10 ଜୁନ 2021 ଜ୍ୟଷ୍ଠ ଅମାବାସ୍ୟାରେ ବନୁଛି ଦୁର୍ଲଭ ମହାସଂଯୋଗ, 4ଟି ରାଶି ହେବେ ମାଲାମାଲ

ବନ୍ଧୁଗଣ, ଚଳିତ ବର୍ଷ ୨୦୨୧ ର ପ୍ରଥମ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଅଛି । ଏହା ଜ୍ୟଷ୍ଠ ମାସର ଅମାବାସ୍ୟା ତିଥିରେ ଲାଗିବାକୁ ଯାଉଅଛି । ବନ୍ଧୁଗଣ ଏହି ପରାଗ କାରଣରୁ ଅନେକ ଗୁଡିଏ ବିଶେଷ ଘଟଣା ମଧ୍ୟ ଘଟିବାକୁ ଯାଉଅଛି । ବନ୍ଧୁଗଣ ସନିଗ୍ରହ ଏହି ସୂର୍ଯ୍ୟ ପରାଗ ଦିନ ବକ୍ରୀ ଅବସ୍ଥାରେ ରହିବେ ।

ଅପର ପାର୍ଶ୍ଵରେ ସୂର୍ଯ୍ୟ ଏବଂ ରାହୁ ଙ୍କର ୟୁତି ବାଣୀ ରହିବ । ବନ୍ଧୁଗଣ ଏହି ସମୟରେ ଶୁଭ ଯୋଗ ତଥା ଧନ ଯୋଗ ବନିବାକୁ ଯାଉଅଛି । ବନ୍ଧୁଗଣ ଏହା ବହୁତ ଭୟଙ୍କର ସୂର୍ଯ୍ୟ ପରାଗ ହେବାକୁ ଯାଉଅଛି । ବନ୍ଧୁଗଣ ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିବାକୁ ଯାଉଅଛି । ବନ୍ଧୁଗଣ ସମସ୍ତ ରାଶି ମାନଙ୍କ ମଧ୍ୟରୁ ୪ ଟି ରାଶି ବହୁତ ଭାଗ୍ୟଶାଳୀ ହେବାକୁ ଯାଉଅଛି । ଏହି ରାଶିର ବ୍ୟକ୍ତିମାନଙ୍କୁ ବହୁତ ଧନରାଶି ମିଳିବାକୁ ଯାଉଅଛି ।

ବନ୍ଧୁଗଣ ଆମ ଦେଶରେ ଅତ୍ୟଧିକ ମାତ୍ରାରେ ଏହାର ପ୍ରଭାବ ପଡିବାକୁ ଯାଉଅଛି । ଏହି ସମୟରେ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଆସିବାକୁ ଯାଉଅଛି । ବନ୍ଧୁଗଣ ଏହି ସୂର୍ଯ୍ୟ ପରାଗ ଅପରାହ୍ନ ୨ ଘଟିକା ୪୧ ମିନିଟ ରୁ ଆରମ୍ଭ ହୋଇ ଏହା ସନ୍ଧ୍ୟା ୬ ଘଟିକା ୪୨ ମିନିଟ ରେ ସମାପ୍ତ ହେବ । ଏହି ସୂର୍ଯ୍ୟ ପରାଗ ର ଅବଧି ସମୁଦାୟ ୫ ଘଣ୍ଟା ରହିବ ।

୧- ମିଥୁନ ରାଶି;- ବନ୍ଧୁଗଣ ଆପଣଙ୍କ ପାଇଁ ଏହି ପରାଗ ବହୁତ ଭାଗ୍ୟଶାଳୀ ସାବ୍ୟସ୍ଥ ହେବାକୁ ଯାଉଅଛି । ଆପଣଙ୍କ ଜୀବନରେ ଅନେକ ପ୍ରକାରର ଲାଭ ର ଯୋଗ ବନିବାକୁ ଯାଉଅଛି । ଆପଣଙ୍କର ଅଟକିଯାଇଥିବା ଧନରାଶି ମିଳିବାକୁ ଯାଉଅଛି । ବ୍ୟାପାର ବାଣିଜ୍ୟରେ ଆପଣଙ୍କୁ ବହୁତ ଉନ୍ନତି ହାସିଲ ହେବାକୁ ଯାଉଅଛି ।

୨- କନ୍ୟା ରାଶି;- ଏହି ରାଶିର ବ୍ୟକ୍ତି ମାନଙ୍କୁ ଅନେକ ପ୍ରକାରର ଲାଭ ର ସ୍ଥିତି ଆସିବାକୁ ଯାଉଅଛି । କାରଣ ଏହି ସୂର୍ଯ୍ୟ ପରାଗ ଆପଣଙ୍କ ଭାଗ୍ୟ ରେ ପଡୁଅଛି । ବିବାହ କ୍ଷେତ୍ରର ଯୋଗ ବନୁଅଛି । ବ୍ୟାଙ୍କ ବାଲାନ୍ସ ବଢିବ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଜମି ମାମଲାରେ ଆପଣ ବହୁତ ଭ୍ୟାଗ୍ୟଶାଳି ହେବାକୁ ଯାଉଛନ୍ତି । ଆର୍ଥିକ ରୂପରେ ସୁଦୃଢ ରହିବେ ।

୩- ମକର ରାଶି;- ଏହି ରାଶିର ବ୍ୟକ୍ତି ମାନେ ନିଜ ଜୀବନରେ ବହୁତ ସଫଳତା ହାସିଲ କରିବାକୁ ଯାଉଛନ୍ତି । ଆପଣଙ୍କ ଏହି ସମୟରେ କୌଣସି ନୂତନ ଯାନବାହାନ କିଣିବାର ଯୋଗ ବନୁଅଛି । ପଇସା ସମ୍ବନ୍ଧିତ ସମସ୍ତ ମାମଲା ସମାପ୍ତ ହେବ । ଏହି ସମୟରେ କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟ ରେ ଆପଣଙ୍କ ପରିବାର ଲୋକ ଙ୍କ ସହାୟତା ମିଳିବାକୁ ଯାଉଅଛି । ପ୍ରେମ ସମ୍ବନ୍ଧ ଅତ୍ୟନ୍ତ ମଧୁର ହେବ ।

୪- ମୀନ ରାଶି;- ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହି ବର୍ଷ ର ସୂର୍ଯ୍ୟ ପରାଗ ବହୁତ ମହତ୍ଵପୂର୍ଣ୍ଣ ଅଟେ । ଆପଣଙ୍କର ସନ୍ତାନ ପ୍ରାପ୍ତି ର ଯୋଗ ବନୁଅଛି । ବରିଷ୍ଠ ଅଧିକାରୀ ଙ୍କ ସହିତ ଆପଣଙ୍କର ସମ୍ପର୍କ ମଧୁର ରହିବ । ପୂଜା ପାଠ ଆଡକୁ ଆପଣଙ୍କ ମନ ଆଗମନ କରିବ । ବନ୍ଧୁଗଣ ଆପଣଙ୍କୁ ଏହି ବିଶେଷ ଟିପ୍ପଣୀ ଟି ଯଦି ଭଲ ଲାଗିଥାଏ ତେବେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *