ACF ଡେ-ଥ କେସ- ନିଜ ଜ୍ଵାଇଁ ଓ ତାଙ୍କ ପରିବାର ବିଷୟରେ କିଛି ଏମିତି କହିଲେ Soumyaଙ୍କ ଶ୍ଵଶୁର, ଶୁଣିଲେ ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ Video

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ସୋମ୍ୟ ରଞ୍ଜନ ମହାପାତ୍ର ଓ ବିଦ୍ୟାଭାରତୀ ମା-ମ-ଲାକୁ ନେଇ ପୋ-ଲି-ସ ଯା-ଞ୍ଚ ଆରମ୍ଭ କରିସାରିଛି । ଏମିତିରେ ପୋ-ଲି-ସ ମୁଖ୍ୟ ଆ-ରୋ-ପି ସୋମ୍ୟ ରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ବ-ୟା-ନ ନେଇସାରିଛି ।

ଏହା ପରେ ପୋ-ଲି-ସ ସୋମ୍ୟ ରଞ୍ଜନର ପରିବାରର ସମସ୍ତ ସଦସ୍ୟ ଓ ଅନ୍ୟ ପଟେ ବିଦ୍ୟାଭାରତୀଙ୍କ ପିତା ମାତାଙ୍କ ବ-ୟା-ନ ମଧ୍ୟ ନେଇ ସାରିଛି । ଏହା ସହିତ ସୋମ୍ୟ ରଞ୍ଜନଙ୍କ ପରିବାର ଓ ବିଦ୍ୟାବତୀଙ୍କ ପରିବାର ସଦସ୍ୟମାନେ ମି-ଡି-ଆ ସାମ୍ନାକୁ ଆସି ମଧ୍ୟ ନିଜର ନିଜର ବ-ୟା-ନ ଦେଇଛନ୍ତି । ଏହା ମଧ୍ୟରେ ବିଦ୍ୟାବତୀଙ୍କ ପିତା ମଧ୍ୟ ଏହି ଘ-ଟ-ଣା ବିଷୟରେ ବି ନିଜର ବ-ୟା-ନ ମି-ଡି-ଆକୁ ଦେଇଛନ୍ତି ।

ସବୁଠୁ ବଡ ଅଜବ କଥା ହେଉଛି କି ସେ ତାଙ୍କର ଜ୍ଵାଇଁ ଓ ତାଙ୍କର ଘର ଲୋକମାନଙ୍କ ବିଷୟରେ ଆଶ୍ଚର୍ଯ୍ୟ କର ବ-ୟା-ନ ଦେଇଛନ୍ତି । ତାଙ୍କ ଅନୁସାରେ ତାଙ୍କ ଜ୍ଵାଇଁ ଓ ତାଙ୍କ ଘର ଲୋକମାନେ ବହୁତ ଭଲ ଲୋକ ଅଟନ୍ତି ।

କହିବାକୁ ଗଲେ ଏହା ଏଥିପାଇଁ ଆଶ୍ଚର୍ଯ୍ୟ କର ଅଟେ କାରଣ ଯେଉଁଠି ସୋମ୍ୟ ରଞ୍ଜନ ଘର ଲୋକମାନେ ନିଜ ବୋହୁ ବିଦ୍ୟାଭାରତୀଙ୍କ ବି-ରୁ-ଦ୍ଧରେ କହୁଛନ୍ତି ଓ ବିଦ୍ୟାଭାରତୀ ସୋମ୍ୟ ରଞ୍ଜନଙ୍କ ବି-ରୁ-ଦ୍ଧରେ କହୁଛନ୍ତି ସେହିଭଳି ସ୍ଥିତିରେ ବିଦ୍ୟାଭାରତୀଙ୍କ ପିତା ଝିଅର ଶଶୁର ଘର ଭଲ ବୋଲି କହୁଛନ୍ତି ।

ବିଦ୍ୟାଭାରତୀଙ୍କ ପିତାଙ୍କ ପିତା ମି-ଡି-ଆ ସାମ୍ନାରେ କହିଲେ କି ମୁଁ ବିଶେଷ କିଛି କହିବି ନାହିଁ କାରଣ ସେ ପୋ-ଲି-ସକୁ ସବୁ କହିବେ । ଝିଅ ଯାହା ପୋ-ଲି-ସ ଓ ମି-ଡି-ଆ ସାମ୍ନାରେ କହିଛି ତାହା ଆମକୁ ବି କହିଛି । ଏଗ୍ରୀମେଣ୍ଟ ଉପରେ ଯେତେବେଳେ ବିଦ୍ୟାବତୀଙ୍କ ପିତାଙ୍କୁ ପ୍ରଶ୍ନ କରାଗଲା ତେବେ ସେ କହିଲେ କି ଏଗ୍ରୀମେଣ୍ଟ ବୋଲି କିଛି କଥା ନାହିଁ ।

ଆପଣ ମୋର ଓ ଜ୍ଵାଇଁଙ୍କର ଫୋନରେ କଥା ହୋଇଥିବା ରେକର୍ଡିଂ ଶୁଣିପାରିବେ ଯାହା ପରେ ଆପଣ ସବୁ ସତ୍ୟ ଜାଣି ଯିବେ । ସେ ଆଗକୁ କହିଲେ କି ତାହା ହେଉଛି ମୋର ଝିଅର ଶଶୁର ଘର ଓ ତାହା ବି-ରୁ-ଦ୍ଧରେ ମୁଁ କିଏ କହିବା ବାଲା । ମୋ ସମୁଦି ଘର ଲୋକମାନେ ଭଲ ଓ ମୋ ଜ୍ଵାଇଁ ଦେବତା ଅଟନ୍ତି । ସେ ଆଗକୁ କହିଲେ କି ପୋ-ଲି-ସ ଉପରେ ମୋର ପୁରା ବିଶ୍ଵାସ ଅଛି ସେ ସଠିକ ରୂପରେ ଏହି ଘ-ଟ-ଣାର ଯା-ଞ୍ଚ କରିବେ ।

Leave a Reply

Your email address will not be published. Required fields are marked *