କାହିଁକି ବଢୁଛି ସିଜରିଆନ୍‌ ଡେଲିଭରି? | Dr Jaya Prakash Pani

ଆଜି କାଲୀ ଆମ ଦୂନିଆରେ ସି-ଜ-ରି-ଙ୍ଗ ବଢିବାରେ ଲାଗିଛି ଏହାର କାରଣ ହେଉଛି କି । ଏହା ପାଇଁ ମା କିମ୍ବା ଶିଶୁ ଦାଇ ଥାଏ । ଶିଶୁ ଯଦି କିଛି ଅଲଗା ପ୍ରକାରରେ ଥାଏ ତାର ନରମାଳ ପୋଜିସନ ରେ ନରହିକି ତେବେ ଏହା ହୋଇ ଥାଏ । ଯଦି ମା ର ଜନ୍ମ ରାସ୍ତା ଶଙ୍କିର୍ଣ ଥାଏ କିମ୍ବା ଯଦି ମା କୁ ଅଧିକ ବୟଶ ହୋଇ ଯାଇ ଥାଏ କିମ୍ବା ଯଦି ମା ର ଡାଇବେଟିସ କିମ୍ବା ହାଇପୋରଟେନସନ ଅଛି କିମ୍ବା ମା ର ଉଚତା କମ ଅଛି ତେବେ ଆମେ ଏହା ପାଇଁ ମଧ୍ୟ ସି-ଜ-ରି-ଙ୍ଗ କରାଇ ଥାଉ ।

ଏହି ସବୁ ସମସ୍ଯା ଥିଲେ ଆମେ ମା କୁ ପେନ ନେବା ପାଇଁ ଦେଉନା । ଯଦି ପିଲା ମା ପେଟରେ ଓଲଟା ଅଛି କିମ୍ବା ଯଦି ପିଲା ମା ପେଟ ଭିତରେ ରହିବା ସମୟରେ ସଠିକ ଭାବେ ନିସବାଶ ନେଇ ପାରୁନି, ଯଦି ପିଲା ସହ ଲାଗି କି ଥିବା ଫିଲ ଏହାର ତଳେ ରହି ଯାଇଛି । ଯଦି ଏହାର ବେକରେ ମା ର ଅ-ନ୍ତ-ନା-ଡ଼ି ଗୁଡେଇ ହୋଇ ଯାଇଥାଏ । ତେବେ ଏହା ପାଇଁ ମଧ୍ୟ ଦେଖିବା ପାଇଁ ଗଲେ ବାପା ମା କେହି ବି ଏହା ପାଇଁ ରିସ୍କ ନେବା ପାଇଁ ଚାହୁଁ ନାହାଁନ୍ତି । ଶେଠୀ ପାଇଁ ଆମ ଦେଶରେ ଜନ୍ମ ହେଉଥିବା ଶିଶୁ ମାନେ ଅଧିକାଂଶ ସମୟରେ ସି-ଜ-ରି-ଙ୍ଗ ହୋଇ ଥାନ୍ତି । ଯେଉଁ ମା ମାନେ ଲେବର ପେନ ପାଇ ଥାନ୍ତି ସେମାନେ ଲେବର ରାମ କୁ ଯାଇ ଥାନ୍ତି ସେମାନଙ୍କ ମଧ୍ୟରୁ ଅଧିଇକା ପିଲା ମାନେ ସି-ଜ-ରି-ଙ୍ଗ ହିଁ ହୋଇ ଥାନ୍ତି କହିବାର ମାନେ ହେଉଛି କି ପେନ ଥିଲେ ମଧ୍ୟ କିଛି ମହିଳା ମାନେ ଏହାକୁ ସାହି ପାରନ୍ତି ନି ଓ କିଛି ମହିଳା ମାନେ ଏହା ପାଇଁ ପ୍ରସ୍ତୁତ ନଥାନ୍ତି ।

କିଛି ମହିଳା ମାନେ ଏହାକୁ ନସମ୍ଭାଳିବା ଦ୍ଵାରା ସେମାନଙ୍କ ପିଲା ମାନଙ୍କ ହାର୍ଟ ବିଆଇଟି ମଧ୍ୟ ବଢି ଯାଇ ଥାଏ । ଯଦି ଦେଖିବା ପାଇଁ ଯିବାତ ଏହା ଦ୍ଵାରା କିଛି ପିଲା ମାନେ ମା ପେଟରେ ହିଁ ଝାଡା କରି ଦେଇ ଥାନ୍ତି । ଯାହା ଦ୍ଵାରା ସି-ଜ-ରି-ଙ୍ଗ କରିବା ପାଇଁ ଡାକ୍ତର ମାନେ ବାଧ୍ୟ ହୋଇ ଥାନ୍ତି । ଯଦି ଆପଣ ମାନେ ଡେରିରେ ମା ହେବା ପାଇଁ ଚାହୁଁ ଛନ୍ତି ଜେଭଳିକି ଆପଣ ଯଦି 30 ବର୍ଷ ପରେ ମା ହେବା ପାଇଁ ଚାହୁଁ ଛନ୍ତି ତେବେ ଆପଣ ନିଶ୍ଚିତ ଭାବରେ ସି-ଜ-ରି-ଙ୍ଗ କରିବା ଆବଶ୍ୟକ ଅଟେ । କୁହା ଯାଏ କି ମା ହେବା ସମୟରେ ଯେଉଁ ହାଡ ବଢି ଥାଏ ତାହା ଆଉ ବଢି ନଥାଏ ମା ଯଦି ଆପଣ ଡେରିରେ ହୋଇ ଥାଏ ।

Loading...

କିଛି ସମୟରେ ମା ହେବା ବେଳେ ପିଲା ଉପରେ ଅନେକ ପ୍ରେସର ଆସିଥାଏ ଯାହା ପାଇଁ ପିଲାର ମୁଣ୍ଡରେ ମଧ୍ୟ କିଛି ପ୍ରେସର ଆସିଥାଏ । ଏହି ସି-ଜ-ରି-ଙ୍ଗ ରେ ମା ପ୍ରତି ଆଉ କିଛି ବିପଦ ନାହି । ଯେଉଁ ମା ମାନେ ସି-ଜ-ରି-ଙ୍ଗ ଆଗରୁ ହେଉ ଥିଲେ ତାହା ବହୁତ କଷ୍ଟ ଥିଲା ମାତ୍ର ଏବେ ଏହା ଖୁବ କମ ସମୟରେ ହୋଇ ଯାଉଛି । ତେଣୁ କରି ଏବେ ଯେଉଁ ଷ୍ଟିଚ ପକା ଯାଉଛି ତାହା ଧୀରେ ଧୀରେ ଦେହ ଭିତରେ ମିଳେଇ ଯାଉଛି ପ୍ରଥମ ଦିନରୁ ଦ୍ଵିତୀୟ ଦିନ ଯାଏ ଆମେ ଏହାକୁ ଚାଲୁ ରଖୁ ତୃତୀୟ ଦିନରୁ ଆମେ ଏହାକୁ ନରମାଲ କରି ଦେଇ ଥାଉ ଜାହହା ପାଇ ଏହା ପରେ ମା କୁ ଡିଶ୍ଚାର୍ଜ କରା ଯାଏ ।

ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ

Leave a Reply

Your email address will not be published. Required fields are marked *