଣିଥରେ ସମସ୍ତ ଦୋକାନ ବଜାର ଏକ ନିର୍ଦ୍ଧାରିତ ସମୟ ବ୍ୟବଧାନ ରେ ଖୋଲିବାକୁ ଅନୁମତି ଦେଇଛନ୍ତି । ବନ୍ଧୁଗଣ ବ୍ୟାଙ୍କ ମଧ୍ୟ ଖୋଲିଥିବା ବେଳେ ପୁନର୍ବାର ୧୫ ଦିନ ବନ୍ଦ ହେବାକୁ ଯାଉଅଛି । ଆସନ୍ତୁ ଜାଣିବା କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ । ବନ୍ଧୁଗଣ ଜୁଲାଇ ୪ ତାରିଖ ଶନିବାର ନିମନ୍ତେ ବନ୍ଦ ରହିଥିଲା ବ୍ୟାଙ୍କ ।

ବନ୍ଧୁଗଣ ୧୦ ଜୁଲାଇ ରେ ମାସର ଦ୍ଵିତୀୟ ଶନିବାର ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବ । ସେହିଭଳି ଭାବରେ ୧୧ ଏବଂ ୧୮ ଜୁଲାଇ ରବିବାର ପଡୁଅଛି । ବନ୍ଧୁଗଣ ୨୪ ଜୁଲାଇ ମାସର ଚତୁର୍ଥ ଶନିବାର ପଡୁଥିବା ବେଳେ ୨୫ ଜୁଲାଇ ରବିବାର ପଡୁଅଛି । ବନ୍ଧୁଗଣ ଏହି ଦିନ ଗୁଡିକ ବ୍ୟାଙ୍କ ବନ୍ଦ ରହିବ । ବନ୍ଦଗଣ ଏତତ ବାଦ ଆସନ୍ତା ଜୁଲାଇ ୧୨ ତାରିଖ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପଡୁଥିବାରୁ ବ୍ୟାଙ୍କ ବନ୍ଦ ରହିବା । ସେହିଭଳି ୧୩ ତାରିଖରେ ଭାନୁ ଜୟନ୍ତୀ ନିମନ୍ତେ ବନ୍ଦ ରହିବ ବ୍ୟାଙ୍କ । ବନ୍ଧୁଗଣ ୧୪ ଜୁଲାଇ ରେ ଦୃ-ବୁ-କ ପର୍ବ ପଡୁଥିବାରୁ ଛୁଟି ରହିବ ବ୍ୟାଙ୍କ ।

ବନ୍ଧୁଗଣ ହେ-ର-ଲା ପର୍ବ ଚଳିତ ମାସ ୧୬ ରେ ପଡୁଥିବାରୁ ବନ୍ଦ ରହିବ ବ୍ୟାଙ୍କ । ବନ୍ଧୁଗଣ ୧୭ ତାରିଖରେ ଖା-ର-ଚି ପୂଜା ପଡୁଅଛି । ଏଣୁ ଏହି ଦିନରେ ମଧ୍ୟ ବନ୍ଦ ରହିବ ବ୍ୟାଙ୍କ । ବନ୍ଧୁଗଣ ୧୯ ଜୁଲାଇ ରେ ଗୁ-ରୁ ଠୁ-ଙ୍ଗା କ-ର୍କ-ର ସୁନନ କ୍ଷେତ୍ର ରହିଥିବା ବେଳେ, ୨୦ ଜୁଲାଇ ରେ ବ-କ୍ରୀ-ଦ ପଡୁଅଛି । ବନ୍ଧୁଗଣ ୨୧ ଜୁଲାଇ ରେ ଇଦୁଲ ଜୁହା ପଡୁଥିବାରୁ ବ୍ୟାଙ୍କ ରହିବ । ଏହା ସହିତ ମାସ ଶେଷ ରେ କେ-ଟ ପୂଜା ପଡୁଥିବାରୁ ବ୍ୟାଙ୍କ ଛୁଟି ରହିବ । ଏଣୁ ଆପଣଙ୍କ ର କୌଣସି କାର୍ଯ୍ୟ ବାକି ରହିଥିଲେ ତାହାକୁ ପୁରା କରି ନିଅନ୍ତୁ ।

ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଆଗକୁ ଏମିତି ଅନେକ ଟିପ୍ସପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *