ଜୁନ 20 ତାରିଖ, ପବିତ୍ର ରଥଯାତ୍ରାରେ ଘରକୁ ନେଇ ଆସନ୍ତୁ ଏହି ଚେର…. ଆଉ ତା ପରେ ଦେଖନ୍ତୁ ଚମତ୍କାର!

ବନ୍ଧୁଗଣ ଚଳିତ ବର୍ଷ ଜୁନ 20ରେ ପାଳନ ହେବାକୁ ଯାଉଛି ପବିତ୍ର ଶ୍ରୀ ଗୁଣ୍ଡିଚା ରଥଯାତ୍ରା ପର୍ବ । ମହାପ୍ରଭୁ ଙ୍କ ଦର୍ଶନ କରିବା ଲାଗି ରଥଯାତ୍ରା ଭଳି ମହା ସମାରୋହ ରେ ଲକ୍ଷ ଲକ୍ଷ ଲୋକ ଯାଇଥାନ୍ତି । କିନ୍ତୁ ରଥଯାତ୍ରା ଦିନ ଏମିତି କିଛି ଉପାୟ କରି ପାରିବେ ଯାହା ଦ୍ଵାରା ଜୀବନରେ ଚାଲିଥିବା ସବୁ ସମସ୍ଯା ମନ ଦୂର ହେବ । ଯଦି ଆପଣ ଜୀବନରେ ଯେତେ ରୋଜଗାର କରିଲେ ବି ଟଙ୍କା ରହୁ ନାହିଁ, ବୁଡି ଯାଉଛି, ଜୀବନରେ ଅସାନ୍ତି ଲାଗି ରହୁଛି, ସ୍ୱାସ୍ଥ୍ୟ ଖରାପ ହେଉଛି, ଯେ କୌଣସି କାମ କରିଲେ ଅଧାରେ ବା ଅସଫଳ ହେଉଛି ତେବେ କରନ୍ତୁ ଏହି ଉପାୟ ଟି ।

ପ୍ରତି ବର୍ଷ ପବିତ୍ର ରଥଯାତ୍ରା ରେ ଓଡିଶା ରାଜ୍ୟ ପୁରୀ ଜିଲ୍ଲା ରେ ଖୁବ ଧୂମ ଧାମ ରେ ପ୍ଳାନ କରା ଯାଇଥାଏ । ଜୁନ 19 ତାରିଖ ଦିନ ସନ୍ଧ୍ୟା ସମୟରେ କିଛି ପୂଜା ସାମଗ୍ରୀ ନିଅନ୍ତୁ । ସେହି ସବୁ ସାମଗ୍ରୀ କୁ ନେଇ ନିମ ଗଛରେ ପୂଜା ବିଧି କରନ୍ତୁ । ଏହା ପରେ ନିମ ଗଛ ମୂଳରେ କଞ୍ଚା କ୍ଷୀର ଢାଳି କି ନିଜର ସମସ୍ତ ପ୍ରକାରର ସମସ୍ଯା ଜାଣନ୍ତୁ । ତା ପରେ ଘରକୁ ଚାଲି ଆସନ୍ତୁ ।

ଏହା ପରେ ରଥଯାତ୍ରା ଦିନ ବ୍ରହ୍ମ ମ୍ହୁର୍ତ୍ତ ରେ ସ୍ନାନ କରି ସୁଧ ବସ୍ତ୍ର ଧାରଣ କରି ନିମ ଗଛ ପାଖକୁ ଜଣାନ୍ତୁ । ଏହା ପରେ ନିଜର ଦୁଃଖ ଜାଣନ୍ତି । ତା ପରେ ନିମ ଗଛର ଖଣ୍ଡେ ଚେର ଆଣନ୍ତୁ । ସେହି ଚେର କୁ କେମିତି ବ୍ୟବହାର କରିବେ ଜାଣି ନିଅନ୍ତୁ । ଯଦି ଆପଣଙ୍କ ଘରେ ସବୁବେଳେ ଝଗଡା ଲାଗି ରହୁଛି, ଅସାନ୍ତି ହେଉଛି ତେବେ ନିମ ଗଛର ଚେର କୁ କଳା କପଡା ରେ ବାନ୍ଧି ଘରର ମୁଖ୍ୟ ଦ୍ଵାରରେ ଟଙ୍ଗାଇ ଦିଅନ୍ତୁ ।

ଏହା ଦ୍ଵାରା ଗୃହକୁ ନେଗେଟିଭ ଶକ୍ତି ପ୍ରବେଶ କରି ପାରିବେ ନାହିଁ । ଘରେ ଥିବା ସମସ୍ୟା ଦୂର ହେବ । ଧୀରେ ଧୀରେ ଘରେ ଉନ୍ନତି ହେବ । ଯଦି ଶତ୍ରୁ ସମସ୍ଯା ଅଛି ତେବେ ତାହା ମଧ୍ୟ ଦୂର ହେବ । ନିମ ଚେର କୁ ତାବିଜ ରେ ପୁରାଇ ଧାରଣ କରିଲେ ଶତ୍ରୁ ଆପଣଙ୍କର କିଛି ବି କ୍ଷତି କରି ପାରିବେ ନାହିଁ । ଶତ୍ରୁ ସହ ସବୁ ପ୍ରକାରର ସମସ୍ଯା ଦୂର ହେବ ।

ଯଦି ଆପଣ ଜୀବନରେ ଅନେକ ସମସ୍ୟାର ସମୁଖିନ୍ନ ହେଉଛନ୍ତି ତେବେ ଏହି ମହା ଉପାୟ ଟି ନିହାତି କରନ୍ତୁ । ଦେଖିବେ ଆପଣଙ୍କ ଜୀବନ ରେ ସୁଖ ସମୃଦ୍ଧି ଓ ଧନର ଆଗମନ ହେବାରେ ଲାଗିବ । ଆପଣଙ୍କ ଶତ୍ରୁ ପରାଜିତ ହେବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *